latest

Date: May 10, 2020

Total 31 Posts

ମୌସୁମୀ ଅଧିବେଶନ ସ୍ଥଗିତ ହେବାର ଯୋଜନା ନାହିଁ: ଲୋକସଭା ବାଚସ୍ପତି

କରୋନା ସଂକ୍ରମଣ ମହାମାରୀ ଯୋଗୁଁ ମୌସୁମୀ ଅଧିବେଶନ ସ୍ଥଗିତ ହେବାର କୌଣସି ଯୋଜନା ନାହିଁ ବୋଲି ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି । ମୌସୁମୀ ଅଧିବେଶନ ଜୁନ୍ ଶେଷ ସପ୍ତାହରେ କିମ୍ବା ଜୁଲାଇର ପ୍ରଥମ ସପ୍ତାହରେ ଆରମ୍ଭ ହୋଇଥାଏ |

ରାଉରକେଲାରେ କାଳବୈଶାଖୀ

ଆଜି ଅପରାହ୍ନରେ ରାଉରକେଲା ସମେତ ଏହାର ଆଖପାଖ ପ୍ରବଳ ପବନ, ଘଡଘଡି ସହ ବର୍ଷା ହୋଇଥିଲା l ବୀରମିତ୍ରପୁରରୁ ଝାଡ଼ଖଣ୍ଡକୁ ସଂଯୋଗ କରୁଥିବା ୧୪୩ ନମ୍ବର ଜାତୀୟ ରାଜପଥ ଉପରେ ବିଶାଳ ଗଛ ଉପୁଡ଼ି ପଡିବାରୁ ରାସ୍ତା ସମ୍ପୂର୍ଣ ଜାମ୍ ହୋଇଯାଇଥିଲା

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଅସୁସ୍ଥ, AIIMSରେ ଭର୍ତ୍ତି

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଅସୁସ୍ଥତା ପାଇଁ ଦିଲ୍ଲୀ AIIMSରେ ଭର୍ତ୍ତି ହୋଇଛନ୍ତି । ସେ ବର୍ତ୍ତମାନ୍‌ କାର୍ଡିଓ ଥୋରାସିକ୍‌ ବିଭାଗରେ ଚିକିତ୍ସିତ ହେଉଛନ୍ତି । ରିପୋର୍ଟ ଅନୁସାରେ, ୮୭ ବର୍ଷ ବୟସ୍କ ଭାରତର ଏହି ପୂର୍ବତନ ପ୍ରଧାନମନ୍ତ୍ରୀ

ସୀମାରେ ମୁହାଁମୁହିଁ ହେଲେ ଭାରତ ଓ ଚୀନ୍‌ ଯବାନ୍‌

ଦୀର୍ଘଦିନ ଅତିବାହିତ ହେବାପରେ ପୁଣି ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଚୀନ୍‌ ସେନା । ଏଭଳି ବିଷମୟ ସ୍ଥିତି ଉପୁଜିଛି ଉତ୍ତର ସିକ୍କିମ୍‌ର ସୀମାନ୍ତ ଅଞ୍ଚଳ ନାକୁଲାରେ । ସେନା ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁସାରେ, ଭାରତୀୟ ସେନାର କିଛି ଯବାନ୍‌

ଏଣିକି ୧୦ ଦିନରେ ଡିସ୍‌ଚାର୍ଜ ହେବେ କରୋନା ସଂକ୍ରମିତ !

ମହାମାରୀ କରୋନା ତା’ର କାୟା ବିସ୍ତାର କରିଚାଲିଛି । ପ୍ରତ୍ୟହ ଦେଶର ହଜାର ହଜାର ନିରୀହ ଲୋକ ଏହି ମାରାତ୍ମକ ଭାଇରସ୍‌ରେ ସଂକ୍ରମିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ରୋଗୀଙ୍କ ଡିସ୍‌ଚାର୍ଜ ନୀତିକୁ ସଂଶୋଧିତ କରାଯାଇଛି

କରୋନା ପଜିଟିଭ୍‌ ଚିହ୍ନଟ ହେଲେ ଏୟାର୍ ଇଣ୍ଡିଆର ପାଞ୍ଚଜଣ ପାଇଲଟ୍

ଦେଶରେ ଲକ୍‌ ଡାଉନ୍ ଜାରି ରହିଥିଲେ ମଧ୍ୟ ବାଧ୍ୟତାମୂଳକ ଭାବରେ ଏୟାର ଇଣ୍ଡିଆ ତା’ର ପଣ୍ୟବାହୀ ବିମାନଗୁଡ଼ିକୁ ଦେଶ ବାହାରର ବିଭିନ୍ନ ଗନ୍ତବ୍ୟସ୍ଥଳକୁ ପଠାଉଛି । ଖାସ୍‌ କରି ଡାକ୍ତରୀ ଉପକରଣ ସବୁକୁ ପରିବହନ କରାଯିବା ପାଇଁ ଏହି ପଣ୍ୟବାହୀ ବିମାନଗୁଡ଼ିକୁ

ରେଳ ବିଭାଗର ସୂଚନା: ମେ’ ୧୨ରୁ ଚାଲିବ ଟ୍ରେନ

ମେ’ ୧୨ରୁ ଟ୍ରେନ୍ ଚାଲିବା ନେଇ ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏ ନେଇ ଆସନ୍ତାକାଲି ଅପରାହ୍ନ ୪ଟାରୁ ଟିକେଟ ବୁକିଂ ଆରମ୍ଭ ହେବ । ଆଇଆରସିଟିସି ୱେବସାଇଟରେ ବୁକିଂ ହେବା ନେଇ ସୂଚନା ମିଳିଛି । ୧୨ରୁ ଟ୍ରେନଗୁଡ଼ିକ

ପ୍ରବାସୀ ଓଡ଼ିଆଙ୍କ ପାଇଁ ବିଏମ୍‌ସି ପକ୍ଷରୁ ୩ଟି ସ୍କ୍ରିନିଂ ସେଣ୍ଟର ସ୍ଥାପନ

ରାଜଧାନୀ ଭୁବନେଶ୍ୱର ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ୩ଟି ସ୍କ୍ରିନିଂ ସେଣ୍ଟର କରାଯାଇଛି । ପ୍ରବାସୀଙ୍କୁ ରାଜଧାନୀରେ ୩ଟି ସ୍ଥାନରେ ସ୍ବାଗତ ସହ ସ୍କ୍ରିନିଂ କରାଯିବ ବୋଲି ସୂଚନା ଦେଇଛି ବିଏମସି । କଟକ ପଟୁ ଆସିଲେ

କରୋନା ମାନଚିତ୍ରରେ ବୌଦ୍ଧ ସାମିଲ; ଆକ୍ରାନ୍ତଙ୍କ ସଂଖ୍ୟା ୩୭୭ରେ ପହଁଚିଲା

ରାଜ୍ୟରେ ଆଜି ଆଉ ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏହି ୧୫ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୭ରେ ପହଂଚିଛି | ତେବେ ପ୍ରଥମ ଥର କରୋନା ମାନଚିତ୍ରରେ ବୌଦ୍ଧ ସାମିଲ ହୋଇଛି |

ଏୟାର ଇଣ୍ଡିଆର ୫ ପାଇଲଟ କରୋନା ପଜିଟିଭ୍ ଚିହ୍ନଟ

ଏୟାର ଇଣ୍ଡିଆର ୫ ପାଇଲଟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଏହି ୫ ଜଣ ଏୟାର ଇଣ୍ଡିଆ ପାଇଲଟ ଲକ୍‌ଡାଉନ୍ ଆରମ୍ଭ ସମୟରେ ଭାରତ ପକ୍ଷରୁ ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳକୁ ବିଭିନ୍ନ ସାମଗ୍ରୀ ନେଇ ଯାଉଛନ୍ତି

ଭଦ୍ରକର ୬ଜଣ କରୋନାଙ୍କ ମଧ୍ୟରୁ ବାସୁଦେବପୁର ପୌରାଞ୍ଚଳର ୫ଜଣ

ଆଜି ଭଦ୍ରକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୬ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ବାସୁଦେବପୁର ପୌରାଞ୍ଚଳର ପରିସର ମଧ୍ୟରୁ ୫ ଜଣ ବୋଲି ଜଣାପଡ଼ିଛି । ପୌରାଞ୍ଚଳର ୱାର୍ଡ ନଂ ୧୧ରୁ ଜଣେ ଓ ୱାର୍ଡ ନଂ ୧୯ରୁ ୪ ଜଣ