latest

Date: May 13, 2020

Total 39 Posts

ସମ୍ୱଲପୁରର ଦୁର୍ଗମ ଅଞ୍ଚଳରେ ଜଳକଷ୍ଟ ଦୂର କରୁଛି ସୋଲାର ପାନୀୟ ଜଳ ପ୍ରକଳ୍ପ

ସବୁ ଦୁର୍ଗମ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ନିମନ୍ତେ ପାଇପ୍‌ ବିଛାଇବା ସମ୍ଭବ ନୁହେଁ । ବିଶେଷକରି ଘଞ୍ଚ ଜଙ୍ଗଲ ତଥା ପାହାଡ଼ିଆ ଅଞ୍ଚଳରେ ପାଇପ୍‌ ବିଛାଇବାରେ ଅଧିକ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ସଂପୃକ୍ତ ଅଞ୍ଚଳର ଅଧିବାସୀମାନେ ଜଳକଷ୍ଟ

କଟକଣା ଭିତରେ ରଥଯାତ୍ରା ଅନୁଷ୍ଠିତ ହେଉ: ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ

କେନ୍ଦ୍ର ସରକାରଙ୍କ ସ୍ୱୀକୃତି ଏବଂ ଓଡ଼ିଶା ସରକାରଙ୍କ ତତ୍ପରତା ପ୍ରକାଶ ପରେ ରଥଖଳାରେ ଦ୍ରୁତଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ତେବେ ରଥନିର୍ମାଣ କାର୍ଯ୍ୟ ଆରମ୍ଭରେ ଅହେତୁକ ବିଳମ୍ବ ଘଟିଥିବାରୁ ଏହା ଯଥା ସମୟରେ ସରିବ କି ନାହିଁ

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ପାଇଁ ଘୋଷଣା ହେଲା ନୂଆ ତାରିଖ

କରୋନା ଭାଇରସ୍‌ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଦେଶରେ ଲକ୍‌ ଡାଉନ୍‌ ଜାରି ରହିଛି । ବର୍ତ୍ତମାନ ସୃଷ୍ଟି ହୋଇଥିବା ସ୍ଥିତିକୁ ଟିକିନିଖି ବିଶ୍ଳେଷଣ କରିବା ପରେ ବ୍ୟୁରୋ ଅଫ୍‌ ଫିଫା କାଉନ୍‌ସିଲ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପର

ୟୁଏଇରୁ ସ୍ୱଦେଶକୁ ଫେରିବାକୁ ଚାହୁଁଥିବା ଅସମର୍ଥ ପ୍ରବାସୀ ଭାରତୀୟଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ ମସାଲା କିଙ୍ଗ୍ ଧନଞ୍ଜୟ ଦାତାର୍

କରୋନା ଭାଇରସ୍‌ କାରଣରୁ ସୃଷ୍ଟି ହୋଇଥିବା ଅଭାବନୀୟ ସ୍ଥିତି ପାଇଁ ୟୁଏଇରେ ଫସି ରହିଛନ୍ତି ହଜାର ହଜାର ପ୍ରବାସୀ ଭାରତୀୟ । ସେମାନେ ସ୍ୱଦେଶ ଫେରିବାକୁ ରାହା ଦେଖୁଥିବା ବେଳେ ଏଥିରେ ପ୍ରତିବନ୍ଧକ ସାଜିଛି ଅର୍ଥ । ଅର୍ଥ ଅଭାବରୁ ଏହି

ବରିଷ୍ଠ ଆଇଏଏସ୍ ସ୍ତରରେ ବଦଳି: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ନିକୁଞ୍ଜ ବିହାରୀ ଧଳ ହେଲେ ଶକ୍ତି ବିଭାଗକୁ ବଦଳି

ବରିଷ୍ଠ ଆଇଏଏସ ସ୍ତରରେ ଆଜି ଛୋଟ ଧରଣର ବଦଳି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଥିବା ନିକୁଞ୍ଜ ବିହାରୀ ଧଳଙ୍କୁ ଶକ୍ତି ବିଭାଗକୁ ବଦଳି କରାଯାଇଛି । ୧୯୯୩ ବ୍ୟାଚର ଏହି ଆଇଏଏସ ଅଫିସର ରାଜ୍ୟ ସରକାରଙ୍କ ଶକ୍ତି

ଭାରତ ଆତ୍ମନିର୍ଭରଶୀଳ ହେବା ଦିଗରେ ବଡ ପଦକ୍ଷେପ: ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା ଏବଂ ଆଜି ଦେଶବାସୀଙ୍କୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହାର ବିସ୍ତୁତ ବିବରଣୀ ପ୍ରଦାନ କରିବାକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତ ଆତ୍ମନିର୍ଭରଶୀଳ

ଗଞ୍ଜାମରେ ନୋ ମାସ୍କ-ନୋ ଗୁଡସ୍‌ ନିୟମ ଲାଗୁ

ଗଞ୍ଜାମରେ ନୋ ମାସ୍କ-ନୋ ଗୁଡସ୍‌ ନିୟମ ଲାଗୁ ହୋଇଛି। ମାସ୍କ ନପିନ୍ଧିଲେ ଦୋକାନରୁ ମିଳିବନି କୌଣସି ସାମଗ୍ରୀ। ଏନେଇ ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦେଇଛି। ଏହାକୁ ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ରାଜ୍ୟ ସରକାର ଚେତାବନୀ: ଗୁରୁତର ରୋଗୀମାନଙ୍କୁ ଚିକିିତ୍ସା ନ କରି ଫେରାଇ ଦେଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ

କରୋନା ସଂକ୍ରମଣ ଆଶଙ୍କାରେ ଏବେ ହସ୍ପିଟାଲମାନେ ଗୁରୁତର ରୋଗୀମାନଙ୍କୁ ଚିକିତ୍ସା ନକରି ଫେରାଇ ଦେଉଥିବାରୁ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର ଚେତାବନୀ ଦେଇଛନ୍ତି। ଏପରିକି ସମ୍ପୃକ୍ତ ହସ୍ପିଟାଲର ପଞ୍ଜୀକରଣ ମଧ୍ୟ ବାତିଲ କରାଯାଇପାରେ ବୋଲି

ରେଳ ଓ ବିମାନ ଯାତ୍ରୀଙ୍କ ପାଇଁ ଗାଇଡଲାଇନ୍ ଜାରି; ଜାଣନ୍ତୁ କ’ଣ ରହିଛି….

ପ୍ରବାସୀଙ୍କୁ ଆଣିବା ପାଇଁ ଆମେରିକା, ଦୁବାଇ ଓ ମାଲେସିଆରୁ ଭୁବନେଶ୍ୱର ବିମାନ ଆସିବ। ଠିକ୍‌ ସେହିପରି ଭୁବନେଶ୍ୱରରୁ ଦିଲ୍ଲୀ ଦୈନିକ ଯାତ୍ରୀବାହୀ ଟ୍ରେନ ଯା’ଆସ କରୁଛି। ସ୍ୱତନ୍ତ୍ର ବିମାନ ଓ ରେଳ ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ କରିଛନ୍ତି। ଆସିବାକୁ

ଟିକସଦାତାଙ୍କ ପାଇଁ ଘୋଷଣା: ବଢ଼ିଲା ଆୟକର ରିଟର୍ଣ୍ଣ ଦାଖଲ ସମୟସୀମା

କରୋନା ଲକଡାଉନ ମଧ୍ୟରେ ଟିକସଦାତାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କେନ୍ଦ୍ର ସରକାର ଏବେ ଆୟକର ରିଟର୍ଣ୍ଣ ଦାଖଲ ସମୟସୀମାକୁ ବୃଦ୍ଧି କରିଛନ୍ତି। ଘୋଷଣା ଅନୁଯାୟୀ, ଆୟକର ରିଟର୍ଣ୍ଣ ଦାଖଲ ସମୟସୀମାକୁ ୩୧ ଜୁଲାଇ ଓ ଅକ୍ଟୋବର

ବିନା ଗ୍ୟାରେଣ୍ଟିରେ ଏମଏସଏମଇକୁ ୩ ଲକ୍ଷ କୋଟି

ଗତକାଲି ଦେଶକୁ ପଂଚମ ଥର ପାଇଁ ସମ୍ବୋଧିତ କରିବା ସମୟରେ ଆତ୍ମ ନିର୍ଭରଶୀଳ ଭାରତ ଯୋଜନାରେ ଗରିବ, କୃଷକ ଓ କ୍ଷୁଦ୍ର ଶିଳ୍ପଦ୍ୟୋଗୀ ଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରିଥିଲେ । ଆଜି