latest

Date: March 21, 2020

Total 20 Posts

କରୋନା ପାଇଁ ୩୬୫ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

ରାଜ୍ୟରେ କରୋନା ସଂକ୍ରମଣ ଆଶଙ୍କା ଲାଗି ରହିଥିବାବେଳେ ରାଜ୍ୟ ସରକାର ୩୬୫ଜଣ ଡାକ୍ତରଙ୍କୁ ଆଜି ବିଭିନ୍ନ ଡାକ୍ତରଖାନାରେ ନିଯୁକ୍ତି ଦେଇଛନ୍ତି। ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପରିଚାଳିତ ପରୀକ୍ଷାରେ ଏହି ଡାକ୍ତରମାନେ କୃତକାର୍ଯ୍ୟ ହୋଇଥିଲେ। ସେମାନଙ୍କୁ ମାସକ ମଧ୍ୟରେ ନିଜର ନୂଆ

ଲକ୍‌ଡାଉନ୍ ଭାଙ୍ଗିଲେ କଠୋର କାର୍ଯ୍ୟାନୁଷ୍ଠାନ

 ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ୫ଟି ଜିଲ୍ଲା ଓ ୮ଟି ଟାଉନ୍‌କୁ ଲକ୍ ଡାଉନ୍ ଘୋଷଣା କଲେ ନବୀନ।  ଏହି ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ ତଥା ଅତ୍ୟନ୍ତ ଜରୁରୀ କାର୍ଯ୍ୟ ବ୍ୟତୀତ ବାକି ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ।

୨୨ ରୁ ୨୯, ୫ଟି ଜିଲ୍ଲା ହେବ ସମ୍ପୂର୍ଣ୍ଣ ଠପ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରୋନାକୁ ନେଇ କଠୋର ପଦକ୍ଷେପ । ଆସନ୍ତା କାଲିଠାରୁ ୨୯ ତାରିଖ ପର୍ଯ୍ୟନ୍ତ ୫ଟି ଜିଲ୍ଲା ସମ୍ପୂର୍ଣ୍ଣ ଲକ ଡାଉନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏହି ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା

କମିଲା ମାସ୍କ ଓ ସାନିଟାଇଜରର ଦାମ୍

କରୋନାର ମୁକାବିଲା କରିବା ପାଇଁ ସମସ୍ତେ ଫେସ୍ ମାସ୍କ, ସାନିଟାଇଜର ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର। ଲୋକଙ୍କ ଚାହିଦା ଓ ମହାମାରୀରେ ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମାସ୍କ ଓ ସାନିଟାଇଜରର ଦାମ କମାଇଛନ୍ତି। ଶୁକ୍ରବାର କେନ୍ଦ୍ର ଖାଦ୍ୟ

ସରକାରଙ୍କ ବଡ଼ ଘୋଷଣା: ଆସନ୍ତାକାଲି ଠାରୁ ଅନେକ ଜିଲ୍ଲାରେ ଲକ୍ ଡାଉନ୍

ରାଜ୍ୟ ସରକାର କେରୋନା ମୁକାବିଲା ପାଇଁ  ଏକ ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା କରି ୫ରୁ ଅଧିକ ଜିଲ୍ଲାର ସହର ଓ ସମସ୍ତ ଗ୍ରାମକୁ ଲକ୍‌-ଡାଉନ୍‌ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କହିଛନ୍ତି ଯେ,  ଗତକିଛି ଦିନ ମଧ୍ୟରେ ବିଦେଶରୁ

ଜନତା କର୍ଫ୍ୟୁ ଆହ୍ୱାନ: ରାଜ୍ୟରେ ଗଡିବନି ୧୪,୦୦୦ ବସ୍

ଆସନ୍ତାକାଲି  ଜନତା କର୍ଫ୍ୟୁ ଆହ୍ୱାନ ଯୋଗୁଁ ବସ୍ ଚଳାଚଳ ବନ୍ଦ ରହିବ। ଘରୋଇ ବସ୍ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ପ୍ରାୟ ୧୩ରୁ ୧୪ ହଜାର ଘରୋଇ ବସ୍ ଚଳାଚଳ କରୁଥିବା ଜଣାପଡ଼ିଛି । 

ଇଟାଲିରେ ଗୋଟିଏ ଦିନରେ ୬୨୭ ଜଣଙ୍କର ମୃତ୍ୟୁ

କରୋନା ଭାଇରସ୍ ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି । ବିଶ୍ୱରେ ମୃତ୍ୟୁ ସଂଖ୍ୟା ୧୧,୩୯୭କୁ ପହଞ୍ଚିଛି । ଅନ୍ୟପଟେ କରୋନା ମୃତ୍ୟୁରେ ଚୀନକୁ ଟପିଛି ଇଟାଲି । ଗୋଟିଏ ଦିନରେ ଇଟାଲିରେ ୬୨୭ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି

ଘରୋଇ ଉପଚାର ମାଧ୍ୟମରେ ଦୂର କରନ୍ତୁ ଆଘାତ ଚିହ୍ନ

     ଛୋଟବେଳେ ଖେଳିବା ସମୟରେ ଶରୀରରେ ଅନେକ ଆଘାତ ଲାଗିଥାଏ । କ୍ଷତ ଭଲ ହୋଇଗଲେ ମଧ୍ୟ ଏହାର ଚିହ୍ନ ରହିଯାଏ । ଏହି ଚିହ୍ନ ଯୋଗୁଁ ବେଳେ ବେଳେ ଆମ ମାନସିକତା ଉପରେ ନକାରାତ୍ମକ ପ୍ରଭାବ ପକାଏ। ତେଣୁ

କରୋନା ପାଇଁ ଯୋଗୀ ସରକାରଙ୍କ ଘୋଷଣା: ୩୫ ଲକ୍ଷ ଶ୍ରମିକଙ୍କୁ ମିଳିବ ୧୦୦୦ ଭତ୍ତା

କରୋନା ମୁକାବିଲା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନେକ ଘୋଷଣା କରିଛନ୍ତି । ରାଜ୍ୟରେ ୨୩ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଥିବା ସେ କହିଛନ୍ତି । ରାଜ୍ୟରେ ୧୫ ଲକ୍ଷ ବେତନ ଶ୍ରମିକ ଓ ୨୦.୩୭ ଲକ୍ଷ ନିର୍ମାଣ

ସାବଧାନ ! ଘରୋଇ ଅଫିସ ଚଲାଇବା ପାଇଁ ଜିଲ୍ଲାପାଳଙ୍କ ଅନୁମତି ଜରୁରୀ

 ରାଜ୍ୟ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି । ୫ଟି ଜିଲ୍ଲାର ସବୁ ସହର ଓ ସବୁ ଗାଁ ଲକ୍ ଡାଉନ ରହିବ । ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲା ପାଇଁ ଏହା ଲାଗୁ ହେବ ।

ଗେରୁଆ ହେବ ମଧ୍ୟପ୍ରଦେଶ !

ମଧ୍ୟପ୍ରଦେଶରେ ଭାରତୀୟ ଜନତା ପାର୍ଟି ପୁଣି ଥରେ କ୍ଷମତାକୁ ଫେରିବା ସ୍ପଷ୍ଟ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜ୍ୟର ବରିଷ୍ଠ ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନାମ ତାଲିକାର ୧ ନମ୍ବରରେ ଅଛି ବୋଲି ଚର୍ଚ୍ଚା