latest

Date: March 25, 2020

Total 24 Posts

ସହାୟତାର ହାତ ବଢ଼ାଇଲେ ବାଂଲାଦେଶ କ୍ରିକେଟର୍

କୋଭିଡ୍‌-୧୯ ମହାମାରୀରେ ସାରା ବିଶ୍ୱ ଚିନ୍ତିତ। ଏହା ମଧ୍ୟରେ ବାଂଲାଦେଶ କ୍ରିକେଟର୍ କିଛି ଏଭଳି କାମ କରିଛନ୍ତି, ଯାହା ସମସ୍ତଙ୍କ ହୃଦୟ ଜିଣି ନେଇଛି। କରୋନାଭାଇରସ୍ ବ୍ୟାପୁଥିବାର ଦେଖି ବାଂଲାଦେଶ କ୍ରିକେଟରମାନେ୍ ନିଜ ଦରମାର ୫୦ ପ୍ରତିଶତ ସରକାରଙ୍କୁ ଦାନ କରିବାକୁ

ଓଡ଼ିଶାବାସୀଙ୍କୁ ଓଡ଼ିଆରେ କୋରୋନା ପାଇଁ ସଚେତନର ବାର୍ତା ଦେଲେ ସଲୁ ଭାଇ

କୋରୋନା ପାଇଁ ସଚେତନତାର ବାର୍ତା ସମସ୍ତେ ଦେଉଛନ୍ତି । ତେବେ ବର୍ତମାନ ଏକ ସଚେତନତାର ବାର୍ତା ସାମ୍ନାକୁ ଆସିଛି ଯାହାକୁ ନେଇ ଲାଗିରହିଛି ଚର୍ଚ୍ଚା । କଥାଟା ହେଉଛି ବଲିଉଡର ଦବଙ୍ଗ ଖାନ୍ ଓରଫ୍ ସଲମାନ୍ ଖାନ୍ ଓଡ଼ିଶାବାସୀଙ୍କୁ ଓଡ଼ିଆ କୋରୋନାରୁ

କୋରୋନା ସଠିକ୍ ତଥ୍ୟ ପାଇଁ ଜାରି ହ୍ୱାଟସ୍ ଆପ୍ ନମ୍ବର ଜାରି କଲେ ମୋଦି

ସାରା ଦେଶରେ କୋରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ନିର୍ବାଚନମଣ୍ଡଳୀ ବାରାଣାସୀବାସୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । ଏଥିରେ ପିଏମ କୋରୋନା ସମ୍ବନ୍ଧରେ ସଠିକ ସୂଚନା ପାଇଁ ଏକ ହେଲ୍ପଡେସ୍କ ଗଠନ କରିଛନ୍ତି । କୋରୋନା

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ: ରାଜ୍ୟ ବାହାରୁ ଫେରିଥିବା ୭୮୨୩୩ ଜଣ ରହିବେ କ୍ୱାରେଂଟାଇନ୍‌ରେ

କୋରୋନା ଭଳି ମହାମାରୀକୁ ରୋକିବା ପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ନିଆଯାଉଛି । ତେବେ ରାଜ୍ୟ ବାହାରୁ ଫେରିଥିବା ୭୮୨୩୩ ଜଣ ୧୪ଦିନିଆ କ୍ୱାରେଂଟାଇନ୍ ରେ ରହିବା ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ବ୍ୟକ୍ତିମାନେ କୋରୋନା ପ୍ରଭାବିତ 

ଏଥର ଭୁବନେଶ୍ୱର ଏମ୍ସରେ ହେବ କୋରୋନା ଟେଷ୍ଟ

ଏଥର ଭୁବନେଶ୍ୱର ଏମ୍ସରେ କୋରୋନା ନମୁନା ପରୀକ୍ଷା କରିପାରିବେ । ଏନେଇ ଏମ୍ସ କର୍ତୃପକ୍ଷ ଦେଇଛନ୍ତି ସୂଚନା । ଆଜ ଏମ୍ସରେ ୩ଟି କୋରୋନା ନମୁନା ପରୀକ୍ଷା ହୋଇଛି, ଯାହା ନେଗେଟିଭ୍ ବୋଲି ଜଣାପଡିିଛି । ପୂର୍ବରୁ ଯଦି ସରକାରଙ୍କ ପକ୍ଷରୁ

ସ୍ଵାଭାବିକ ହେଉଛି ଚୀନ, ଉହାନରେ ଚାଲିଲାଣି ବସ

କରୋନା ଭାଇରସର ଉତ୍ପତି ଚାଇନାର ଉହାନରେ ସ୍ଥିତି ସୁଧୁରିବାରେ ଲାଗିଛି।  ଦୀର୍ଘ ୯ ସପ୍ତାହ ଧରି ଏଠାରେ ଲଗା ଯାଇଥିବା ଲକଡାଉନ ଓ କର୍ଫ୍ୟୁ ଶେଷରେ କୋହଳ ହୋଇଛି।  ଆଜି ଠାରୁ ଉହାନ ରାସ୍ତାରେ ବସ ସେବା ମଧ୍ୟ ଆରମ୍ଭ ହୋଇଛି।

ସ୍ୱାଧୀନତା ସଂଗ୍ରାମୀଙ୍କ ଅସୁସ୍ଥତାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭେଟେରାନରେ ଥିବା ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ଅସୁସ୍ଥତାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହୃଦରୋଗରେ ପୀଡିତ ସଂଗ୍ରାମୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର

କୋରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ରାଜ୍ୟ ସଭାପତିଙ୍କ ଚିଠି

ବିଜେପି କାର୍ଯ୍ୟକର୍ତାଙ୍କୁ କୋରୋନା ମୁକାବିଲାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ରାଜ୍ୟସଭାପତି ସମୀର ମହାନ୍ତିଙ୍କ ଚିଠି । ଲକ୍‌ଡାଉନ୍ ପରିସ୍ଥିତିରେ ରାଜ୍ୟସରକାର, ବ୍ଲକ ଓ ପଂଚାୟତରେ ଜରୁରୀକାଳୀନ ସେବା ପହଂଚାଇବା ପାଇଁ ବିଜେପି କାର୍ଯ୍ୟକର୍ତାଙ୍କୁ ଅନୁମତି ଦେବାକୁ ସମୀର ଚିଠି ଲେଖିଛନ୍ତି

କୋରୋନା ମୁକାବିଲା ପାଇଁ ଚୁକ୍ତିଭିତିକ ଡାକ୍ତରଙ୍କ ସମେତ ମେଡିକାଲ ଷ୍ଟାପ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ଦେଲେ ରାଜ୍ୟ ସରକାର

କୋରୋନା ମୁକାବିଲା ଲାଗି ରାଜ୍ୟ ସରକାର ଚୁକ୍ତି ଭିତିକ ଡାକ୍ତର, ନର୍ସ ଓ ପାରାମେଡିକ୍ ଷ୍ଟାପ୍ ନିଯୁକ୍ତି କରିବାକୁ ଟ୍ୱିଟରରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । କୋରୋନା ଲାଗି ଏମାନଙ୍କୁ ସରକାରୀ ଡାକ୍ତରଖାନାରେ ୩ ମାସ ପାଇଁ ନିଯୁକ୍ତି ଦିଆଯିବ ବୋଲି

କାବୁଲର ଗୁରୁଦ୍ୱାରରେ ଆତ୍ମଘାତୀ ଆକ୍ରମଣ; ୧୧ ମୃତ

 ଆଫଗାନିସ୍ତାନର ରାଜଧାନୀରେ କାବୁଲର ଏକ ଗୁରୁଦ୍ୱାରରେ ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ କରିଛନ୍ତି । ଯାହା ଫଳରେ ୧୧ଜଣ ପ୍ରାଣ ହରାଇଥିବାବେଳେ ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଟ୍ୱିଟ କରି କହିଛନ୍ତି, “କାବୁଲରେ

ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦେଲା ଓଡ଼ିଶା ଖଣି ନିଗମ ୫ଶହ କୋଟି ଟଙ୍କା

କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଭିନ୍ନ ଭିନ୍ନ ଆଡୁ ସହାୟତାର ହାତ ବଢ଼ିବାରେ ଲାଗିଛି । ଓଡ଼ିଶା ଖଣି ନିଗମ(ଓଡ଼ିଶା ମାଇନିଂ କର୍ପୋରେସନ(ଓଏମସି)) ମଧ୍ୟ ସହାୟତାର ହାତ ବଢ଼ାଇଛି । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଓଏମସି ୫ଶହ କୋଟି