latest

Date: March 17, 2020

Total 10 Posts

ଦିନକୁ ୫ ଥର ମୋବାଇଲ ସଫା କରିବାକୁ ପରାମର୍ଶ

୧୬୨ ଦେଶରେ ପହଂଚି ସାରିଛି ମହାମାରୀ କୋରୋନା ଭାଇରସ । ସାରା ବିଶ୍ବରେ ୧,୮୩,୧୧୬ ଜଣ ଆକ୍ରାନ୍ତ ହୋଇସାରିଛନ୍ତି । ଭାରତରେ ମଧ୍ୟ ଏହି ଆକ୍ରନ୍ତଙ୍କ ସଂଖ୍ୟା ୧୨୬ରେ ପହଂଚିଛି । ଏଥିପାଇଁ ସତର୍କ ରହିବାକୁ ପଡିବ । ଜଣେ ବ୍ୟକ୍ତି

ବସଷ୍ଟାଣ୍ଡରେ ମିଳିବ ମାସ୍କ

କୋରୋନାକୁ ନେଇ ଭିଡ ଜାଗାରେ ନରହିବାକୁ ପରାମର୍ଶ ଦିଆଯାଉଥିବାବେଳେ ବସରେ ଭିଡକୁ ଲକ୍ଷ ରଖି ସରକାର ପଦକ୍ଷେପ ନେଇଛନ୍ତି । ବିଭିନ୍ନ ବିଭାଗ ଅଧିକାରୀ ଓ ଘରୋଇ ବସ ମାଲିକ ସଙ୍ଘ ସହିତ ଆଲୋଚନା କରାଯାଇଛି । ପ୍ରତି ଜିଲ୍ଲାର ବସଷ୍ଟାଣ୍ଡରେ

କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କ ଘୋଷଣା: ଅଲମ୍ପିକ ବ୍ୟତୀତ ସମସ୍ତ ଟ୍ରେନିଂ କ୍ୟାମ୍ପ ସ୍ଥଗିତ

ଅଲମ୍ପିକ୍ସ ବର୍ଷରେ କ୍ରୀଡାକୁ ବିଶେଷ ପ୍ରଭାବିତ କରିଛି କୋରୋନା ଭାଇରସ । ମହାମାରୀ କୋରୋନାକୁ ନେଇ ବିଶ୍ୱରେ ଆତଙ୍କ । ସଂକ୍ରମଣରୁ କ୍ରୀଡାବିତ ମଧ୍ୟ ବାଦ ପଡିନାହାନ୍ତି । ଫଳରେ ସୁରକ୍ଷା ଦୃଷ୍ଟିରୁ ଆଜି କେନ୍ଦ୍ର କ୍ରୀଡାମନ୍ତ୍ରୀ ବଡ ଘୋଷଣା କରିଛନ୍ତି

ଇଟାଲୀରେ ପୁଣି ୩୪୯ ଜଣଙ୍କ ମୃତ୍ୟୁ

ୟୁରୋପୀୟ ଦେଶ ଇଟାଲୀରୁ କରୋନାର ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଚାଇନାରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ସମଗ୍ର ଇଟାଲୀକୁ ଗ୍ରାସ କରିବାରେ ଲାଗିଛି। ଇଟାଲୀରେ କରୋନା ୨୪ ଘଣ୍ଟାରେ ପୁଣି ୩୪୯ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ଏଠାରେ ୩୪୮

କ୍ୱାରେଣ୍ଟାଇନରେ ରହିଲେ ଗଜପତି

ବିଦେଶରୁ ଫେରି ହୋମ୍‌ କ୍ୱାରେଣ୍ଟାଇନରେ ରହିଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ରେଜିଷ୍ଟ୍ରେସନ କରି ସପରିବାର ନିଜ ଭୁବନେଶ୍ୱର ଘରେ ହୋମ୍‌ କ୍ୱାରେଣ୍ଟାଇନ ରହିଛନ୍ତି ପୁରୀ ଗଜପତି। ଆମେରିକା ଗସ୍ତ ସାରି ଗଜପତି ସପରିବାର ଗତ ୧୫ତାରିଖରେ ଓଡ଼ିଶା ଫେରିଥିଲେ।

କରୋନା ପାଇଁ ଭତ୍ତାଧାରୀଙ୍କୁ ଏକସଙ୍ଗେ ୪ ମାସର ଭତ୍ତା

ମାରାତ୍ମକ କରେନା ଭାଇରସର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଥିବାବେଳେ ସାମାଜିକ ସୁରକ୍ଷା ଅନ୍ତର୍ଗତ ମାସିକ ଭତ୍ତା ବା ପେନସନ ପାଉଥିବା ହିତାଧିକାରୀମାନଙ୍କୁ ଏକସଙ୍ଗେ ୪ମାସର ଭତ୍ତା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଏପ୍ରିଲରୁ ଜୁଲାଇ ମାସ ପର୍ଯ୍ୟନ୍ତ

କୋରୋନା ଯୋଗୁଁ ସକାଳ ୧୦ରୁ ଅପରାହ୍ନ ୪ ପର୍ଯ୍ୟନ୍ତ ଖୋଲା ରହିବ ଆହାର କେନ୍ଦ୍ର

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆହାର କେନ୍ଦ୍ର ଗୁଡିକ ଏଥର ସକାଳ ୧୦ ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିବା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ମାର୍ଚ୍ଚ ୧୯ରୁ ମାଟ୍ରିକ ଖାତା ଦେଖା ଆରମ୍ଭ

ମାର୍ଚ୍ଚ ୧୯ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ । ଏହା ଏପ୍ରିଲ୍‌ ୧୦ତାରିଖ ପର୍ଯ୍ୟନ୍ତ ଚାଲିବ। ମାଟ୍ରିକ୍ ଖାତା ମୂଲ୍ୟାୟନ ବେଳେ କୋରୋନା ନେଇ ସତର୍କତା ଅବଲମ୍ବନ କରାଯାଇଛି । ସୂଚନାଯୋଗ୍ୟ, ପରୀକ୍ଷା କେନ୍ଦ୍ରରେ ଗହଳି ରୋକିବାକୁ ସବଜେକ୍ଟ ଓ୍ୱାଇଜ୍

ଭାରତରେ କୋରୋନାରେ ୩ୟ ବ୍ୟକ୍ତିଙ୍କ ମୃତ୍ୟୁ

ଭାରତରେ କୋରୋନାରେ ୩ୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ପୂର୍ବରୁ ଭାରତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପୁଣି ଜଣେ ମୃତ୍ୟୁବରଣ କରିଥିବାବେଳେ ଏହା ଏବେ ଚିନ୍ତାର ବିଷୟ ପାଲଟିଛି । ମୃତ ଜଣକ ମହାରାଷ୍ଟ୍ରର ଜଣେ

କରୋନା ମୁକାବିଲା ପାଇଁ ୨୨୫ କୋଟି ମଞ୍ଜୁର

ବିଶ୍ୱ ମହାମାରୀ ‘କରୋନା’ ଭାଇରସର ମୁକାବିଲା ନିମନ୍ତେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୨୨୫କୋଟି ଟଙ୍କା ମଞ୍ଜୁର କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ସ୍ୱତନ୍ତ୍ର ବୈଠକରେ ଏହି ଅର୍ଥକୁ ରାଜ୍ୟ ସ୍ୱାସ୍ଥ୍ୟ