latest

ଓଡ଼ିଶାରେ ୩ୟ କୋରୋନା ପଜିଟିଭ

Spread the News

ଓଡ଼ିଶାରେ ୩ୟ କୋରୋନା ପଜିଟିଭ୍ ଥିବା ଖବର ସାମ୍ନାକୁ ଆସିଛି । ଯେ କି ଭୁବନେଶ୍ୱରର ବୋଲି ଜଣାପଡିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଓଡ଼ିଶାରେ ୨ଜଣ କୋରୋନା ରୋଗୀ ପଜିଟିଭ ଚିହ୍ନଟ କରାଯାଇଥିଲା ।