latest

Date: May 1, 2020

Total 27 Posts

ଚୀନ୍‌ରେ ପୁନର୍ବାର ଖୋଲିଲା ବିଛା, ବୁଢ଼ିଆଣୀ, ତେଲୁଣିପୋକର ଆମିଷ ବଜାର

ସାରା ବିଶ୍ୱକୁ କରୋନା ଭାଇରସ୍‌ ଭେଟି ଦେଇଥିବା ଚୀନ୍‌ ଏବେ ଏହାର ଚର୍ଚ୍ଚିତ ଆମିଷ ବଜାରଗୁଡ଼ିକୁ ଇତିମଧ୍ୟରେ ଖୋଲିବା ଆରମ୍ଭ କରିଛି । ବିଶ୍ୱର ଅନ୍ୟତମ ପ୍ରମୁଖ ଗଣମାଧ୍ୟମ ଡେଲି ମେଲ୍‌ରେ ଏ ସଂକ୍ରାନ୍ତରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶିତ ହୋଇଛି

କେରଳରୁ ଫେରୁଛନ୍ତି ୧୨୦୦ ପ୍ରବାସୀ ଓଡ଼ିଆ, ସ୍ୱତନ୍ତ୍ର ଟ୍ରେନ୍‌ର କରାଯାଇଛି ବ୍ୟବସ୍ଥା

ଦେଶରେ ଲକ୍‌ ଡାଉନ୍‌ ଯୋଗୁଁ ବିଭିନ୍ନ ରାଜ୍ୟରେ ଫଶି ରହିଛନ୍ତି ଓଡ଼ିଆମାନେ । ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ବାର୍ତ୍ତାଳାପ କରିଥିଲେ । ଫସି ରହିଥିବା ଏହି

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ପରେ ରୁଷ ପ୍ରଧାନମନ୍ତ୍ରୀ ହେଲେ କରୋନା ସଂକ୍ରମିତ

କରୋନା ସଂକ୍ରମିତଙ୍କ ସଂଖ୍ୟା ବିଶ୍ୱରେ ହୁ ହୁ ହୋଇ ବୃଦ୍ଧି ହେବାରେ ଲାଗିଛି । ବିଶ୍ୱର ପ୍ରତିଷ୍ଠିତ ବ୍ୟକ୍ତିମାନେ ମଧ୍ୟ ଏହି ଭାଇରସ୍ ଦ୍ୱାରା ସଂକ୍ରମିତ ହେଉଛନ୍ତି । କିଛିଦିନ ତଳେ ବ୍ରିଟେନ୍‌ର ପ୍ରିନ୍ସ ଚାର୍ଲସ କରୋନାରେ ଆକ୍ରାନ୍ତ ହୋଇଥିଲେ ।

ଘୁଞ୍ଚିଲା ୨୦୨୧ ରାଜ୍ୟଗୋଷ୍ଠୀ ଯୁବ କ୍ରୀଡ଼ା

ଅଲମ୍ପିକ୍‌, ଇଂଲିଶ୍‌ ପ୍ରିମିୟର ଲିଗ୍‌ ଓ ଆଇପିଏଲ୍‌ ପରେ ବର୍ତ୍ତମାନ ୨୦୨୧ରେ ତ୍ରିନିଦାଦ୍‌ ଆଣ୍ଡ୍‌ ଟବାଗୋରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ ଯୁବ କ୍ରୀଡ଼ାକୁ ଘୁଞ୍ଚାଇ ଦିଆଯାଇଛି । ଏହି ଖବର ବିଶ୍ୱର କ୍ରୀଡ଼ାପ୍ରେମୀମାନଙ୍କୁ ବ୍ୟଥିତ କରିଛି । ସବୁକିଛି ନର୍ମାଲ

ଗୁରୁବାର ଦିନ ସେନ୍‌ସେକ୍ସରେ ୯୯୭ ପଏଣ୍ଟ ବୃଦ୍ଧି

କରୋନା ମାଡ଼ରେ ଗୁରୁତର ପ୍ରଭାବିତ ହୋଇଥିବା ଭାରତୀୟ ପୁଞ୍ଜିବଜାରରୁ ଖୁସି ଖବର ଆସିଛି । ବେଶ୍‌ କିଛିଦିନ ପରେ ଭାରତୀୟ ପୁଞ୍ଜିବଜାରର ସେନ୍‌ସେକ୍ସରେ ସ୍ୱାଭାବିକ ବୃଦ୍ଧି ପରିଲକ୍ଷିତ ହେଉଛି । ରିପୋର୍ଟ ଅନୁସାରେ, ଗୁରୁବାର ଦିନ ସେନ୍‌ସେକ୍ସ ୯୯୭ ପଏଣ୍ଟ ବଢ଼ିଛି

ଗ୍ରୀନ ଜୋନରେ ଚାଲିବ ବସ, ଖୋଲିବ ମଦ ଓ ପାନ ଦୋକାନ

୨ ସପ୍ତାହ ପାଇଁ କେନ୍ଦ୍ର ସରକାର ଲକଡାଉନ ଅବଧି ବଢ଼ାଇଛନ୍ତି । ମେ ୧୭ ଯାଏଁ ଲକଡାଉନ ଅବଧି ବଢିଥିବାବେଳେ । ଗ୍ରୀନ ଓ ଅରେଞ୍ଜ ଜୋନରେ କିଛି କଟକଣା କୋହଳ କରାଯାଇଛି । ତେବେ ଏହାକୁ ନେଇ କେନ୍ଦ୍ର ସରକାର

ରାଜ୍ୟ ସରକାର ଦେଲେ ୬ ଜଣଙ୍କ ଗସ୍ତ ବିବରଣୀ

ରାଜ୍ୟ ସରକାର ଆଜି ରାଜ୍ୟର ୬ ଜଣ କରୋନା ଭାଇରସରେ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ୫ ଜଣ (୧୨୩ରୁ ୧୨୭ ନମ୍ବର କରୋନା ଆକ୍ରାନ୍ତ) ହେଉଛନ୍ତି କୋଲକାତା ଫେରନ୍ତା । ଅନ୍ୟ ଜଣେ ସଂପର୍କୀୟଙ୍କ ସଂସ୍ପର୍ଶରେ

ଏଣିକି ଆପରେ ହେବ ବିଦ୍ୟୁତ ବିଲ ପୈଠ

ଏଣିକି ବିଦ୍ୟୁତ ବିଲ୍‌ ପଇଠ ପାଇଁ ଯିବାକୁ ପଡିବନି ସେସୁ କାର୍ଯ୍ୟାଳୟ । ଏଥିପାଇଁ ଆରମ୍ଭ ହୋଇଛି ଡିଜିଟାଲ ଅଫିସିଆଲ ପେମେଣ୍ଟ ଆପ ‘ସେସୁ କନେକ୍ଟ’ । ଯାହା ଜରିଆରେ ପେମେଣ୍ଟ କରିପାରିବେ ବିଦ୍ୟୁତ ବିଲ । ଏହି ଆପ୍‌କୁ ଶୁଭାରମ୍ଭ

ପ୍ରବାସୀ ଓଡ଼ିଆଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ ସହ ଡାହାଣ ହାତରେ ଲାଗିବ ଅଲିଭା କାଳି ଷ୍ଟାମ୍ପ

ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ପଞ୍ଜିକରଣ କରିବା ନିହାତି ଜରୁରୀ। ସେମାନେ ଯେକୌଣସି ଯାନବାହନ କିମ୍ବା ଚାଲି ଚାଲି ଆସୁଥିଲେ ମଧ୍ୟ ତା’ ପୂର୍ବରୁ କିନ୍ତୁ ୱେବ୍‌ସାଇଟରେ ପଞ୍ଜିକରଣ କରିବାକୁ ବାଧ୍ୟତାମୂଳକ। ଏହାଛଡ଼ା ଓଡ଼ିଶା ସୀମା ଅତିକ୍ରମ କରିବା

ଆଉ ୨ ସପ୍ତାହ ବଢ଼ିଲା ଦେଶରେ ଲକ୍ ଡାଉନ୍

କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଲକ୍ ଡାଉନ୍ କୁ ଆଉ ୨ ସପ୍ତାହ ବୃଦ୍ଧି କରାଇଛନ୍ତି କେନ୍ଦ୍ର ସରକାର । ଏ ନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ମନ୍ତ୍ରଣାଳୟର ଘୋଷଣା ଅନୁଯାୟୀ, ଲକ୍ ଡାଉନ୍ ବୃଦ୍ଧି କରାଯାଇ

ସମସ୍ତ ରେକର୍ଡ ଭାଙ୍ଗିଲା ରାମାୟଣ

ଲକଡାଉନରେ ଲୋକଙ୍କୁ ଘରେ ବାନ୍ଧି ରଖିବା ଓ ପୁରୁଣା ସ୍ମୃତିକୁ ସାଉଣ୍ଟିବା ପାଇଁ ଡିଡି ନ୍ୟାସନାଲରେ ପ୍ରସାରଣ ହୋଇଥିଲା ରାମାନନ୍ଦ ସାଗରଙ୍କ ରାମାୟଣ । ଆଉ ଲୋକେ ମଧ୍ୟ ଖୁବ ଉତ୍ସାହର ସହ ଏହାକୁ ଦେଖିଥିଲେ । ଆଉ ଏହି ଧାରାବାହିକ