latest

Date: May 3, 2020

Total 31 Posts

ଆଶା ଆଶଙ୍କା ଭିତରେ ରଥଯାତ୍ରା !

ସାରା ଦେଶରେ ମହାମାରୀ କରୋନା ଭାଇରସ୍‌ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଲକ୍‌ ଡାଉନ୍‌ ଲାଗୁ କରାଯାଇଛି । ଲକ୍‌ ଡାଉନ୍‌ ଫଳରେ ପ୍ରଶାସନ ତରଫରୁ ଅନେକ କଟକଣାକୁ କଡ଼ାକଡ଼ି ଭାବରେ ପାଳନ କରାଯାଉଛି । ଏ ପରିସ୍ଥିତିରେ ରଥଯାତ୍ରା କ’ଣ

କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ହେବ ବି ଆର୍‌ ଚୋପ୍ରାଙ୍କ ପୌରାଣିକ ଧାରାବାହିକ ‘ମହାଭାରତ’

କରୋନା ପାଇଁ ସାରା ଦେଶରେ ଏବେ ଲକ୍‌ ଡାଉନ୍‌ ଜାରି ରହିଛି । ଏଥିନିମିତ୍ତ ସମସ୍ତ ଧାରାବାହିକ ତଥା ଚଳଚ୍ଚିତ୍ରଗୁଡ଼ିକର ଶୁଟିଂ ବନ୍ଦ ଥିବାରୁ ଟେଲିଭିଜନ୍‌ରେ ପୁରୁଣା ଧାରାବାହିକ ଗୁଡିକର ପୁନଃ ପ୍ରସାରଣ କରାଯାଉଛି । ଦେଶରେ ଲକ୍‌ ଡାଉନ୍‌ ପୂର୍ବରୁ

ପଶ୍ଚିମବଙ୍ଗ ସରକାରଙ୍କ ବେପରୁଆ ମନୋଭାବ ଓଡ଼ିଶାରେ କୋଭିଡ୍ ସଂଖ୍ୟା ବଢ଼ାଇଛି : ବୈଜୟନ୍ତ ପଣ୍ଡା

କରୋନା ମୁକାବିଲା ପାଇଁ ଓଡ଼ିଶା ସରକାର ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରି ସବୁ ମହଲରୁ ପ୍ରଶଂସା ସାଉଁଟୁଛନ୍ତି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉତ୍ତମ ସମନ୍ୱୟ ରକ୍ଷା କରି ମିଳିତ କାର୍ଯ୍ୟ କରୁଥିବାରୁ ଓଡ଼ିଶାରେ ମହାମାରୀ କରୋନା ଭାଇରସ୍‌ର

ଜୀବନ-ମରଣର ଲୋମଟାଙ୍କୁରା ଅନୁଭୂତିକୁ ପ୍ରକାଶ କଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌

କିଛିଦିନ ତଳେ କରୋଇ ଭାଇରସ୍‌ରେ ସଂକ୍ରମିତ ହୋଇଥିଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ । ଏନେଇ ହସ୍‌ପିଟାଲ୍‌ରେ ଭର୍ତ୍ତି ହେବା ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ତର ହେବାରୁ ଜନ୍‌ସନ୍‌ଙ୍କୁ ଇଣ୍ଟେନ୍‌ସିଭ୍ କେୟାର୍ ୟୁନିଟ୍‌ (ICU)କୁ ନିଆଯାଇଥିଲା । ଏହି ସମୟରେ ଡାକ୍ତରମାନଙ୍କର

ପୁଣି ସୁସ୍ଥ ହେଲେ ୪ କରୋନା ଆକ୍ରାନ୍ତ

 କରୋନା ଭାଇରସ ସଂକ୍ରମଣ  ନେଇ ରାଜ୍ୟବାସୀଙ୍କୁ ଖୁସୀ ଖବର ମିଳିଛି । ଆଜି ରାଜ୍ୟର ୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭଦ୍ରକ ଜିଲ୍ଲାରୁ ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାରୁ ମଧ୍ୟ

ରାଜ୍ୟ ବିଜେପିର ମାସିକ ପତ୍ରିକା “ବିଜେପି ବାର୍ତା”ର ଡିଜିଟାଲ ସଂସ୍କରଣ ଶୁଭାରମ୍ଭ

ରାଜ୍ୟ ବିଜେପିର ମାସିକ ପତ୍ରିକା “ବିଜେପି ବାର୍ତା”ର ଡିଜିଟାଲ୍‌ ସଂସ୍କରଣ ଆରମ୍ଭ କରାଯାଇଛି । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ନୂତନ ଭାବେ ଆରମ୍ଭ ହୋଇଥିବା ଏହି ଡିଜିଟାଲ୍ ସଂସ୍କରଣକୁ ଆଜି ଉଦ୍‌ଘାଟନ କରିବା ସହ ଲୋକାର୍ପଣ କରିଛନ୍ତି ।

ରେଡ୍ ଜୋନ୍ ରେ ଭୁବନେଶ୍ୱର

ବିଭିନ୍ନ ଜିଲ୍ଲାକୁ ଜୋନ ହିସାବରେ ବିଭକ୍ତ କଲେ ରାଜ୍ୟ ସରକାର । ନୂଆ ଗାଇଡଲାଇନରେ ୧୬ ଜିଲ୍ଲାକୁ ୩ଟି ଜୋନରେ ଭାଗ ଭାଗ କଲେ ସରକାର । ନୂଆ ଗାଇଡଲାଇନରେ ଭୁବନେଶ୍ୱର ରେଡ ଜୋନରେ । ଭୁବନେଶ୍ୱର ମହାନଗର ନିଗମକୁ ରେଡ୍

ହାଇକୋର୍ଟ ପକ୍ଷରୁ ନିୟମାବଳୀ ଜାରି…..

କେନ୍ଦ୍ର ସରକାର ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ଘୋଷଣା କରିବା ପରେ କଟକଣାରେ କେତେକ ପରିବର୍ତ୍ତନ କରିଥିବାରୁ ଏହାକୁ ଭିତ୍ତିକ ରି ଓଡ଼ିଶା ହାଇକୋର୍ଟ କୋର୍ଟ ପରିଚାଳନା ନେଇ ସମୟ ନିର୍ଘଣ୍ଟ କରିଛନ୍ତି । ଏଥିରେ ସମତେ ବିଭିନ୍ନ ଜୋନ୍‌ରେ ଥିବା ତଳକୋର୍ଟ

ଆସନ୍ତାକାଲି ଠାରୁ ଲକ୍ ଡାଉନ୍ ୩.୦: ରାଜ୍ୟ ପାଇଁ କ’ଣ ରହିଛି ଗାଇଡ ଲାଇନ୍ ଜାଣନ୍ତୁ…..

ଆସନ୍ତାକାଲି ଠାରୁ ଲକ୍ ଡାଉନ୍ ୩.୦। ଲକ୍ ଡାଉନ୍ କଟକଣା ନେଇ କେନ୍ଦ୍ରର ଆଧାରରେ ରାଜ୍ୟ ସରକାରଙ୍କ ଗାଇଡ୍ ଲାଇନ୍। ରେଡ୍ ଜୋନ୍‌ରେ ମଲ୍, ମାର୍କେଟ କଂପଲେକ୍ସ ଓ ସହରାଞ୍ଚଳରେ ବଜାର ବନ୍ଦ ରହିବ। ସାଇକେଲ୍ ରିକ୍ସା ଓ ଅଟୋ ରିକ୍ସା

ଯାଜପୁରରରେ କଦଳୀ ବୋଝେଇ ଟ୍ରକ ସହ ଆଉ ଏକ ଟ୍ରକ୍ ଧକ୍କା : ୨ ମୃତ

ଯାଜପୁର ଜିଲାର କୁଆଖିଆ ଫ୍ଲାଏଓଭର ଉପରେ ଏକ କଦଳୀ ବୋଝେଇ ଗାଡ଼ି ସହ ଅନ୍ୟ ଏକ ଟ୍ରକର ଧକ୍କା ଲାଗି ୨ ଜଣ ପ୍ରାଣ ହରାଇଛନ୍ତି । ଜଣେ ମୃତକଙ୍କୁ ଚିହ୍ନଟ କରାଯାଇଛି ଓ ସେ ଦୁର୍ଘଟଣାଗ୍ରସ୍ତ ଗୋଟିଏ ଗାଡ଼ିର ହେଲପର

‘ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌’ ପାଇଁ ଭାରତୀୟ ରେଳବାଇ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି; ଜାଣନ୍ତୁ କ’ଣ….

ଭାରତୀୟ ରେଳବାଇ ରବିବାର ଦିନ ଲକଡାଉନ କାଳରେ ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ର ତଥା ଅନ୍ୟାନ୍ୟ ବ୍ୟକ୍ତିଙ୍କ ପରିବହନ ପାଇଁ ନିୟୋଜିତ ‘ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍’ର କାର୍ଯ୍ୟ ସମ୍ପର୍କରେ ନିର୍ଦ୍ଦେଶାବଳୀ ଜାରି କରିଛି। ରାଜ୍ୟ