latest

Date: May 4, 2020

Total 31 Posts

ଦିବଂଗତ ଅଭିନେତା ଋଷି କପୁରଙ୍କ ଅସ୍ଥି ବିସର୍ଜନ କଲେ ସୁପୁତ୍ର ରଣବୀର କପୁର

ଅପ୍ରେଲ୍ ୩୦ତାରିଖରେ ଭାରତୀୟ ହିନ୍ଦୀ ଚଳଚ୍ଚିତ୍ର ଜଗତର ଅନ୍ୟତମ ଚର୍ଚ୍ଚିତ ନାମ ଋଷି କପୁରଙ୍କ ପରଲୋକ ଘଟିଥିଲା । ଇତିମଧ୍ୟରେ ୩ଦିନ ବିତିସାରିଲାଣି । ରବିବାର ସନ୍ଧ୍ୟାରେ ମୁମ୍ୱାଇସ୍ଥିତ ପ୍ରସିଦ୍ଧ ବାଣଗଙ୍ଗା ଟ୍ୟାଙ୍କରେ ରଣବୀର କପୁର ନିଜର ଆତ୍ମୀୟ ସ୍ୱଜନମାନଙ୍କର ଉପସ୍ଥିତିରେ

ଅଘଟଣ : ସ୍ଥିତି ସମୀକ୍ଷା ପାଇଁ ପଶ୍ଚିମବଙ୍ଗ ଗସ୍ତରେ ଆସିଥିବା କେନ୍ଦ୍ରୀୟ ଟିମ୍‌ର ବିଏସଏଫ ଡ୍ରାଇଭର ହେଲେ କରୋନା ସଂକ୍ରମିତ, ଅନ୍ୟ ଯବାନ୍‌ମାନଙ୍କୁ ରଖାଗଲା କ୍ୱାରେଣ୍ଟାଇନ୍‌ରେ

କରୋନା ଭାଇରସ୍‌ ପାଇଁ ପଶ୍ଚିମବଙ୍ଗର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ସ୍ଥିତି ଉଦ୍‌ବେଗଜନକ ରହିଥିବାରୁ କେନ୍ଦ୍ର ସରକାର ଏହାର ସମୀକ୍ଷା ପାଇଁ ଏକ କେନ୍ଦ୍ରୀୟ ଟିମ୍‌କୁ ଦିଲ୍ଲୀରୁ ପଶ୍ଚିମବଙ୍ଗ ପଠାଇଥିଲେ । ତେବେ ଅତି ଦୁର୍ଭାଗ୍ୟଜନକ ଭାବରେ କୋଲକାତାରେ

ଦୁଇ ମିଲିୟନ୍‌ ପାଉଣ୍ଡ୍‌ରେ ବିକ୍ରି ହେବ ଚନ୍ଦ୍ରର କ୍ଷୁଦ୍ର ଅଂଶ !

ପାଠକବନ୍ଧୁ ! ବିଶ୍ୱାସ ନହେଲେ ଘଟଣାଟି ସଂପୂର୍ଣ୍ଣ ସତ । ପାଖାପାଖି ଦୁଇ ମିଲିୟନ ପାଉଣ୍ଡ୍‌ରେ ବିକ୍ରି କରାଯିବ ଚନ୍ଦ୍ରର ଏକ କ୍ଷୁଦ୍ର ଅଂଶକୁ । ଏଥିନିମିତ୍ତ ବ୍ରିଟେନ୍‌ର ଲଣ୍ଡନ ସହରରେ ଥିବା ଏକ ନିଲାମ ଗୃହରେ ଚନ୍ଦ୍ରର ଏହି ଅଂଶକୁ

ବ୍ୟାପକ ମଦ ଜବତ, ୨୦ ଗିରଫ

ସବୁଆଡେ ଏବେ ଚାଲିଛି ଲକ୍‌ ଡାଉନ। ଏପରି ସ୍ଥିତିରେ ରାଉରକେଲା ଅବକାରୀ ବିଭାଗ ଓ ସମ୍ବଲପୁର ଗୁଇନ୍ଦା ଅବକାରୀ ବିଭାଗ ମିଳିତ ଭାବେ ବାଗୁଡି ଓ ସେର ବସ୍ତି ଅଞ୍ଚଳରେ ଚଢ଼ଉ କରି ବ୍ୟାପକ ଦେଶୀ ଏବଂ ବିଦେଶୀ ମଦ ଜବତ

ଓଡ଼ିଶା ଫେରିବାକୁ ଚାହୁଁଥିବା ପ୍ରବାସୀ ଓଡ଼ିଆଙ୍କୁ ୩ଟି କାର୍ଯ୍ୟ କରିବାକୁ ପଡିବ

ଗତ ୨୪ ଘଣ୍ଟାରେ ଓଡିଶାକୁ ଫେରିଛନ୍ତି ୮ ହଜାର ୮୩୦ ଜଣ ପ୍ରବାସୀ ଓଡ଼ିଆ । ୬ ହଜାର ୩୮୨ ଜଣ ବସ ରେ ଫେରିଥିବାବେଳେ ଅନ୍ୟାନ୍ୟ ଗାଡିରେ ୩୯ ଜଣ ଫେରିଛନ୍ତି । ସେହିପରି ଟ୍ରେନରେ ୨ ହଜାର ୪୦୯

୩ ସିଆରପିଏଫ୍ ଯବାନ୍ ସହିଦ୍

ଜମ୍ମୁ ଓ କଶ୍ମୀରର ହନ୍ଦଓ୍ୱାଡ଼ାରେ ଆଜି ପୁଣି ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି । କଶ୍ମୀର ଘାଟିର କୁପଓ୍ୱାଡ଼ା ଜିଲ୍ଲା ହନ୍ଦଓ୍ୱାଡ଼ାରେ ଆତଙ୍କବାଦୀଙ୍କ ଆକ୍ରମଣରେ ତିନିଜଣ ସିଆରପିଏଫ ଯବାନ ସହିଦ ହୋଇଛନ୍ତି । ଏହି ଘଟଣାରେ ଆଉ ୭ ଯବାନ ଆହତ

ଜରୁରୀ ସ୍ୱାସ୍ଥ୍ୟ ସମସ୍ୟା ନ ଥିଲେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଘରୁ ବାହାରନ୍ତୁ ନାହିଁ

ଏଣିକି ରାଜଧାନୀ ଭୁବନେଶ୍ୱର-କଟକରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଘରୁ ବାହାରିବା ମନା । ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏ ବାବଦରେ ସୂଚନା ଦେଇଛନ୍ତି । ଅତି ଜରୁରୀ କାମ ନଥିଲେ ଘରୁ ନ ବାହାରିବାକୁ କମିଶନର ଅନୁରୋଧ କରିଛନ୍ତି

୬ ନୂଆ କରୋନା ଆକ୍ରାନ୍ତ କୋଲକତା ଫେରନ୍ତା

ପୁଣି ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛନ୍ତି କୋଲକାତା ଫେରନ୍ତା । ପୂର୍ବରୁ କୋଲକାତାରୁ ଫେରିଥିବା ଅନେକ ପ୍ରବାସୀ ଓଡ଼ିଆ କରୋନା ଆକ୍ରାନ୍ତ ହେବା ପରେ ରାଜ୍ୟରେ ଚାହୁଁ ଚାହୁଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଯାଇଥିଲା । ରାଜ୍ୟରେ ଅଧାରୁ ଅଧିକ ଆକ୍ରାନ୍ତ

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ: ଗ୍ରୀନ୍ ଜୋନରେ ଗଡିବ ବସ୍

କରୋନା ଭାଇରସ୍‌ର ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ଆଜିଠାରୁ ମେ ୧୭ ପର୍ଯ୍ୟନ୍ତ ଲାଗୁ ହୋଇଥିବା ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଅବଧି ମଧ୍ୟରେ ଗ୍ରୀନ୍‌ ଜୋନ୍‌ ଅଧୀନରେ ଆସୁଥିବା ଜିଲ୍ଲା ଗୁଡ଼ିକରେ ଯାତ୍ରୀବାହୀ ବସ୍‌ ଚଳାଚଳ କରିପାରିବ। ଏଥିନେଇ ସରକାର ପୂର୍ବରୁ ଜାରି

ରଥ ନିର୍ମାଣ ହେବା ନେଇ ଏଭଳି କହିଲେ ଗଜପତି ମହାରାଜ

ଲକ୍‌ଡାଉନ୍‌ ପାଇଁ ଅଟକି ରହିଥିବା ରଥ ନିର୍ମାଣ କାର୍ଯ୍ୟକୁ ନେଇ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ହୋଇଛି। ରଥ ନିର୍ମାଣ କରିବାକୁ ପରିଚାଳନା କମିଟି ବୈଠକରେ ସୁପାରିଶ କରାଯାଇଛି। କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି ଯେ, ରଥ ନିର୍ମାଣ

ରାଜ୍ୟରୁ ଆଉ ୬ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରୁ ଆଉ ୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ୪ଜଣ ଯାଜପୁରର ହୋଇଥିବାବେଳେ ୨ଜଣ ଭଦ୍ରକରୁ ବୋଲି ଜଣାପଡିଛି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୯ରେ ପହଂଚିଛି ।