latest

ଲକ୍-ଡାଉନରେ ବେଳେ ପୁଣି ଟେଲିକାଷ୍ଟ ହେବ ରାମାୟଣ

Spread the News

କରୋନା କାରଣରୁ ସାରା ଦେଶରେ ୨୧ ଦିନିଆ ତାଲା ପଡିଛି । ଏପରି ପରିସ୍ଥିତି ଲୋକଙ୍କ ପାଇଁ ସମୟ ଅତିବାହିତ କରିବା କଷ୍ଟକର ହୋଇପଡିଛି । ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଏକ ବଡ ଘୋଷଣା କରି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ଯେ, ପୁଣି ଥରେ ଦୂରଦର୍ଶନରେ ରାମନନ୍ଦ ସାଗରଙ୍କ ରାମାୟଣ ପ୍ରସାରିତ ହେବ ।

’ ସେ ଟ୍ୱିଟ୍ ଜରିଆରେ କହିଛନ୍ତ ଯେ, ୨୮ ମାର୍ଚ୍ଚ ବା ଆସନ୍ତାକାଲି ଦୂରଦର୍ଶନ ଚ୍ୟାନେଲରେ ‘ରାମାୟଣ’ ପୁଣିଥରେ ପ୍ରସାରତ ହେବ । ପ୍ରଥମ ଏପିସୋଡ୍ ସକାଳ ୯.୦୦ ରେ ଓ ଦ୍ୱିତୀୟ ଏପିସୋଡ ରାତି ୯.୦୦ରେ ହେବ ।