latest

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସାମ୍ବାଦିକ ସମ୍ମିଳନୀ ଲାଇଭ୍‌…….

Spread the News

-ଏକ ଲକ୍ଷ ୭୦ ହଜାର କୋଟି ଟଙ୍କା ଆର୍ଥିକ ପ୍ୟାଜେକ୍ ଘୋଷଣା
-ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତ ଅଧିକାରୀଙ୍କୁ ୫୦ ଲକ୍ଷର ବୀମା ଯୋଜନା । ଏହାଦ୍ୱାରା ଉପକୃତ ହେବେ ୨୦ ଲକ୍ଷ କର୍ମଚାରୀ
– କୌଣସି ଗରିବ ଭୋକରେ ରହିବେ ନାହିଁ । ଏନେଇ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା ଘୋଷଣା କରିବେ । ଯଦ୍ୱାରା ସମସ୍ତ ଗରୀବଙ୍କୁ ଖାଦ୍ୟ ମିଳିବ
-ଲୋକଙ୍କୁ ଆଗାମୀ ୩ମାସ ପର୍ଯ୍ୟନ୍ତ ୫ କିଲୋ ଗହମ କିମ୍ବା ଚାଉଳ ମିଳିବ । ଯଦ୍ୱାରା ୮୦କୋଟି ଲୋକ ଲାଭବାନ ହେବେ । ଏହାବ୍ୟତୀତ ୧କିଲୋ ଡାଲି ମଧ୍ୟ ମିଳିବ
-ଏପ୍ରିଲ ପ୍ରଥମ ସପ୍ତାହରେ କୃଷକଙ୍କ ଖାତାକୁ ୨୦୦୦ ଟଙ୍କା କିସ୍ତି ଦିଆଯିବ । ଯଦ୍ୱାରା ୮ କୋଟି ୭୦ ଲକ୍ଷ କୃଷକ ଲାଭ ଉଠାଇପାରିବେ
-ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗଙ୍କୁ ଆଗାମୀ ୩ମାସ ପର୍ଯ୍ୟନ୍ତ ଭତା ଅତିରିକ୍ତ ୧୦୦୦ ଟଙ୍କା ଦିଆଯିବ । ଏହାର ଲାଭ ଉଠାଇବେ ୩କୋଟି ଲୋକ
-ମନରେଗା ଶ୍ରମିକଙ୍କୁ ରାଶି ୧୮୨ରୁ ବୃଦ୍ଧି କରାଯାଇ ୨୦୨୦ ଟଙ୍କା କରାଯାଇଛି
– ଉଜ୍ଜ୍ୱଳା ଯୋଜନା ଅନୁଯାୟୀ ୮ କୋଟି ମହିଳାଙ୍କୁ ତିନି ମାସ ପର୍ଯ୍ୟନ୍ତ ମାଗଣା ସିଲିଣ୍ଡର ଦିଆଯିବ
-ଏହାବ୍ୟତୀତ ଅତିରିକ୍ତ ୩ମାସ ପର୍ଯ୍ୟନ୍ତ ଜନଧନ ଯୋଜନା ମହିଳା ଖାତାଧିକାରୀଙ୍କୁ ପ୍ରତିମାସ ୫୦୦ଟଙ୍କା ଲେଖାଏର୍ ଦିଆଯିବ । ଏହାଦ୍ୱାରା ୨୦ କୋଟି ମହିଳା ଲାଭବାନ ହେବେ
-ଦୀନଦୟାଲ ଯୋଜନା ଅନୁଯାୟୀ, ମହିଳା ସ୍ୱୟଂ ସହାୟିକା ସମୂହ ମହିଳାମାନଙ୍କୁ ୨୦ ଲକ୍ଷ ର ଲୋନ ପ୍ରଦାନ କରାଯିବ । ଯାହା ପୂର୍ବରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଥିଲା ।