latest

Date: May 14, 2020

Total 36 Posts

ପିଓକେ ବଞ୍ଚାଇବାକୁ ଇମ୍ରାନ ଖାନ୍‌କୁ ଗୁହାରି କଲେ ସେଠାକାର ପ୍ରଧାନମନ୍ତ୍ରୀ

କାଶ୍ମୀରର ଏକ ବଡ଼ ଅଂଶକୁ ବେଆଇନ୍‌ ଭାବରେ ପାକିସ୍ଥାନ ନିଜ ନିୟନ୍ତ୍ରଣରେ ରଖିଛି । ଏହାକୁ ଯଥାଶୀଘ୍ର ଖାଲି କରିବାକୁ ଅନେକ ଥର ପାକିସ୍ଥାନକୁ ଚେତାବନୀ ଦେଇଛନ୍ତି ଭାରତ ସରକାର । ଏହା ସହିତ ପିଓକେକୁ ଦେଶର ଅବିଚ୍ଛେଦ୍ୟ ଅଙ୍ଗ ଭାବରେ

ମାଟି ପାତ୍ରରେ ରୋଷେଇ କରିବାର ଫାଇଦା ବିଷୟରେ ଜାଣନ୍ତୁ

ଆମେ ସମସ୍ତେ ଅଳ୍ପ ବହୁତ ଜାଣିଛେ ଯେ, ଆମର ପୂର୍ବପୁରୁଷମାନେ ରୋଷେଇ ପାଇଁ ମାଟିପାତ୍ରକୁ ବ୍ୟବହାର କରୁଥିଲେ । କିନ୍ତୁ ବର୍ତ୍ତମାନର ଆଧୁନିକ ଜୀବନଶୈଳୀ ସବୁକିଛି ପରିବର୍ତ୍ତନ କରିଦେଇଛି । ଆଜିକାଲି ପ୍ରାୟ ସମସ୍ତଙ୍କ ଗୃହରେ ନନଷ୍ଟିକ୍ ବାସନର ବ୍ୟବହାରକୁ ଗୁରୁତ୍ୱ

ସୂକ୍ଷ୍ମ ବସ୍ତୁଗୁଡ଼ିକର ସାନିଟାଇଜ୍‌ ପାଇଁ ସ୍ୱତନ୍ତ୍ର ଯନ୍ତ୍ରର ବିକାଶ କଲା ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା(ଡିଆର୍‌ଡିଓ)

କରୋନା ଭୂତାଣୁ ସଂକ୍ରମଣ ପାଇଁ ଆମକୁ ଅନେକ ସତର୍କ ହେବାକୁ ପଡ଼ୁଛି । କୌଣସି ବସ୍ତୁକୁ ସ୍ପର୍ଶ କରିବା ଦ୍ୱାର ସଂକ୍ରମଣର ଆଶଙ୍କା ରହିଛି । ଏହିସବୁ ଦୃଷ୍ଟିରୁ କାଗଜ ଟଙ୍କା(ନୋଟ୍), ଟେଲିଫୋନ୍, କମ୍ପ୍ୟୁଟର୍‌ ଏବଂ ଲାପ୍‌ଟପ୍ ଆଦି ସୂକ୍ଷ୍ମ ସାମଗ୍ରୀଗୁଡି଼କୁ

ଜଗା ଦର୍ଶନରୁ ବଞ୍ଚିତ ହେବେ ଭକ୍ତ: ପ୍ରାଚୀର ସଦୃଶ ସ୍ନାନବେଦୀରେ ଟଣା ହେବ ପରଦା !

ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ଆଶଙ୍କା ଦେଖାଯାଇଛି । ତେବେ କେନ୍ଦ୍ର ସରକାର ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଅନୁମତି ଦେଇଥିବାରୁ ଏହାକୁ ନେଇ ରାଜ୍ୟ ସରକାର ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି । ରଥଯାତ୍ରା କରିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବରେ ଓଡ଼ିଶା

‘କରୋନା’ର ବଶ ପାଇଁ ସମୟସୀମା ଧାର୍ଯ୍ୟ କରିବା ଅସମ୍ଭବ: WHO

ସାରା ବିଶ୍ଵରେ କରୋନା ଭୂତାଣୁର ସଂକ୍ରମଣ ଅତି ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ପାଖାପାଖି ୪୫ ଲକ୍ଷ ଲୋକ ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବାବେଳେ ୨ ଲକ୍ଷ ୯୮ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇସାରିଲେଣି । ତେବେ ‘କରୋନା’ ଭାଇରସ୍‌ର

ମହାମାରୀ ‘କରୋନା’ ଭାଇରସ୍‌ ମନୁଷ୍ୟକୃତ: ନୀତିନ୍‌ ଗଡ଼କାରୀ

କମ୍ୟୁନିଷ୍ଟ ଦେଶ ଚୀନ୍‌ର ଉହାନ ସହରରୁ ‘କରୋନା’ ଭାଇରସ୍‌ ଉତ୍ପତ୍ତି ଲାଭ କରି ଇତିମଧ୍ୟରେ ସାରା ବିଶ୍ୱକୁ ବ୍ୟାପିସାରିଛି । ଏହି ମହାମାରୀ ଭାଇରସ୍‌ରେ ସଂକ୍ରମିତ ହୋଇ ବିଶ୍ୱର ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି । ବିଶ୍ୱର ଅଧିକାଂଶ ଦେଶର

ସ୍ୱାଧିନତା ସଂଗ୍ରାମୀ ଭବାନୀ ପଟ୍ଟନାୟଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସ୍ୱାଧିନତା ସଂଗ୍ରାମୀ, ପୂର୍ବତନ ସାଂସଦ ତଥା ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କର ଆଜି ସନ୍ଧ୍ୟାରେ ପରଲୋକ ଘଟିଛି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି । ବିଶିଷ୍ଟ ସ୍ୱାଧୀନତା

ସ୍ୱାଧିନତା ସଂଗ୍ରାମୀ, ପୂର୍ବତନ ସାଂସଦ ତଥା ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ପରଲୋକ

ଆଜି ପୂର୍ବତନ ସାଂସଦ, ପଦ୍ମଶ୍ରୀ ଏବଂ ସ୍ୱାଧିନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ପରଲୋକ ଘଟିଛି । ଆଜି ସନ୍ଧ୍ୟାରେ କ୍ୟାପିଟାଲ ହସ୍ପିଟାଲରେ ଭବାନୀ ଚରଣ ପଟ୍ଟନାୟକଙ୍କର ପରଲୋକ ହୋଇଯାଇଛି । ତେବେ ମୃତ୍ୟୁ ବେଳକୁ ତାଙ୍କ ବୟସ ୯୮ ହୋଇଥିଲା । 

୭ଦିନ ଘରେ ସଙ୍ଗରୋଧରେ କିଭଳି ରହିବେ; କହିଲେ ବାଗଚୀ

ବାହାର ଫେରନ୍ତାଙ୍କୁ ୨୮ ଦିନ ଯାଏଁ ସଙ୍ଗରୋଧରେ ରହିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି । ପ୍ରବାସୀମାନେ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ୨୧ ଦିନ ରହିବା ପରେ ୭ ଦିନ ନିଜ ଘରେ ସଙ୍ଗରୋଧରେ ରହିବେ । ତେବେ ଏହି ୭ ଦିନ

ପିଏମ-କିଷାନ ହିତାଧିକାରୀଙ୍କୁ ୨ ଲକ୍ଷ କୋଟିର ସୁଲଭ ଋଣ ଯୋଜନା

ଲକଡାଉନ ଯୋଗୁଁ ଦେଶର ଲକ୍ଷ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଗୁରୁତରଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କେତେକ ସ୍କିମ ଘୋଷଣା କରିଛନ୍ତି । କିସାନ କ୍ରେଡିଟ କାର୍ଡ ମାଧ୍ୟମରେ ପିଏମ-କିଷାନ ହିତାଧିକାରୀଙ୍କୁ ୨

ମହାରାଷ୍ଟ୍ରରେ ମେ’ ୩୧ ପର୍ଯ୍ୟନ୍ତ ଲକଡାଉନ୍ ଅବଧି ବୃଦ୍ଧି

ମହାରାଷ୍ଟ୍ରରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ବେଳେ ଉଦ୍ଧବ ଠାକରେ ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାର ଏହି ଲକଡାଉନ୍ ଅବଧିକୁ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି