latest

Date: March 26, 2020

Total 23 Posts

ଓଡ଼ିଶାରେ ୩ୟ କୋରୋନା ପଜିଟିଭ

ଓଡ଼ିଶାରେ ୩ୟ କୋରୋନା ପଜିଟିଭ୍ ଥିବା ଖବର ସାମ୍ନାକୁ ଆସିଛି । ଯେ କି ଭୁବନେଶ୍ୱରର ବୋଲି ଜଣାପଡିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଓଡ଼ିଶାରେ ୨ଜଣ

କୋରୋନା ନେଲା ଦମ୍ପତିଙ୍କ ଜୀବନ, ମାତ୍ର ପ୍ରେମ ହେଲା ଅମର

କୁହାଯାଏ ମଣିଷ ମରିଯାଏ ସିନା ତା’ର ପ୍ରେମ ସବୁବେଳ ପାଇଁ ଅମର ହୋଇ ରହିଯାଏ । ଏଭଳି ଘଟଣା ଏବେ ଦେଖିବାକୁ ମିଳିଛି । କୋରୋନା ଭଳି ମହାମାରୀ ବିଶ୍ୱକୁ ଗ୍ରାସିଥିବାବେଳେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ପାଲଟି

ସକାଳ ୪ଟାରୁ ୭ଟା ମଧ୍ୟରେ ହକରମାନେ ଓ ଖବରକାଗଜ ଭ୍ୟାନ ଖବରକାଗଜ ପହଂଚାଇବେ: ସୁବ୍ରତ ବାଗଚୀ

ମହାମାରୀ କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ପଦକ୍ଷେପ ନେବାସହ ଯାହା ଆବଶ୍ୟକ ତାହା କାର୍ଯ୍ୟକାରୀ କରାଯାଉଛି । ମହାମାରୀ କୋରୋନା ବିରୋଧରେ ଲଢେଇ ପାଇଁ ସାରା ଦେଶ

ଲକ୍ ଡାଉନରେ ସଙ୍କଟରେ ଥିବା ଗରିବ ଜନତାଙ୍କୁ ଖାଦ୍ୟ ଓ ଆର୍ଥିକ ସୁରକ୍ଷା ଦେବ: ଧର୍ମେନ୍ଦ୍ର ପ୍ରଧାନ

କୋରୋନା ମୁକାବିଲା ପାଇଁ କେନ୍ଦ୍ରର ୧ ଲକ୍ଷ ୭୦ ହଜାର କୋଟି ଆର୍ଥିକ ପ୍ୟାକେଜ ପ୍ରସଙ୍ଗ କୋରୋନା ଭୁତାଣୁ ଯୋଗୁଁ ଦେଶକୁ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଲକ୍ଷ ୭୦ ହଜାର

କୋଭିଡ୍ -୧୯ ରୋଗୀଙ୍କ ପାଇଁ ଓଡ଼ିଶାରେ ଖୋଲିବ ୧୦୦୦ ଶଯ୍ୟା ବିଶିଷ୍ଟ ୨ଟି ସ୍ୱତନ୍ତ୍ର ହସ୍ପିଟାଲ

କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆଉ ଏକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି । କୋଭିଡ୍‌-୧୯ ରୋଗୀଙ୍କ ପାଇଁ ଭୁବନେଶ୍ୱରରେ ଖୋଲିବ ୧୦୦୦ ଶଯ୍ୟା ବିଶିଷ୍ଟ ୨ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ । ଭୁବନେଶ୍ୱରଠାରେ ପ୍ରତିଷ୍ଠା କରିବା ନିମନ୍ତେ ଆଜି

ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ; ଓଡ଼ିଆଙ୍କୁ ସାହାଯ୍ୟ କର

କୋରୋନା ପାଇଁ ଭାରତ ଲକ୍ ଡାଉନ୍ ହୋଇଥିବାବେଳେ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଓଡ଼ିଆମାନେ ଫସିଛନ୍ତି । କେଉଁଠାରେ ଛାତ୍ରଛାତ୍ରୀ, କେଉଁଠାରେ ତୀର୍ଥଯାତ୍ରୀ ଓ ଆଉ କେଉଁଠାରେ ଶ୍ରମିକ । ତେବେ ସେମାନେ ନିଜ ଅଂଚଳକୁ ଫେରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ନିମିଙ୍କ ପରଲୋକ

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ନିମିଙ୍କର ପରଲୋକ ଘଟିଛି । ଗତକାଲି ସନ୍ଧ୍ୟାରେ ମୁମ୍ବାଇର ସାରଳା ନର୍ସିଂହୋମରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ହୋଇଥିଲା । ନିମିଙ୍କ ମୃତ୍ୟୁ ପରେ ଅନେକ ବଲିଉଡ ଅଭିନେତା ସୋଶାଲ

କୋରୋନା ନେଇ ମନ୍ତ୍ରୀସ୍ତରୀୟ ବୈଠକ; ୬ଟି ବିଷୟରେ ହେଲା ଆଲୋଚନା

ଶେଷହେଲା ଲୋକସେବା ଭବନରେ ବସିଥିବା ମନ୍ତ୍ରୀସ୍ତରୀୟ ବୈଠକ । ବୈଠକରେ ମୁଖ୍ୟତଃ ୬ଟି ବିଷୟରେ ହୋଇଛି ଆଲୋଚନା ।ଶ୍ରମିକମାନଙ୍କ ସମସ୍ୟା, ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ମେଡିକାଲ ସାମଗ୍ରୀ ଆମଦାନୀ, ଦରଦାମ୍ ବୃଦ୍ଧି, ଲକ୍‌ଡାଉନ୍‌କୁ କଡାକଡି ପାଳନ ସହିତ ମାସ୍କ ଓ ସାନିଟାଇଜର

କରୋନା ପ୍ୟାକେଜ : ଗରିବଙ୍କ ପାଇଁ ୧ ଲକ୍ଷ ୭୦ ହଜାର କୋଟିର ପ୍ୟାକେଜ ଘୋଷଣା

କରୋନା ପାଇଁ ସାରା ଦେଶରେ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି। ଏହି ସମସ୍ୟାକୁ ଦୂର କରିବା ଓ ଲୋକଙ୍କୁ ସବୁ ପ୍ରକାରର ସୁବିଧା ଯୋଗାଇ ଦେବା ପାଇଁ ମୋଦି ସରକାର ଆଜି ଗରିବଙ୍କ ପାଇଁ ୧ ଲକ୍ଷ ୭୦

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସାମ୍ବାଦିକ ସମ୍ମିଳନୀ ଲାଇଭ୍‌…….

-ଏକ ଲକ୍ଷ ୭୦ ହଜାର କୋଟି ଟଙ୍କା ଆର୍ଥିକ ପ୍ୟାଜେକ୍ ଘୋଷଣା -ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତ ଅଧିକାରୀଙ୍କୁ ୫୦ ଲକ୍ଷର ବୀମା ଯୋଜନା । ଏହାଦ୍ୱାରା ଉପକୃତ ହେବେ ୨୦ ଲକ୍ଷ କର୍ମଚାରୀ – କୌଣସି ଗରିବ ଭୋକରେ ରହିବେ ନାହିଁ

କରୋନା ପାଇଁ ଖୋଲିଲା କଣ୍ଟ୍ରୋଲ ରୁମ

ଲକ୍ ଡ଼ାଉନ ଯୋଗୁଁ ରାଜ୍ୟ ବାହାରେ ଏବେ ବି ହଜାର ହଜାର ଓଡ଼ିଆ ଫସି ରହିଛନ୍ତି । ନା ସେ କାମ କରିବାକୁ ଯାଇଥିବା ଅନ୍ୟ ରାଜ୍ୟର ହୋଇପାରୁଛନ୍ତି ନା ନିଜ ରାଜ୍ୟର । କରୋନା ପରି ଭୟଙ୍କର ସ୍ଥିତିରେ ନିଜ