ଭୁବନେଶ୍ୱର ର ସତ୍ୟନଗର ସିଲ କଲା ବିଏମସି

Spread the News

ଭୁବନେଶ୍ୱର ର ସତ୍ୟନଗରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ସତ୍ୟନଗର ଅଞ୍ଚଳକୁ ସିଲ କଲା ବିଏମସି । ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ । କରୋନା ଆକ୍ରାନ୍ତ ଜଣକର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ । ସେ ନା ବିଦେଶ ଗ୍ରସ୍ତ କରି ଥିଲେ ନା ରାଜ୍ୟ ବାହାରକୁ ଯାଇଥିଲେ । ଏହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି । ଆକ୍ରାନ୍ତ କାହା କାହା ସଂସ୍ପର୍ଶ ଆସିଛନ୍ତି ଏନେଇ ତଦନ୍ତ ଆରମ୍ଭ ହୋଇଯାଇଛି ।

ସତ୍ୟନଗରରୁ କାଳୀ ମନ୍ଦିର ଛକ, କାଳୀ ମନ୍ଦିର ଛକରୁ ପତାଞ୍ଜଳୀ ଷ୍ଟୋର, ପତାଞ୍ଜଳୀ ଷ୍ଟୋରରୁ ବ୍ୟାଙ୍କ ଅଫ ଇଣ୍ଡିଆ ଅଫିସ କ୍ୱାଟର ଛକ, ବ୍ୟାଙ୍କ ଅଫ ଇଣ୍ଡିଆ ଅଫିସ କ୍ୱାଟର ଛକ ରୁ ବିଗ ବଜାର ଛକ ପର୍ଯ୍ୟନ୍ତ ଅଞ୍ଚଳ ସିଲ କଲା ବିଏମସି ।

Tags: