latest

କରୋନା : ଲୋକସେବା ଭବନରେ ବସିବ ବିଧାନସଭା

Spread the News

ସାରା ରାଜ୍ୟ କରୋନା କାରଣରୁ ଲକ-ଡାଉନ ହୋଇଥିବା ବେଳେ କନଭେନସନ ହଲରେ ବିଧାନସଭାର ବଜେଟ୍ ଅଧିବେଶନ ବସିବ ବୋଲି ଜଣାପଡିଛି । ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମାର୍ଚ୍ଚ ୩୦ ତାରିଖରେ ଲୋକସଭା ଭବନରେ ବ୍ୟୟ ମଞ୍ଜୁରି ବିଲ ନେଇ ବିଧାନସଭା ବସିବ ।

ସେହିଦିନ ବାକି ସମସ୍ତ ବିଭାଗର ଖର୍ଚ୍ଚ ଦାବିକୁ ଗିଲଟିନ ପାରିତ କରାଯିବ। ସବୁ ଦଳର ୩୦% ବିଧାୟକ ଏଠାରେ ଉପସ୍ଥିତ ରହିବେ । ବିଧାୟକମାନେ ୨ ମିଟର ବ୍ୟବଧାନରେ ବସିବେ ।

Tags: ,