latest

Date: May 18, 2020

Total 40 Posts

ଉଡିଗଲା ପତିତପାବନ ବାନା

ପୁଣି ଉଡିଗଲା ପତିତପାବନ ବାନା । ଆଜି ମଧ୍ୟାହ୍ନରେ ଶ୍ରୀମନ୍ଦିରର ପତିତପାବନ ବାନା ଉଡିଯାଇଥିବା ସୂଚନା ମିଳିଛି । ମୁଖ୍ୟ ବାନାକୁ ଲାଗିଥିବା ଅନ୍ୟ ଛୋଟ ଛୋଟ ବାନା ସୁରକ୍ଷିତ ରହିଥିବା ସୂଚନା ମିଳିଛି । ତେବେ ଅନ୍ୟ ଛୋଟ ବାନା

ଏହି ଦିନ ହେବ ସିବିଏସଇର ଦଶମ ଓ ଦ୍ୱାଦଶ ପରୀକ୍ଷା; ଜାଣନ୍ତୁ କ’ଣ ରହିଛି ନିୟମ…

ସିବିଏସ୍ଇ ବୋର୍ଡ ଦ୍ୱାଦଶ ପରୀକ୍ଷା ପାଇଁ ପରୀକ୍ଷା ତାରିଖ ପ୍ରକାଶ କରିଛି। କରୋନା କାରଣରୁ ଏହି ପରୀକ୍ଷା ସ୍ଥଗିତ ରଖାଯାଇଥିବାବେଳେ ଏବେ ଦ୍ୱାଦଶ ପରୀକ୍ଷା ଜୁଲାଇ ୧ ରୁ ଜୁଲାଇ ୧୫ ମଧ୍ୟରେ ହେବ । ଏହା ସହିତ ଜୁଲାଇ ୧

ମହାବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ ଅମ୍ଫାନ: ରାଜ୍ୟର ଏହି ୫ ଜିଲ୍ଲାରେ ଅଧିକ ପଡ଼ିବ

ସମୁଦ୍ର ଭିତରେ ମହାବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ ଅମ୍ଫାନ । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ଅମ୍ଫାନକୁ ନେଇ ଆଗାମୀ ୧୨ ଘଂଟା ବେଶ୍ ଗୁରୁତ୍ୱ ପୂର୍ଣ୍ଣ । କାରଣ ଅମ୍ଫାନ୍

ଆଜିଠାରୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଆରମ୍ଭ: ରାଜ୍ୟ ମାନେ ନିଜ ଇଛାରେ ହଟାଇ ପାରିବେନି ଲକଡାଉନ୍ ୪ ଗାଇଡଲାଇନ୍; ଗୃହମନ୍ତ୍ରୀଙ୍କ ତାଗିଦ୍

ଆଜିଠାରୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହୋଇଛି। ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ ରାଜ୍ୟ ସରକାର ରାଜ୍ୟର ସ୍ଥିତି ଦେଖି ନିର୍ଣ୍ଣୟ ନେଇପାରିବେ ବୋଲି ପୂର୍ବରୁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ଲକଡାଉନ ନିୟମ କୋହଳ କରିବାକୁ ରାଜ୍ୟ ସରକାରଙ୍କୁ ଅଧିକାର

ଘୁଞ୍ଚିଲା ମାଟ୍ରିକ ଖାତା ମୂଲ୍ୟାୟନ ତାରିଖ, ମେ’ ୨୦ ନୁହେଁ ୨୧ ତାରିଖରୁ ଆରମ୍ଭ ହେବ ଖାତା ଦେଖା

ଘୁଞ୍ଚିଲା ମାଟ୍ରିକ ଖାତା ମୂଲ୍ୟାୟନ ତାରିଖ। ମେ’ ୨୦ ପରିବର୍ତ୍ତେ ୨୧ ତାରିଖରୁ ଖାତା ଦେଖା ଆରମ୍ଭ ହେବ ବୋଲି ଆଜି ଲୋକ ସେବା ଭବନରେ ସକାଳ ୧୧ ଟା ୩୦ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ

ଖୁସି ଖବର: ବାହାରିଲା କରୋନା ଔଷଧ, ୪ଦିନରେ ଭଲ ହେବେ ଆକ୍ରାନ୍ତ !

ବାଂଲାଦେଶର ଜଣେ ବରିଷ୍ଠ ଡାକ୍ତରଙ୍କ ନେତୃତ୍ୱରେ  ଏକ ଡାକ୍ତରୀ ଦଳ ଦାବି କରିଛନ୍ତି ଯେ, ୪ ଦିନ ରେ କରୋନା ଭଲ ହେଇଯିବେ ।  ଦୁଇଟି ବହୁଳ ବ୍ୟବହୃତ ଔଷଧର ମିଶ୍ରଣକୁ ନେଇ ସେମାନଙ୍କର ଅନୁସନ୍ଧାନ ଆଶ୍ଚର୍ଯ୍ୟଜନକ ଫଳାଫଳ ଦେଇଛି ।

ଚୀନ ପ୍ରତି ବିପଦ ! ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ବାର୍ଷିକ ଅଧିବେଶନ ପୂର୍ବରୁ କରୋନା ଭୂତାଣୁ ଉତ୍ପତ୍ତି ସମ୍ବନ୍ଧରେ ତଦନ୍ତ ଦାବିକଲେ ଶତାଧିକ ଦେଶ

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ବାର୍ଷିକ ଅଧିବେଶନ ପୂର୍ବରୁ କରୋନା ଭୂତାଣୁ ଉତ୍ପତ୍ତି ସମ୍ବନ୍ଧରେ ତଦନ୍ତ ଦାବି କରିଛନ୍ତି ଶତାଧିକ ଦେଶ। ଏନେଇ ଇଉରୋପୀୟ ସଂଘ ଏକ ପ୍ରସ୍ତାବନା ଚିଠା ପ୍ରସ୍ତୁତ କରିଛି। ତଦନ୍ତ ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ ଭାରତ

ସୁସ୍ଥ ହେଲେ ଆଉ ୫୭ ଆକ୍ରାନ୍ତ, ଭୁବନେଶ୍ୱର ଓ ଜଗତସିଂହପୁର ଏବେ କରୋନା ମୁକ୍ତ

ଆଜି ପୁଣି ୫୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା କରୋନା ପଜିଟିଭଙ୍କ ମଧ୍ୟରୁ ୪୦ ଜଣ ଗଞ୍ଜାମର , ୫ଜଣ ଜଗତସିଂହପୁରର, ୪ଜଣ ମୟୁରଭଞ୍ଜର, ୩ଜଣ ଭୁବନେଶ୍ୱରର, ୨ଜଣ ବଲାଙ୍ଗୀରର, ବାଲେଶ୍ୱର , ସୁନ୍ଦରଗଡ଼ ଓ

ଭୟଙ୍କର ଘୂର୍ଣିଝଡ଼ ରୂପ ନେଇଛି ଅମ୍ଫାନ, କଣ ରହିଛି ସରକାରଙ୍କ ପ୍ରସ୍ତୁତି ପଢନ୍ତୁ

ବାତ୍ୟା ଅମ୍ଫାନ ୧୨ ଘଣ୍ଟା ମଧ୍ୟରେ ସୁପର ସାଇକ୍ଲୋନରେ ପରିଣତ ହେବା ଆଶଙ୍କା ଅଛି। ଆଜି ସନ୍ଧ୍ୟା  ସୁଦ୍ଧା ସୁପର ସାଇକ୍ଲୋନରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ମହାନିର୍ଦ୍ଦେଶକ  ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।     ଉପକୂଳ ଓ

୮୭୬ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; କେଉଁ ଜିଲ୍ଲାରେ କେତେ ଜାଣନ୍ତୁ…

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୨୦ ଜଣ ସୁସ୍ଥ ହୋଇସାରିଥିବା ବେଳେ ୪ ଜଣଙ୍କ ମୃତ୍ୟୁ ଘଟିଛି। ୬୫୨ ଜଣଙ୍କ ଚିକିତ୍ସା ଚାଲିଛି। ତେବେ କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ ହୋଇଛନ୍ତି ଓ କେତେ ସୁସ୍ଥ

ବାତ୍ୟା ‘ଅମ୍ଫାନ’ ପାଇଁ ଉଚ୍ଚସ୍ତରୀୟ ବୈଠକ ଡାକିଲେ ମୋଦି

ଓଡ଼ିଶା ଓ ପଶ୍ଚିମବଙ୍ଗ ଆଡ଼କୁ ମାଡ଼ି ଆସୁଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ଅମ୍ଫାନ’କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ଆଜି ଅପରାହ୍ଣ ୪ଟାରେ ସେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ଏନଡିଏମଏର ବରିଷ୍ଠ ଅଧିକାରୀଙ୍କ ସହ ସେ ସ୍ଥିତି ସମ୍ପର୍କରେ