latest

Date: March 20, 2020

Total 18 Posts

ଫୁଟବଲର ପିକେ ବାନାର୍ଜୀଙ୍କ ପରଲୋକ

ଭାରତର ପ୍ରଖ୍ୟାତ ଫୁଟବଲର୍ ପିକେ ବାନାର୍ଜୀଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଛି। ନ୍ୟୁମୋନିଆ କାରଣରୁ ତାଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ହେଉଥିଲା। ଏହାଛଡ଼ା ତାଙ୍କର ହୃଦଘାତଜନିତ ସମସ୍ୟା ମଧ୍ୟ ରହିଥିଲା, ଯେଉଁକାରଣରୁ ସେ ଚଳିତ ମାସ ୨ ତାରିଖରୁ ହସ୍ପିଟାଲରେ

ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଲେ କମଲନାଥ

ରାଜ୍ୟପାଳ ଲାଲାଜି ଲଣ୍ଡନଙ୍କୁ ଭେଟି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଇସ୍ତଫା ପତ୍ର ଦେଇଛନ୍ତି। ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେବା ପୂର୍ବରୁ ସେ ଭୋପାଲ ସ୍ଥିତ ନିଜ ବାସଭବନରେ ସାମ୍ୱାଦିକ ସମ୍ମିଳନୀ କରି ଇସ୍ତଫା ବାବଦରେ ଘୋଷଣା କରିଥିଲେ। ୧୦ ମିନିଟର ସାମ୍ୱାଦିକ

ଭାରତରେ କରୋନା ଆକ୍ରାନ୍ତଙ୍କ ୨ ଶହ ଟପିଲା

କରୋନାରେ ଆକ୍ରାନ୍ତ ହୋଇ ରାଜସ୍ଥାନର ଜୟପୁରରେ ଚିକିତ୍ସିତ ହେଉଥିବା  ଆଜି ଜଣେ ଇଟାଲୀୟ ନାଗରିକ ପ୍ରାଣ ହରାଇଛନ୍ତି। ତାଙ୍କ ବୟସ ୬୯ ବର୍ଷ। ସେ ଭାରତ ଗସ୍ତରେ ଆସିଥିବା ବେଳେ ତାଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଥିଲା। ଏଥିପାଇଁ ତାଙ୍କୁ

୩୨୮ ବର୍ଷ ତଳେ ଏମିତି ଅଘୋଷିତ କର୍ଫ୍ୟୁ ଲାଗିଥିଲା ଶ୍ରୀମନ୍ଦିରରେ

କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ପ୍ରତିଦିନ ତାଙ୍କ ଦର୍ଶନ ପାଇବା ପାଇଁ ଦୂରଦୂରାନ୍ତୁ ଧାଇଁ ଆସନ୍ତି ଶ୍ରଦ୍ଧାଳୁ। ହେଲେ ଆଜି ସେହି ବଡ଼ଦାଣ୍ଡ ଖାଲି ପଡ଼ିଛି। ମହାପ୍ରଭୁଙ୍କୁ ଦର୍ଶନ କରିପାରୁ ନାହାନ୍ତି ଭକ୍ତ। ସତେଯେମିତି ବଡ଼ଦାଣ୍ଡରେ ଅଘୋଷିତ

କାଲିଠୁ ଭୁବନେଶ୍ୱରରେ ଲାଗୁ ହେବ ଯୁଗ୍ମ-ଅଯୁଗ୍ମ ନିୟମ

ଆସନ୍ତାକାଲିଠାରୁ ରାଜଧାନୀ ଭୁବନେଶ୍ୱରରେ ଲାଗୁ ହେବ ଯୁଗ୍ମ-ଅଯୁଗ୍ମ ନିୟମ। ବସ, ଟ୍ୟାକ୍ସି, ଅଟୋ ପାଇଁ ଲାଗୁ ହେବ ଏହି ନିୟମ। ତେବେ କାଲି ସହରରେ ଅଯୁଗ୍ମ ନମ୍ୱର ଗାଡ଼ି ଗଡ଼ିବ। ତା’ ପର ଦିନ କେବଳ ଯୁଗ୍ମ ନମ୍ବର ଗାଡ଼ି ଚଳାଚଳ

ଧୈର୍ଯ୍ୟର ସହ ‘କରୋନା’ର ମୁକାବିଲା ପାଇଁ ଧର୍ମେନ୍ଦ୍ରଙ୍କ ଆହ୍ୱାନ

ପ୍ରାକୃତିକ ସଙ୍କଟକୁ ସାମ୍ନା କରିବାକୁ ପଡ଼ିବ। ରାଜ୍ୟ ତଥା ଦେଶବାସୀ ଭୟଭୀତ ନହୋଇ ଧୈର୍ଯ୍ୟ ଓ ସାହସର ସହ ବିଶ୍ୱ ମହାମାରୀ ‘କରୋନା’ ବିରୋଧରେ ମୁକାବିଲା କରିବାକୁ ପଡ଼ିବ। ଆଜି ସାମାଜିକ ଗଣମାଧ୍ୟମରେ ଭିଡ଼ିଓ ବାର୍ତ୍ତାରେ ମାଧ୍ୟମରେ ଏପରିକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ରବିବାର ଗଡିବନି ଟ୍ରେନ

 ରବିବାର ଗଡ଼ିବନି କୌଣସି ପାସେଞ୍ଜର ଟ୍ରେନ୍‌। ଶନିବାର-ରବିବାର ମଧ୍ୟ ରାତ୍ରୀରୁ ପାସେଞ୍ଜର ଟ୍ରେନ ଗଡ଼ିବନାହିଁ। ଏହି କଟକଣା ରବିବାର ରାତି ୧୦ଟା ଯାଏଁ ଲାଗୁହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନତା କର୍ଫ୍ୟୁକୁ ଦୃଷ୍ଟିରେ ରଖି ରେଳ ବିଭାଗର କଟକଣା ଜାରି କରିଛି।

କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କଲେ ମୁଖ୍ୟମନ୍ତ୍ରୀ

କରୋନା ସଂକ୍ରମଣକୁ ରୋକିବା ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେତେକ ଦାବି ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ଟିମ୍ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉଚ୍ଚସ୍ତରୀୟ ଟିମ୍ ସହ ଭିଡିଓ କନଫରେନ୍ସିଂ

‘କରୋନା’ କବଳରୁ ବିଶ୍ୱକୁ ରକ୍ଷା ପାଇଁ ସିଂହଦ୍ୱାରରେ ସାଧୁଙ୍କ ପୂଜାର୍ଚ୍ଚନା

ପୁରୀ, (ମୋ ଓଡ଼ିଶା): ‘କରୋନା’ ଭୂତାଣୁର ସଂକ୍ରମଣରୁ ବିଶ୍ୱକୁ ରକ୍ଷା କରିବା ପାଇଁ ସ୍ଥାନୀୟ ଏକ ମଠରେ ରହୁଥିବା ଜନୈକ ସାଧୁ ଶ୍ରୀମନ୍ଦିର ସିଂହଦ୍ୱାରରେ ୧୦୮ ହନୁମାନ ଚାଳିଶା ପାଠ କରିବା ସହ ଅଖଣ୍ଡ ଦୀପ ଜାଳିଛନ୍ତି । ସାରା ବିଶ୍ୱକୁ

ମାରପିଟ୍‌ କରି ନିଶାସକ୍ତ ଗିରଫ

ପୁରୀ, (ମୋ ଓଡ଼ିଶା): ବେଳାଭୂମିରେ ବିଶ୍ରାମ ନେଉଥିବା ଦଶ ଜଣ ଶ୍ରମିକଙ୍କୁ ଗତକାଲି ବିଳମ୍ୱିତ ରାତିରେ ନିସ୍ତୁକ ମାଡ଼ ମାରି ରକ୍ତାକ୍ତ କରିଦେବା ଅଭିଯୋଗରେ ବଳିଆପଣ୍ଡା ଥାନା ପୁଲିସ ବି. ସଦା ରାଓ(୨୫)କୁ ଗିରଫ କରିଛି । ଆକ୍ରମଣର ଶିକାର ହୋଇଥିବା

ଏଟିଏମ୍ ଭାଙ୍ଗି ଲୁଟ୍‌ ଉଦ୍ୟମ

ପୁରୀ, (ମୋ ଓଡ଼ିଶା): ପୁରୀ ସହରରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ପୁଲିସ ଓ ଅପରାଧିମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ପୁରୀ ସହରରେ ଅରାଜକତା ସୃଷ୍ଟି କରିବାର ଏକ ପ୍ରମୁଖ କାରଣ ପାଲଟିଛି । ଦେଶର ପ୍ରମୁଖ