latest

Date: March 18, 2020

Total 16 Posts

ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ୪ ବିଜେଡି ପ୍ରାର୍ଥୀ

ଏପ୍ରିଲ ୨ରେ ଖାଲି ହେବାକୁ ଥିବା ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ୪ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସର ଦାୟିତ୍ୱରେ ଥିବା ବିଧାନସଭା ସଚିବ ଦାଶରଥୀ ଶତପଥୀ ଆଜି ବିଜେଡିର ଏହି ୪ଜଣ

ଏଟିଏମ୍‌ ସାନିଟାଇଜ୍‌ କରିବାକୁ ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ

ଓଡ଼ିଶାରେ ପ୍ରଥମ ‘କରୋନା’ ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟର ସବୁ ଫିଲ୍ମ ହଲ୍‌ ଓ ସପିଂମଲ୍‌ ବନ୍ଦ କରିଥିବା ବେଳେ ଏଟିଏମ୍‌ ଗୁଡ଼ିକୁ ସାନିଟାଇଜ୍ କରିବା ପାଇଁ ବ୍ୟାଙ୍କ ଗୁଡ଼ିକୁ

କାଲି ଫେରିବ ଜଗନ୍ନାଥଙ୍କ ଟଙ୍କା

ଘରୋଇ ୟେସ୍ ବ୍ୟାଙ୍କରେ ରହିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଆସନ୍ତାକାଲି ଫେରିବ। ୟେସ୍ ବ୍ୟାଙ୍କରୁ ଉଠାଇ ଏହି ଟଙ୍କାକୁ ଜାତୀୟକରଣ ବ୍ୟାଙ୍କରେ ରଖାଯିବ। ଇ-ଟ୍ରାନ୍ସଫର ମାଧ୍ୟମରେ ଟଙ୍କା ଫେରିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ

ଏଣିକି ରାତିରେ ଖୋଲି ପାରିବେନି ହାଟ

ଦୁଇ ଦିନ ତଳେ ରାଜ୍ୟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର ହୋଇପଡ଼ିଛନ୍ତି। ବହୁ ଲୋକ ଏକତ୍ରିତ ହେଉଥିବା ସ୍ଥାନକୁ ଯିବାକୁ ବାରଣ କରାଯାଉଛି। ରାଜଧାନୀରେ ବହୁ ହାଟ ବସୁଥିବା ବେଳେ

କରୋନା ପାଇଁ ଭଉଣୀଙ୍କ ନାମ ପଞ୍ଜିକରଣ କଲେ ମୁଖ୍ୟମନ୍ତ୍ରୀ

କରୋନା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନିଜ ଭଉଣୀଙ୍କ ନାମ ପଞ୍ଜୀକୃତ କରିଛନ୍ତି। ବିଦେଶରୁ ଆସିଥିବାରୁ ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ପଞ୍ଜୀକୃତ ହୋଇଛି। ସରକାରୀ ପୋର୍ଟାଲରେ ଭଉଣୀଙ୍କ ନାଁ ପଞ୍ଜୀକରଣ କଲେ ମୁଖ୍ୟମନ୍ତ୍ରୀ। ଏନେଇ ଟ୍ୱିଟ୍‌ କରି ଜଣାଇଲେ

ନନ୍ଦନକାନନରେ ସୁରଜର ମୃତ୍ୟୁ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ବୁଧବାର ଜଣାପଡ଼ିଛି। ମୃତ ପୁରୁଷ କଲାରାପତରିଆ ବାଘର ନାମ ସୁରଜ(୧୬) ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ, ବାଘ ସୁରଜର ବୟସ ହୋଇଯାଇଥିଲା। ଗତ ଦେଢ଼ ମାସ ହେବ ଟିଙ୍କଜନିତ

ଯାଜପୁର ବସଷ୍ଟାଣ୍ଡରେ ଆରମ୍ଭ ହେଲା ସାନିଟାଇଜେସନ୍‌

କରୋନା ସଂକ୍ରମଣ ଯୋଗୁଁ ସମସ୍ତେ ଭୟଭୀତ ଥିବା ବେଳେ ପରିସ୍କାର ରହିବା ପାଇଁ ସମସ୍ତଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ପ୍ରଥମ ଥର ଯାଜପୁର ଘରୋଇ ବସଷ୍ଟାଣ୍ଡରେ ସାନିଟାଜେସନ ବ୍ୟବସ୍ଥା ହାତକୁ ନିଆଯାଇଛି। ଓଡ଼ିଶାରେ

ବିଦେଶରୁ ଫେରିବାର ୨୪ ଘଣ୍ଟା ମଧ୍ୟରେ ନାମ ପଞ୍ଜିକରଣ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ବିଦେଶରୁ ଫେରୁଥିବା ଓଡ଼ିଶାବାସୀ ୨୪ ଘଣ୍ଟା ମଧ୍ୟରେ ନିଜର ନାମ ପଞ୍ଜିକରଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ଟୋଲ୍‌ ଫ୍ରି ନମ୍ବର-୧୦୪ ଏବଂ ଅନ୍‌ଲାଇନ୍‌ ପୋର୍ଟାଲ୍‌ covid19.odisha.gov.in ଖୋଲିଛନ୍ତି। ରାଜ୍ୟରେ କରୋନାଭାଇରସ୍‌ ସଂକ୍ରମଣ ରୋକିବାକୁ

ଭାରତୀୟ ସେନାବାହିନୀ ଯବାନ କରୋନାଭାଇରସ୍‌ ଦ୍ୱାରା ଆକ୍ରାନ୍ତ

ଭାରତୀୟ ସେନାବାହିନୀର ଜଣେ ଯବାନ କରୋନାଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେନାବାହିନୀରେ କେହି କରୋନାଭାଇରସ୍‌ରେ ଆକ୍ରାନ୍ତ ହେବାରେ ଏହା ହେଉଛି ପ୍ରଥମ ଘଟଣା। ଗତକାଲି ତାଙ୍କ ନମୁନା ପଜିଟିଭ୍‌ ଆସିଥିବା ଜଣାପଡ଼ିଥିଲା। ଲଦାଖ ସ୍କାଉଟ୍‌ର ଏହି ଯବାନଜଣକ ଫେବ୍ରୁଆରି ୨୫

ଟ୍ରେନ୍‌ ଟିକଟ କ୍ୟାନସଲ୍‌ କଲେ ଲକ୍ଷେ ଯାତ୍ରୀ

ଯାତ୍ରୀ ପରିବହନ ସେବା ଉପରେ ସାଂଘାତିକ ପ୍ରଭାବ ପକାଇଛି ‘କରୋନା’। ରେଳ ଷ୍ଟେସନ ହେଉ କି ବସ୍‌ଷ୍ଟାଣ୍ଡ ସବୁଠି ଖାଁ ଖାଁ ପରିବେଶ। ହଜାର ହଜାର ରେଳଯାତ୍ରୀ ଟିକଟ କ୍ୟାନସଲ୍‌ କରିବାରେ ଲାଗିଛି। ସେପଟେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବସ୍‌ଷ୍ଟାଣ୍ଡଗୁଡ଼ିକରେ ଯାତ୍ରୀଙ୍କୁ

ବୈଷୟିକ ଶିକ୍ଷାନୁଷ୍ଠାନ ଫାଇନାଲ, ସେମିଷ୍ଟାର ଛାଡ଼ି ସବୁ ପରୀକ୍ଷା ବାତିଲ୍

କରୋନା ସତର୍କତା ପାଇଁ ବୈଷୟିକ ଶିକ୍ଷାନୁଷ୍ଠାନର ଫାଇନାଲ, ସେମିଷ୍ଟାରକୁ ଛାଡ଼ି ସବୁ ପରୀକ୍ଷା ବାତିଲ୍ କରାଯାଇଛି। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନକୁ ଚିଠି ଲେଖାଯାଇଛି। ଯେଉଁ ଅଧ୍ୟାପକ, ଅଧ୍ୟାପିକା କିମ୍ବା କର୍ମଚାରୀ