latest

Date: May 11, 2020

Total 34 Posts

ରେଣୁକା ଗଳିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ପୁରୀ ଜିଲ୍ଲା ପ୍ରଶାସନ, ଚାଲିଛି ସାନିଟାଇଜେସନ୍‌

ପୁରୀ ସହରକୁ ପୁଣି ଫେରିଛି କରୋନା । ସମୁଦ୍ରକୂଳ ନିକଟରେ ଥିବା ରେଣୁକା ଗଳିରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ତତ୍ପର ହୋଇଉଠିଛି । ଆକ୍ରାନ୍ତଙ୍କ ବାସସ୍ଥାନ ଥିବା ରେଣୁକା ଗଳି ଏବଂ ଏହାର ପାର୍ଶ୍ୱବର୍ତ୍ତୀ

ଖୋଲିବ ବଦ୍ରିନାଥ ମନ୍ଦିର : ଶ୍ରଦ୍ଧାଳୁମାନଙ୍କୁ ମିଳିବ ନାହିଁ ପ୍ରବେଶ ଅନୁମତି

ଉତ୍ତରାଖଣ୍ଡ ରାଜ୍ୟରେ ଥିବା ବଦ୍ରିନାଥ ମନ୍ଦିର ମେ’ ୧୫ତାରିଖରେ ଖୋଲାଯିବ । ଏଠାରେ ପ୍ରକାଶଯୋଗ୍ୟ ଯେ, ଏ ସଂକ୍ରାନ୍ତରେ ଏକମାସ ତଳେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ଘୋଷଣା କରିସାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ୧୫ତାରିଖ ଭୋର୍‌ ୪ଟା ୩୦ମିନିଟ୍‌ରେ

କେନ୍ଦ୍ରୀୟ କର୍ମଚାରୀମାନେ ପୂର୍ଣ୍ଣ ବେତନ ପାଇବେ : ଅର୍ଥ ମନ୍ତ୍ରାଳୟ

ଭାରତରେ କରୋନା ସ୍ଥିତି ସାଙ୍ଘାତିକ ରୂପ ନେବାରେ ଲାଗିଛି । ଏହି ମହାମାରୀ ଭାଇରସ୍‌ର ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ପାଖାପାଖି ୭୦ହଜାର ଲୋକ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇସାରିଥିବା ବେଳେ ୨୨୦୦ରୁ ଅଧିକ

ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ୫ଟି ପ୍ରସ୍ତାବ ଦେଲେ ନବୀନ

ଲକ୍ଡ଼ାଉନ ତୃତୀୟ ପର୍ଯ୍ୟାୟ ଶେଷ ହେବାକୁ ଆଉ କେଇଦିନ ବାକିଥିବାବେଳେ ଦେଶର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶରେ ତୃତୀୟ ପର୍ଯ୍ୟାୟ ପରେ ୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନ କାର୍ଯ୍ୟକାରୀ ହେବ କି ନାହିଁ ସେ ସମ୍ପର୍କରେ

କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିବା ଲୋକଙ୍କ ଉପରେ ନଜର ରଖିବେ ସରପଞ୍ଚ

କରୋନା ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି କରୋନା ନେଇ ତାଜା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ପ୍ରବାସୀ ଫେରନ୍ତାଙ୍କୁ ନେଇ ଏକ ତର୍ଜମା ହୋଇଥିଲା। ଗତ ୨୪୧ଟି ପଜିଟିଭରୁ

ଇସ୍‌ଲାମ୍‌ରୁ ହିନ୍ଦୁ ଧର୍ମକୁ ଫେରିଲେ ବିଠ୍‌ମଣ୍ଡା ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ପରିବାର

ଔରଙ୍ଗଜେବ୍‌ଙ୍କ କୋପଦୃଷ୍ଟିରୁ ବର୍ତ୍ତିବା ତଥା ଜୀବନ ରକ୍ଷା ନିମନ୍ତେ ପୂର୍ବ ପିଢ଼ୀ ଆପଣେଇଥିଲେ ଇସ୍‌ଲାମ୍‌କୁ । ଏହି ଘଟଣାକୁ ୩୫୦ବର୍ଷ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନର ପିଢ଼ୀ ପୁନଃ ହିନ୍ଦୁ ଧର୍ମ ଗ୍ରହଣ କରି ହିନ୍ଦୁ ରୀତି ନୀତି ଅନୁସରଣ କରିବାକୁ ଶ୍ରେୟ

ପ୍ରବାସୀ ଶ୍ରମିକମାନଙ୍କୁ କାମଧନ୍ଦା ଯୋଗାଇବେ ଉତ୍ତର ପ୍ରଦେଶ ସରକାର !

ଦେଶରେ ଜାରି ରହିଥିବା ଲକ୍‌ ଡାଉନ୍‌ ନିମନ୍ତେ ସମସ୍ତ ପ୍ରବାସୀ ଶ୍ରମିକମାନେ ଏବେ ଘରବାହୁଡ଼ା ହୋଇଛନ୍ତି । ନିଜ ଭିଟାମାଟିକୁ ଏହି ଶ୍ରମିକମାନେ ଫେରିଲା ପରେ ସେମାନେ କିଭଳି ନିଜ ପରିବାରର ପ୍ରତିପୋଷଣ କରିବାକୁ ସମର୍ଥ ହୋଇପାରିବେ ସେନେଇ ଉତ୍ତର ପ୍ରଦେଶର

ପୁଣି ୨୦ କରୋନା ପଜିଟିଭ୍ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୪୧୪

ରାଜ୍ୟରେ ପୁଣି ୨୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୪ ହୋଇଛି । ତେବେ ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୭ଜଣ ଗଞ୍ଜାମରୁ ହୋଇଥିବାବେଳେ ୨ଜଣ ସୁନ୍ଦରଗଡ ଓ ଜଣେ ବୌଦ୍ଧରୁ ବୋଲି ଜଣାପଡିଛି । ସ୍ୱାସ୍ଥ୍ୟ

ଘାଜି ହାଇଦର କଶ୍ମୀର ଘାଟିରେ ହିଜବୁଲ ମୁଜାହିଦ୍ଦିନର ନୂଆ କମାଣ୍ଡର ନିଯୁକ୍ତ

କୁଖ୍ୟାତ ଆତଙ୍କବାଦୀ ସଇଫୁଲ୍ଲା ମୀର ଓରଫ ଘାଜି ହାଇଦର କଶ୍ମୀର ଘାଟିରେ ହିଜବୁଲ ମୁଜାହିଦ୍ଦିନର ନୂଆ କମାଣ୍ଡର ନିଯୁକ୍ତ ହୋଇଛି । ଏହା ସହିତ ଜଫରୁଲ ଇସଲାମକୁ ଘାଟିରେ ସଂଗଠନର ଡେପୁଟି କମାଣ୍ଡର ନିଯୁକ୍ତ କରାଯାଇଛି । ଗତ ୬ ତାରିଖରେ

ଆଉ ୩ କରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯୪କୁ ବୃଦ୍ଧି

ରାଜ୍ୟରେ ଆଉ ତିନି ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ୩ ଜଣ କଟକ ଜିଲ୍ଲା, ମୟୁରଭଞ୍ଜ ଓ ଯାଜପୁର ଜିଲ୍ଲାର ବୋଲି ସୂଚନା ମିଳିଛି । ଫଳରେ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୪କୁ ବୃଦ୍ଧି

ଟ୍ରେନ ଯାତ୍ରୀଙ୍କ ପାଇଁ ଗାଇଡଲାଇନ ଜାରି

ବର୍ତ୍ତମାନ ସାରା ଦେଶରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଲକ ଡାଉନ । ଯାହା ଆସନ୍ତା ୧୭ ମେ’ ରେ ଶେଷ ହେବାକୁ ଯାଉଛି । ହେଲେ ଲକ ଡାଉନ ସରିବା ପୂର୍ବରୁ ରାଜଧାନୀ ଦିଲ୍ଲୀରୁ ଦେଶର ପ୍ରମୁଖ ୧୫ଟି ସହରକୁ