latest

ମୁଖ୍ୟମନ୍ତ୍ରୀ ଓଡ଼ିଶାର ଲକ୍ ଡାଉନ୍ ସମୟ ସୀମାକୁ ଏପ୍ରିଲ ୩୦ ଯାଏ ବଢାଇବା ସ୍ୱାଗତଯୋଗ୍ୟ : ଧର୍ମେନ୍ଦ୍ର ପ୍ରଧାନ

Spread the News

ଓଡ଼ିଶା ସରକାର ରାଜ୍ୟର ଲକ୍ ଡାଉନ ସମୟ ସୀମାକୁବୃଦ୍ଧି କରିବା ନଷ୍ପିତକିୁ ସମର୍ଥନ କରଛିନ୍ତି  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।କରୋନା ମହାମାରୀର ସାମ୍ନା କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଲକ୍ ଡାଉନ୍ ସମୟ ସୀମାକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ । କରୋନାର ମୁକାବିଲା କରିବା ପାଇଁ ଲକ୍ ଡ଼ାଉନକୁ ଶତ ପ୍ରତିଶତ ପାଳନ କରିବା ଏବଂ ସରକାରଙ୍କ କଥା ମାନିବା । ଶ୍ରୀ ପ୍ରଧାନ ଟ୍ୱିଟ କରି ନିଜମତ ପ୍ରକାଶ କରିଛନ୍ତି ।

ଏହାସହ ଶ୍ରୀ ପ୍ରଧାନ କରୋନାର ମୁକାବଲିା କରିବା ପାଇଁ ଲକ୍ ଡାଉନକୁ ଶତ ପ୍ରତିଶତ ପାଳନ କରିବା ଏବଂ ସରକାରଙ୍କ କାର୍ଯ୍ୟ ମାନିବା । ନିଜ ଘରେ ରହିବା, ସାମାଜିକ ଦୂରତ୍ୱ ବଜାୟ ରଖିବା, ମୁହଁରେ ମାସ୍କ ପିନ୍ଧିବା ଓ ନିଜକୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଛନ୍ତି ।