latest

ରାଜ୍ୟରେ ଆଉ ୪ କରୋନା ପଜିଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଞ୍ଚିଲା

Spread the News

ଗୁରୁବାର ରାତିରେ ଆଉ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୪ଜଣଙ୍କୁ ମିଶାଇ ଆଜି ୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି ।

https://twitter.com/IPR_Odisha/status/1248325826585583616?s=19

ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ ବଦଳରେ ୱେବସାଇଟ ରେ ତଥ୍ୟ ପ୍ରଦାନ କରାଯାଇଛି । ମାତ୍ର ଏଥିରେ ଅକ୍ରାନ୍ତଙ୍କ ସମ୍ୱନ୍ଧରେ କୌଣସି ସୂଚନା ଜାରି କରାଯାଇନାହିଁ ।

Tags: