latest

Date: March 16, 2020

Total 8 Posts

୪୮ ଘଣ୍ଟାର ମହଲତ, ବିଦେଶରୁ ଫେରନ୍ତା ବ୍ୟକ୍ତି ପଞ୍ଜିକରଣ ନକଲେ କାର୍ଯ୍ୟାନୁଷ୍ଠାନ

ବିଦେଶ ଫେରନ୍ତାଙ୍କୁ ନିଜ ସମ୍ପର୍କରେ ସୂଚନା ଦେବାକୁ ୪୮ ଘଣ୍ଟାର ମହଲତ। ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ଏହାର ମୁକାବିଲା ଲାଗି ଅଧିକ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ବିଦେଶ ଫେରନ୍ତାଙ୍କ ରେଜିଷ୍ଟ୍ରେସନ ପାଇଁ ଏକ

ସବୁ ସହରାଞ୍ଚଳରେ ଖୋଲିବ କ୍ୱାରେଣ୍ଟାଇନ୍ ସେଣ୍ଟର

କରେନା  ମୁକାବିଲା ପାଇଁ ରାଜ୍ୟର ସହରାଞ୍ଚଳଗୁଡ଼ିକରେ ଅଧିକ ସଂଖ୍ୟକ କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲାଯିବ। ସହରରେ ଥିବା କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର, ବାତ୍ୟା ଆଶ୍ରୟସ୍ଥଳୀ, ଆଶ୍ରୟ ଗୃହ କିମ୍ବା ସେଭଳି ଘରୋଇ ଓ ସହରକାରୀ କୋଠାଗୁଡ଼ିକରେ କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲିବ। ନଗର

ପାସେଞ୍ଜେର ବଗି ଛାଡ଼ି ପଳାଇଲା ତିଲକ ସୁପରଫାଷ୍ଟ୍ ଏକ୍ସପ୍ରେସ୍‌ ଟ୍ରେନର ଇଞ୍ଜିନ୍

କଟକ ଜିଲ୍ଲା ଅନ୍ତର୍ଗତ ଶାଳଗାଁ ଷ୍ଟେସନ ନିକଟରେ ଆଜି ସକାଳେ ଲୋକମାନ୍ୟ ତିଲକ ସୁପରଫାଷ୍ଟ୍ ଏକ୍ସପ୍ରେସ୍‌ ଟ୍ରେନ୍ ପାସେଞ୍ଜେର ବଗିକୁ ଛାଡ଼ି ଇଞ୍ଜିନ୍ ଅଲଗା ହୋଇ ଯାତ୍ରା କରବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ତେବେ ଟ୍ରେନ୍ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା

ବିଷାକ୍ତ ଛତୁ ଖାଇ ୫ ଗୁରୁତର

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍‌ ଅଧୀନ ଗଭେଇ ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଦୁଇ ଜଣ ଗର୍ଭବତୀ ଅଛନ୍ତି। ଗୁରୁତର ମାନେ ହେଲେ- ବୁଦ୍ଧୁ ସିଂ, ଦିଲ୍ଲୀପ ସିଂ, ନିନି

ଆରପାରିରେ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀ

ଓଡ଼ିଆ ସିନେ ଜଗତର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। ଗତକାଲି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ବାରିପଦା ସ୍ଥିତ ପି.ଆର୍‌.ଏମ୍‌ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା।

ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଘର ମଧ୍ୟ ଭୁବନେଶ୍ୱରରେ। ରକ୍ତ ଓ ସ୍ୱାବ ନମୁନା ପରୀକ୍ଷାରୁ ତାଙ୍କ ଠାରେ କରୋନା ଭୂତାଣୁ ପ୍ରବେଶ କରିଥିବା ଜଣାପଡ଼ିଛି।

ଦ୍ୱନ୍ଦ୍ୱ ଭିତରେ ରହିବେ

ମେଷ: ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ଋଣ ଦିଅନ୍ତୁ ନାହିଁ। ଧାର୍ମିକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ ହୋଇପାରେ। ବୃଷ: ଧନପ୍ରାପ୍ତି ଯୋଗ ରହିଛି। ବିବାହ ସ୍ଥିର ହୋଇପାରେ। ପରିବାରରେ ହସଖୁସିର ପରିବେଶ ରହିବ। ମିଥୁନ: ମିଠା କଥା କହି ଲୋକଙ୍କ

କଟକ ଭୁବନେଶ୍ବର ରେ ଆଜିଠୁ ସପିଂ ମଲ ବନ୍ଦ

କରୋନା’ ସତର୍କତାମୂଳକ ପଦକ୍ଷେପ ଭାବେ ଭୁବନେଶ୍ୱର, କଟକର ସମସ୍ତ ସପିଂ ମଲ୍ ୩୧ ତାରିଖ ଯାଏଁ ବନ୍ଦ ରହିବ । ଏନେଇ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି । ରାଜ୍ୟର ସମସ୍ତ ସ୍କୁଲ, କଲେଜ, ସୁଇମିଂ ପୁଲ୍,