latest

Date: March 23, 2020

Total 13 Posts

ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କୁ ଅମିତା ବଚନ କଲେ ପ୍ରଣାମ

କରୋନା ଭୂତାଣୁକୁ ନେଇ ଲୋକଙ୍କୁ ବିଭିନ୍ନ ଉପାୟରେ ସତର୍କ କରାଯାଉଛି। ଏଭଳି ସଙ୍କଟାପନ୍ନ ସ୍ଥିତିରେ ଦିନରାତି ରୋଗୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିବା ଡାକ୍ତର, ନର୍ସମାନଙ୍କୁ ସବୁ କ୍ଷେତ୍ରରୁ ଧନ୍ୟବାଦ ଦିଆଯାଉଛି। ଏହି କ୍ରମରେ ବଲିଉଡ ମହାନାୟକ ଅମିତାଭ ବଚ୍ଚନ ମଧ୍ୟ

ବ୍ରାଞ୍ଚ ପୋଷ୍ଟ ଅଫିସ୍‌ ରହିବ ବନ୍ଦ

ଆସନ୍ତାକାଲିଠାରୁ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ରାଞ୍ଚ ପୋଷ୍ଟ ଅଫିସ ବନ୍ଦ ରହିବ। ‘କରୋନା’ ପାଇଁ ଘୋଷଣା ହୋଇଥିବା ଲକ୍‌ ଡାଉନ୍‌, ଟ୍ରେନ ଓ ବିମାନ କଟକଣା ଯୋଗୁଁ ଡାକସେବା ପ୍ରଭାବିତ ହୋଇଛି। ସେଥିପାଇଁ ବ୍ରାଞ୍ଚ ଓ ବି, ସି

ଘରୋଇ ଗାଡି ପାଇଁ କଟକଣା, କାଲି ସନ୍ଧ୍ୟା ସୁଦ୍ଧା ଥାନାରୁ ଆଣନ୍ତୁ ପାସ୍: ସିପି

ରାଜ୍ୟରେ କରୋନା ଭାଇରସକୁ ନେଇ ଲକ୍-ଡାଉନ୍ ଘୋଷଣା କରାଯିବା ପରେ କିଛି ଲୋକ ଏହାକୁ ବେଖାତିର କରୁଛନ୍ତି । କିଛି ଲୋକ ସହଯୋଗ କରୁନଥିବାରୁ ଘରୋଇ ଗାଡି ଚଳାଚଳ ପାଇଁ କଟକଣା ଲାଗୁ ହୋଇଛି । ଏନେଇ ପୋଲିସ କମିଶନର ସୁଧାଂଶୁ

ମହିଳା କନେଷ୍ଟବଳଙ୍କ ପୋଷାକ ଚିରିଲେ ଓ ପୋଲିସକୁ ପିଟିଲେ

ଅପହୃତା ନାବାଳିକାଙ୍କୁ ଉଦ୍ଧାର କରିବାକୁ ଆସି ସଂଘବଦ୍ଧ ଆକ୍ରମଣର ଶିକାର ହୋଇଛ ନ୍ତି ପୁଲିସ କର୍ମଚାରୀ।  ଅଭିଯୁକ୍ତମାନେ ଅତର୍କିତ ଆକ୍ରମଣ କରିବା ସହ ଜଣେ ମହିଳା କନେଷ୍ଟବଳଙ୍କୁ ଅସଦାଚରଣ କରି ତାଙ୍କ ପୋଷାକ ଚିରି ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା

କରୋନା ପାଇଁ ହାଇକୋର୍ଟରେ ନିର୍ଦେଶନାମା ଜାରି

କରୋନା ପାଇଁ ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲାକୁ ଲକଡାଉନ କରାଯିବା ସହ ଏହାସହ ସମ୍ବଲପୁର, ଝାରସୁଗୁଡା, ବ୍ରଜରାଜନଗର, ନବରଙ୍ଗପୁର, ଉମରକୋଟ,ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଓ ଯାଜପୁର ଟାଉନ ଭଳି ୧୧ଟି ସହରରରେ ଲକ୍

ଲକ୍‌ଡାଉନ୍‌ ବେଳେ ପାସ୍‌ ଦେବ କମିଶନରେଟ୍‌ ପୁଲିସ୍‌

ମାର୍ଚ୍ଚ ୨୨ ତାରିଖରୁ ୨୯ ତାରିଖ ଯାଏ ରାଜ୍ୟ ସରକାର ୫ଟି ଜିଲ୍ଲା ଓ ୯ଟି ସହରକୁ ‘ଲକ୍‌ଡାଉନ୍‌’ ଘୋଷଣା କରିଛନ୍ତି। ଏହି ସମୟରେ ଅତ୍ୟାବଶ୍ୟକ ଜିନିଷକୁ ଛାଡ଼ିଦେଲେ ସମସ୍ତ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ କରିବାକୁ କୁହାଯାଇଛି।

ଥକାପଣ ଦେଇଥାଏ ଏହି ଶାରୀରିକ ସମସ୍ୟାର ଲକ୍ଷଣ

ବ୍ୟସ୍ତବହୁଳ ଜୀବନରେ କାମର ଚାପ ରହୁଥିବାରୁ ଥକାପଣ ଅନୁଭବ ହେବା ଏକ ସାଧାରଣ କଥା । କିନ୍ତୁ ଯଦି ଏହି ଥକାପଣ ଶୋଇବା ପରେ, ଚା’ପିିବା ପରେ ମଧ୍ୟ ଯାଉ ନାହିଁ ତେବେ ଏହା କ୍ରୋନିକ୍‌ ଫାଟିଗ୍ୟୁ ସିନ୍‌ଡ଼୍ରମର ଲକ୍ଷଣ ବୋଲି

ବିଶ୍ବ ଯୁଦ୍ଧ ପାଇଁ ୩ ଥର ଅଟକିଥିଲା ଅଲିମ୍ପିକ୍ସ

ଜୁଲାଇ ଓ ଅଗଷ୍ଟରେ ଖେଳାଯିବାକୁ ଥିବା ଅଲିମ୍ପିକ୍ସ ଠିକଣା ସମୟରେ ହେବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ ସଂଘ (ଆଇଓସି) ଓ ଟୋକିଓ ୨୦୨୦ ଆୟୋଜକ ଦୃଢ ବିଶ୍ବାସ ରଖିଛନ୍ତି। କିନ୍ତୁ କରୋନା ଭୂତାଣୁ କାୟା ବିସ୍ତାର କାରଣରୁ ଏହି ମର୍ଯ୍ୟାଦାଜନକ ବିଶ୍ବସ୍ତରୀୟ

ସଂକଟରେ ମହାପ୍ରଭୁଙ୍କ ରଥଯାତ୍ରା

କରୋନା ପାଇଁ ସରକାର ୧୮୦ ଦିନ ପର୍ଯ୍ୟନ୍ତ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦେବେ ବୋଲି ସ୍ପଷ୍ଟ ହୋଇଛି। ତେବେ ଏହି ୧୮୦ ଦିନ କରୋନା ଯୁଦ୍ଧ ଅବଧି ଭିତରେ ପଡ଼ୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ର ବା ରଥଯାତ୍ରା। ତେବେ ଏଥର

ଲକ୍‌-ଡାଉନର ଦ୍ବିତୀୟ ଦିନ : ରାଜ୍ୟର ୫ଟି ଜିଲ୍ଲା ସମେତ ୧୧ଟି ସହର ଖାଁ ଖାଁ

ଓଡ଼ିଶା‌ରେ ଲକ୍‌-ଡାଉନର ଆଜି ଦ୍ବିତୀୟ ଦିନ। ଏଥିପାଇଁ ଆଜି ବି ରାଜ୍ୟର ୫ଟି ଜିଲ୍ଲା ସମେତ ୧୧ଟି ସହରରେ ଲୋକେ ତାଲାବନ୍ଦୀ ହୋଇ ରହୁଥିବାର ପରିଲକ୍ଷିତ ହୋଇଛି। ତେବେ ଅତ୍ୟାବଶ୍ୟକ ସେବା ଲାଗି ଲୋକେ ଘରୁ ବାହାରୁଥିବାର ଦେଖିବାକୁ ମିଳିଛି। ଗତକାଲି

ଆତ୍ମବିଶ୍ୱାସ ବଢ଼ିବ

ମେଷ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରେ ହସଖୁସିର ପରିବେଶ ରହିବ।  ଘରେ ପୂଜା ପାଠ କରିପାରନ୍ତି। ବୃଷ: ବ୍ୟବସାୟରେ ଆଶାମୁତବାକ ଲାଭ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ନୂତନ ବସ୍ତ୍ର କିଣିପାରନ୍ତି। ମିଥୁନ: ବୌଦ୍ଧିକ ଚର୍ଚ୍ଚାରେ ସାମିଲ ହୋଇପାରନ୍ତି। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ