latest

Date: May 18, 2020

Total 40 Posts

ଲକଡାଉନ ୪.୦ ଗାଇଡଲାଇନ କଲେ ରାଜ୍ୟ ସରକାର; ଜାଣନ୍ତୁ କ’ଣ ରହିଛି…

କେନ୍ଦ୍ର ସରକାର ଲକଡାଉନ ୪.୦ ଘୋଷଣା କରିବାର ଦିନକ ପରେ ଓଡ଼ିଶା ସରକାର ରାଜ୍ୟ ପାଇଁ ଲକଡାଉନ ଗାଇଡଲାଇନ ଜାରି କରିଛନ୍ତି । କେନ୍ଦ୍ର ଗାଇଡଲାଇନ ଅନୁସାରେ ଏହି ଗାଇଡଲାଇନ ପ୍ରସ୍ତୁତ କରାଯାଇଛି । ରାଜ୍ୟ ସ୍ୱତନ୍ତ୍ରନ୍ତ୍ର ରିଲିଫ କମିଶନରଙ୍କ ଦ୍ୱାରା

ଓଡିଶା ଫେରନ୍ତାଙ୍କ ଟ୍ରେନ ଭଡା ଦେବେ ରାଜ୍ୟ ସରକାର

ଓଡିଶା ଫେରନ୍ତାଙ୍କ ଟ୍ରେନ ଭଡା ଦେବେ ରାଜ୍ୟ ସରକାର । ପ୍ରବାସୀ ଓଡିଆଙ୍କ ଟ୍ରେନ ଭଡା ସରକାର ବହନ କରିବେ । ବାହାରୁ ରାଜ୍ୟରୁ ଆସୁଥିଲେ ଯଦି ସେଠାର ସରକାର ଟିକେଟ ଖର୍ଚ୍ଚ ନଦେଲେ ତେବେ ରାଜ୍ୟ ସରକାର ଉକ୍ତ ଖର୍ଚ୍ଚ

ଆସନ୍ତାକାଲିଠୁ ଅଫିସ୍ ଆସିବେ ସମସ୍ତ କର୍ମଚାରୀ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ମଚାରୀଙ୍କ ଅଫିସ ଆସିବା ଉପରେ ରହିଥିବା କଟକଣାକୁ ରାଜ୍ୟ ସରକାର ପ୍ରତ୍ୟାହାର କରିନେଇଛନ୍ତି। ଆସନ୍ତାକାଲିଠୁ ସମସ୍ତ କର୍ମଚାରୀ ଅଫିସ୍ ଆସିବେ। ତେବେ କର୍ମଚାରୀମାନଙ୍କୁ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ

ଅମ୍ଫାନ୍ ମୁକାବିଲା ଲାଗି ୪ ଆଇଏଏସଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ

ମହାବାତ୍ୟା  ‘ଅମ୍ଫାନ୍’ ଦ୍ୱାରା ରାଜ୍ୟର ୪ଟି ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ସୂଚନା  ଅନୁସାରେ  ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ‘ଅମ୍ଫାନ୍’ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହି ୪

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ

ଅତିଭୀଷଣ ସାମୁଦ୍ରିକ ବାତ୍ୟା ଅମ୍ପାନ ଓଡ଼ିଶା ଓ ପଶ୍ଚିମ ବଙ୍ଗ ଉପକୂଳ ଆଡ଼କୁ ଆଗଉଥିବାବେଳେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରାୟ ୫ ଦିନ ଆଗରୁ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଛୁଇଁଛି ବୋଲି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ଗତ

ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ଅମ୍ଫାନ

ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ମହାବାତ୍ୟା ଅମ୍ଫାନ । ୨୦ ତାରିଖରେ ମହାବାତ୍ୟା ଅମ୍ଫାନ ଲ୍ୟାଣ୍ଡଫଲ କରିବ । ବୁଧବାର ଅପରାହ୍ନରୁ ସନ୍ଧ୍ୟା ଭିତରେ ଏହା ପଶ୍ଚିମବଙ୍ଗ ଦିଘା-ହାତୀଆ ମଝିରେ ଥିବା ସୁନ୍ଦରବନରେ ଲ୍ୟାଣ୍ଡଫଲ ବୋଲି ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ

ଏଣିକି ଜୋନ ଚିହ୍ନଟ କରିବେ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିସନର

ଲକଡାଉନ ୪.୦ ଚଳିତ ମାସ ୩୧ ତାରିଖ ଯାଏ ବଢ଼ିଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ୪ର୍ଥ ପର୍ଯ୍ୟାୟର ଲକଡାଉନ ନିୟମ ପାଳନ କରିବେ । ମାତ୍ର ଏଥିରେ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିସନରଙ୍କୁ ଅଧିକ କ୍ଷମତା

ଜଗତସିଂହପୁରରେ ପୁଣି ୨୦ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଜି ପୁଣି ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତମାନେ ଜଗତସିଂହପୁର ଜିଲ୍ଲାର ବୋଲି ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ନାଉଗାଁ ବ୍ଲକର ଏକ କ୍ୱାରେଣ୍ଟିନ କେନ୍ଦ୍ରରୁ ୧୯ ଜଣ ରହିଥିବା ବେଳେ ଆଉ ଜଣେ

ପଶ୍ଚିମବଙ୍ଗ ଏବଂ ଓଡିଶାରେ ୩୭ଟି ଟିମ ନିୟୋଜିତ କଲା ଏନଡିଆରଏଫ

ଫେଡେରାଲ୍ କଣ୍ଟିଜେନ୍ସି ଫୋର୍ସର ମୁଖ୍ୟ ସୋମବାର ଦିନ କହିଛନ୍ତି ଯେ, ସ୍ଥିତିକୁ ଦେଖି ସମୁଦାୟ ୩୭ଟି ଏନଡିଆରଏଫ ଟିମକୁ ମାଡି ଆସୁଥିବା ବାତ୍ୟା ‘ଅମ୍ଫାନ୍’ର ମୁକାବିଲା ପାଇଁ ନିୟୋଜିତ କରାଯାଇଛି | ଗତକାଲି ୧୭ଟି ଟିମକୁ ମୁକାବିଲା କାର୍ଯ୍ୟରେ ନିୟୋଜିତ କରାଯାଇଥିବା

ନିଆଁରେ ଜଳିଗଲେ ୪ଶିଶୁ ସମେତ ୭ଜଣ

ମଧ୍ୟପ୍ରଦେଶର ଗ୍ବାଲିୟର୍‌ଠାରେ ଥିବା ଏକ ଦୋକାନରେ ସୋମବାର ନିଆଁ ଲାଗି ୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଓ ତିନି ଜଣ ମହିଳା ଥିବା ସୂଚନା ରହିଛି। ଏହି ଅଗ୍ନିକାଣ୍ଡରେ ଅନ୍ୟ ୪ ଜଣ ଗୁରୁତର

ଟ୍ୱିନ ସିଟିରେ ବଳବତ୍ତର ରହିବ କର୍ଫ୍ୟୁ

ତୃତୀୟ ପର୍ଯ୍ୟାୟ ଲକ ଡାଉନ ଶେଷ ହେବା ପରେ ଏବେ ସମଗ୍ର ଦେଶ ତଥା ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ଲକ ଡାଉନ ଆରମ୍ଭ ହୋଇଯାଇଛି । ଚତୁର୍ଥ ପର୍ଯ୍ୟାୟରେ ଲକ ଡାଉନ କୁ ବି କୋହଳ କରାଯାଇଛି । ମାତ୍ର ସନ୍ଧ୍ୟା