latest

Date: March 15, 2020

Total 8 Posts

କରୋନା ସାଜିଲା ପ୍ରତବନ୍ଧକ: ଗରୁଡ ସମ୍ଭ ଛୁଇଁବେନି କି ଆନନ୍ଦ ବଜାରରେ ପ୍ରସାଦ ଖାଇବେନି ଭକ୍ତ

 କରୋନା ଭାଇରସ ବିସ୍ତାରକୁ ଦୃଷ୍ଟିରେ ରଖି ଏଣିକି ଶ୍ରୀମନ୍ଦିରର ସମସ୍ତ ସେବାୟତ ଏବଂ ପୂଜା ପଣ୍ଡା ମାସ୍କ ପିନ୍ଧିବେ । ଆଜି ଅନୁଷ୍ଠିତ ଛତିଶା ନିଜୋଗର ଏକ ଜରୁରୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତୀର୍ଥଯାତ୍ରୀଙ୍କ ସମାବେଶକୁ ଏଡ଼ାଇବା ପାଇଁ

ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମିୟ, ୪ ଆତଙ୍କବାଦୀ ନିପାତ

ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଭାରତୀୟ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମିୟ ହୋଇଛି। ଏଥିରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି। ଗୁଳିବିନିମିୟ ଜାରି ରହିଥିବା ସୂଚନା ରହିଛି। ତେବେ କୌଣସି ଯବାନ ଆହତ ହୋଇନଥିବା ସୂଚନା ରହିଛି। ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର

ଟ୍ରମ୍ପଙ୍କ କରୋନା ଟେଷ୍ଟ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର କରୋନା ଭାଇରସ ଟେଷ୍ଟ ହୋଇଛି। କରୋନାରେ ଆକ୍ରାନ୍ତ ହୋଇଥିବା ବ୍ରାଜିଲ ପ୍ରତିନିଧି ଦଳର ଜଣେ ବ୍ୟକ୍ତିଙ୍କୁ ଟ୍ରମ୍ପ ଭେଟିଥିଲେ। ଏହାପରେ ହ୍ୱାଇଟ୍ ହାଉସ ତରଫରୁ ଟ୍ରମ୍ପଙ୍କ କରୋନା ଟେଷ୍ଟ ହୋଇଛି। ପରୀକ୍ଷାରେ ନେଗେଟିଭ ବା ଟ୍ରମ୍ପଙ୍କ

ଆସନ୍ତାକାଲି ମଧ୍ୟପ୍ରଦେଶରେ ଆସ୍ଥା ଭୋଟ୍

ସୋମବାର ଆସ୍ଥା ଭୋଟର ସମ୍ମୁଖୀନ ହେବେ ମଧ୍ୟପ୍ରଦେଶର କମଲନାଥ ସରକାର। ବିଳମ୍ୱିତ ରାତ୍ରିରେ ରାଜ୍ୟପାଳ ଲାଲାଜି ଟଣ୍ଡନ ବାଚସ୍ପତି ନର୍ମଦା ପ୍ରସାଦ ପ୍ରଜାପତିଙ୍କ ସହ ଆଲୋଚନା କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶନାମା ସହିତ ରାଜ୍ୟପାଳ ଟଣ୍ଡନ ୧୬ ମାର୍ଚ୍ଚ

ଟ୍ରକ୍‌ ଓ କଣ୍ଟେନର ମୁହାଁମୁହିଁ ଧକ୍କା, ଡ୍ରାଇଭରଙ୍କ ମୃତ୍ୟୁ

ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବାରକିପୁର ନିକଟରେ ଏକ ବାଲି ବୋଝେଇ ଟ୍ରକ୍‌ ଓ କଣ୍ଟେନର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ କଣ୍ଟେନର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତାଙ୍କ ପରିଚୟ ଜଣାପଡ଼ି ନାହିଁ।ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ବାଲି

ପେଟ୍ରୋଲ ଦର ୧୧ ଥର ବଢ଼ିଛି,୨ ଥର କମିଛି

ମୋଦୀ ସରକାର ଆଜି ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ବୃଦ୍ଧି କରିଛନ୍ତି। ଏହାକୁ ବିରୋଧୀ କଂଗ୍ରେସ ସମାଲୋଚନା କରିଛି। ତେବେ ଆଜିର ଉତ୍ପାଦନ ଶୁଳ୍କ ବୃଦ୍ଧିକୁ ବିଚାରକୁ ନେଲେ ମୋଦୀ ସରକାରଙ୍କ ଅମଳରେ ୧୧ ଥର ଉତ୍ପାଦନ ଶୁଳ୍କ

ଚାଲାଣ ପୂର୍ବରୁ ୨୭ ଶିଶୁ ଶ୍ରମିକ ଉଦ୍ଧାର କଲା ପୁଲିସ୍

ରାଜ୍ୟ ବାହାରକୁ ଚାଲାଣ ପୂର୍ବରୁ ୨୭ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଏଥିସହ ଜଣେ ମହିଳା ଦଲାଲଙ୍କୁ ମଧ୍ୟ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍‌ ଅଟକ ରଖିଛି। ଭଦ୍ରକ ଗ୍ରାମଞ୍ଚଳ ଥାନା ଅଞ୍ଚଳର ଜିତାନଗା ଗାଁ ନିକଟରେ ଏକ ଘରେ ୧୭ ଜଣ

ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ

ମେଷ: ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ। ଲେଖକ ଓ କଳାକାରଙ୍କ ପାଇଁ ଦିନଟି ଭଲରେ କଟିବ। ଅପରାହ୍ଣ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ବୃଷ: ପରିବାରରେ ହସଖୁସିର ବାତାବରଣ ରହିବ। ଧନପ୍ରାପ୍ତି ଯୋଗ ରହିଛି। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ