latest

Date: March 22, 2020

Total 19 Posts

ସସ୍ତ୍ରୀକ ତାଳିମାରି ଜରୁରୀ ସେବା ପ୍ରଦାନକାରୀଙ୍କୁ ଧନ୍ୟବାଦ ଜଣାଇଲେ ସାଂସଦ ସସ୍ମିତ ପାତ୍ର

କରୋନା ଭଳି ଗମ୍ଭିର ସ୍ଥିତିରେ ଦେଶରେ ସେବା ଯୋଗାଉଥିବା ଲୋକମାନଙ୍କୁ ସପତ୍ନୀକ ତାଳିମାରି ଧନ୍ୟବାଦ କୃତଗ୍ୟଂତା ଜଣାଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ସାଂସଦ ସସ୍ମିତ ପାତ୍ର ଏବଂ ତାଙ୍କ ପତ୍ନୀ ଶ୍ୱେତା ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅନୁସାରେ ସଂଧ୍ୟା

ଭାରତରେ କୋରୋନା ମୃତ୍ୟୁ ସଂଖ୍ୟା ୭ରେ ପହଂଚିଲା

ଗୁଜୁରାଟରେ ପ୍ରଥମ କୋରୋନା ପୀଡିତଙ୍କ ମୃତ୍ୟୁ ହୋଇଛି । ଏହି ମୃତ୍ୟୁ ସହ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ସେହିପରି ରବିବାର ଅପରାହ୍ନ ସୁଦ୍ଧା ଦେଶରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୩୪୬ରେ ପହଂଚିଛି ।

ଅପରାହ୍ନ ୫ଟା ଶୁଭିଲା ଘଂଟ, ଥାଳି, ତାଳିର ଧ୍ୱନି; ମୁଖ୍ୟମନ୍ତ୍ରୀ ବି ହେଲେ ସାମିଲ

କୋରୋନା ବିପକ୍ଷରେ ଲଢ଼ୁଥିବା ହିରୋଙ୍କୁ ଅଭିବାଦନ ଜଣାଇବା ପାଇଁ ଆଜି ଅପରାହ୍ନ ୫ଟା ଭିନ୍ନ ଭିନ୍ନ ଉପାୟରେ ସମସ୍ତେ ଏଥିରେ ସାମିଲ ହୋଇଥିଲେ । ଘଂଟ, ଘଂଟି, ତାଳି, ଶଙ୍ଖ ଓ ଥାଳି ଇତ୍ୟାଦି ବଜାଇ ପୂରା ଦେଶ ସମର୍ଥନ କରୁଥିବାବେଳେ

ସ୍ୟାଣ୍ଡ ଆର୍ଟ ଆନିମେଶନରେ ଜନତା କର୍ଫ୍ୟୁ

ସ୍ୟାଣ୍ଡରେ ଜନତା କର୍ଫ୍ୟୁର ଅଦ୍ଭୁଦ କଳାକୃତି । ପ୍ରଧାନମନ୍ତ୍ରୀ ଆହ୍ୱାନ କ୍ରମେ ଦେଶବାସୀ ପାଳନ କରାଯାଉଥିବା କର୍ଫ୍ୟୁକୁ ବେଶ ଚମତ୍କାର ରୂପେ ନିଜ ସ୍ୟାଣ୍ଡ ଆର୍ଟ ଆନିମେଶନରେ ବଖାଣିଛନ୍ତି ବାଲୁକାଶିଳ୍ପୀ ମାନସ କୁମାର ।ଜନତା କର୍ଫ୍ୟୁ ଅବସରରେ କୋରୋନା ସଚେତନା ଓ

ଅଲିଭ୍ ରିଡଲେଙ୍କ ଗଣ ଅଣ୍ଡାଦାନ; ପ୍ରୟାଗୀ ଠାରୁ ବଟେଶ୍ୱର ପର୍ଯ୍ୟନ୍ତ ବେଳାଭୂମିରେ କଟକଣା

ଋଷିକୁଲ୍ୟା ମୁହାଣରେ ଅଲିଭ ରିଡଲେଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ପୁରୁଣାବନ୍ଧ ଠାରୁ ପୋଡ଼ମପେଟା ପର୍ଯ୍ୟନ୍ତ ବେଳାଭୂମିରେ ରାତ୍ର ୩ଟା ୧୦ ରେ କଇଁଛମାନେ ଆସି ଅଣ୍ଡା ଦେଇଛନ୍ତି। ସମୁଦାୟ ୨୦୩୪ଟି କଇଁଛ ଅଣ୍ଡା ଦେବା ପରେ ବ୍ରହ୍ମପୁର

କୋରୋନା ପାଇଁ ଛାତ୍ରଛାତ୍ରୀଙ୍କ ମିଳିବ ୯୦ଦିନର ମଧ୍ୟାହ୍ନ ଭୋଜନ ଚାଉଳ

କୋରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲଗୁଡିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ୯୦ଦିନର ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଇ ଦିଆଯିବ । ସ୍କୁଲ ବନ୍ଦ ହୋଇଥିଲେ ବି ପିଲାମାନଙ୍କର ପୋଷକ ବୃଦ୍ଧି ପାଇଁ

ବିଶିଷ୍ଟ କର୍ମଚାରୀ ନେତା ବ୍ରୁନ୍ଦାବନ ସାବତଙ୍କ ଦେହାନ୍ତ

ବିଶିଷ୍ଟ କର୍ମଚାରୀ ନେତା ଶ୍ରୀ ବ୍ରୁନ୍ଦାବନ ସାବତ ଆଉ ଇହ ଜଗତରେ ନାହାଁନ୍ତି । ରାଜ୍ୟ ଅଣଗେଜେଟେଡ କର୍ମଚାରୀ ସମନ୍ବୟ ସମିତିର ପୂର୍ବତନ ରାଜ୍ଯ ସଭାପତି,ମଜଦୁର ସଂଘର ଗଂଜାମ ଜିଲ୍ଲା ସଭାପତି ଭାବେ କାର୍ୟ୍ଯ କରି ଲୋକପ୍ରିୟ କର୍ମଚାରୀ ନେତା ଭାବେ

ବିଧାୟକ ପ୍ରଣବ ପ୍ରକାଶ ଦାସ ତାଳିମାରି ଜରୁରୀ ସେବା ପ୍ରଦାନକାରୀଙ୍କୁ ଜଣାଇଲେ ଧନ୍ୟବାଦ

କରୋନା ଭଳି ଗମ୍ଭିର ସ୍ଥିତିରେ ଦେଶରେ ସେବା ଯୋଗାଉଥିବା ବୃତ୍ତି ଧାରୀଙ୍କୁ ତାଳିମାରି ଧନ୍ୟବାଦ ଜଣାଇବା ସହ କୃତଗ୍ୟଂତା ଜଣାଇଛନ୍ତି ବିଜେଡିର ସଙ୍ଗଠନ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ସଂଧ୍ୟା ୫ଟାରେ ପ୍ରଣବ ପ୍ରକାଶ ତାଙ୍କ

ଆସନ୍ତାକାଲି ଠାରୁ ଅନ୍ତଃରାଜ୍ୟ ବସ୍ ବନ୍ଦ

ଆସନ୍ତାକାଲି ଠାରୁ ରାଜ୍ୟରୁ ବନ୍ଦ ରହିବ ଅନ୍ତଃରାଜ୍ୟ ବସ୍ ସେବା । କରୋନା ମୁକାବିଲା ନେଇ ଆଇସି ମୁଖପାତ୍ର ସୁବ୍ରତ ବାଗଚୀ ଏହି ସୂଚନା  ଦେଇଛନ୍ତି।  ଓଡିଶାରୁ କୌଣସି ବାହାର ରାଜ୍ୟରୁ ବସ୍ ଚାଲିବନି କି ଆସିବନି । କାଲି ଦିନ

୬ରେ ପହଁଞ୍ଚିଲା ଦେଶର ମୃତ୍ୟୁ ସଂଖ୍ୟା

ବିହାର ପାଟନା ରେ ଏମ୍ସ ରେ ଚିକିତ୍ସାଧୀନ ଥିବା କରୋନା ଆକ୍ରାନ୍ତ ଯୁବକଙ୍କ ମୃତ୍ୟୁ । ଏହା ବିହାରର ପ୍ରଥମ  କରୋନା ଆକ୍ରାନ୍ତ ମୃତ୍ୟୁ ବୋଲି ସୂଚନା ମିଳିଛି । ଏହି ମୃତ୍ୟୁ ସହ ଭାରତରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା

ଭାରତରେ କରୋନା ଭାଇରସ୍ : ଆକ୍ରାନ୍ତଙ୍କ ସଂଖ୍ୟା ୩୨୪ ଓ ମୃତ୍ୟୁ ୫

କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇ ଶନିବାର ରାତିରେ ମହାରାଷ୍ଟ୍ରର ମୁମ୍ବାଇରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଏଯାବତ୍ ଭାରତରେ କରୋନାଭାଇରସ ସଂକ୍ରମଣଜନିତ ମୃତ୍ୟୁ ସଂଖ୍ୟା ୫ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୩୨୪ରେ ପହଞ୍ଚିଥିବା କଥା ସରକାରୀ ଅଧିକାରୀମାନେ