latest

Date: May 19, 2020

Total 37 Posts

ଆଜି ରାତିରୁ ହଠାତ ବଢିପାରେ ପବନ!

ଓଡିଶାକୁ ପାଖେଇ ଆସୁଛି ମହାବାତ୍ୟା । ୧୮ କି.ମି ବେଗରେ ସ୍ଥଳଭାଗ ଆଡକୁ ମାଡି ଆସୁଛି ମହାବାତ୍ୟା ଅମ୍ଫାନ । ଏବେ ପାରାଦୀପ ଠାରୁ ୩୫୦ କି.ମି ଦୂରରେ ଏବଂ ଦୀଘା ଠାରୁ ୫୧୦ କି.ମି ଦୂରରେ ଅଛି ଅମ୍ଫାନ ।

ଶ୍ରୀଲଙ୍କା ସରକାରଙ୍କ ନୂଆ କ୍ରିକେଟ୍‌ ଷ୍ଟାଡିୟମ୍‌ ନିର୍ମାଣକୁ ନାପସନ୍ଦ କଲେ ଜୟବର୍ଦ୍ଧନେ

ଶ୍ରୀଲଙ୍କାର ହୋମାଗାମା ଅନ୍ତର୍ଗତ ଦିୟାଗାମାଠାରେ ଦେଶର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ ନିର୍ମାଣ ପାଇଁ ଯୋଜନାର ରୂପରେଖ ଚୂଡ଼ାନ୍ତ ହୋଇସାରିଛି । ଏ ନେଇ ସେଠାକାର ସରକାର ଶ୍ରୀଲଙ୍କା କ୍ରିକେଟ ସହିତ ମିଳିତ ଘୋଷଣା କରିଛନ୍ତି । ପଦତ୍ତ ସୂଚନା ଅନୁସାରେ, ଏହି

ଖୁବ୍‌ଶୀଘ୍ର ଚାଲିବ ଶ୍ରମିକ ଏକ୍ସପ୍ରେସ : ଉପକୃତ ହେବେ ଦିଲ୍ଲୀର ଓଡ଼ିଆ

ଦିଲ୍ଲୀରେ ବାସ କରୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନେ ଖୁବ୍‌ ଶୀଘ୍ର ଘରକୁ ଫେରିବାର ସୁଯୋଗ ପାଇବେ । ଘରକୁ ବାହୁଡ଼ିବା ପାଇଁ ରାହା ଦେଖୁଥିବା ଶ୍ରମିକମାନଙ୍କ ପାଇଁ ଏକ ଶ୍ରମିକ ଏକ୍ରପ୍ରେସ୍‌ ଚାଲିବ ବୋଲି ଦିଲ୍ଲୀସ୍ଥିତ ଆବାସିକ କମିସନର ରବିକାନ୍ତ ସୂଚନା

ଜାରି ହୋଇଥିବା ଲକ୍‌ ଡାଉନ୍‌ କଟକଣାକୁ ବଦଳାଇ ପାରିବେନି ରାଜ୍ୟ : ସ୍ୱରାଷ୍ଟ୍ର ମନ୍ତ୍ରାଳୟ

ଦେଶରେ କରୋନା ଭାଇରସ୍‌ର ସଂକ୍ରମଣକୁ ପ୍ରତିହତ କରିବା ପୁନର୍ବାର ଲକ୍‌ ଡାଉନ୍‌ ଜାରି କରାଯାଇଛି । କ୍ରମାଗତ ଚତୁର୍ଥ ଥର ପାଇଁ ଲକ୍‌ ଡାଉନ୍‌କୁ ବୃଦ୍ଧି କରାଯାଇଛି । ଏହି ଚତୁର୍ଥ ପର୍ଯ୍ୟାୟ ଲକ୍‌ ଡାଉନ୍‌ରେ ପୂର୍ବରୁ ଜାରି ହୋଇଥିବା କଠୋର

ଥାନାରେ ଯୁବକଙ୍କୁ ମାଡ ମାରିବା ମହଙ୍ଗା ପଡିଲା

ଯୁବକଙ୍କୁ ଥାନା ଭିତରେ ମାଡ ମାରିବା ମହଙ୍ଗା ପଡିଲା  କେନ୍ଦୁଝର ଜିଲ୍ଲା ପାଟ୍ଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ପାଇଁ । ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କେନ୍ଦୁଝର ଏସପି ଓ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ ।

ଧାରଣାରେ ବସିବାରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିହ୍ନାଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ

ଦେଶରେ ଲକ୍‌ ଡାଉନ୍‌ ଜାରି ରହିଥିବାରୁ ଯେକୌଣସି ପ୍ରକାର ଧାରଣାରୁ ବିରତ ରହିବା ପାଇଁ ସରକାରଙ୍କ ତରଫରୁ ଆଡ଼ଭାଇଜରି ଜାରି କରାଯାଇଛି । ମାତ୍ର, ଏହି ନିୟମର ଉଲ୍ଲଂଘନ କରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶଓ୍ୱନ୍ତ ସିହ୍ନାଙ୍କୁ ଗିରଫ କରିଛି ଦିଲ୍ଲୀ

ଆଜିଠାରୁ ଶତ ପ୍ରତିଶତ ସରକାରୀ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ

କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଚତୁର୍ଥ ପର୍ଯ୍ୟାୟ ଲକ୍‌ ଡାଉନ୍‌ ଆଜିଠାରୁ ଲାଗୁ ହୋଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏହା ଚଳିତମାସ ୩୧ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ । କିନ୍ତୁ, ଚତୁର୍ଥ ପର୍ଯ୍ୟାୟରେ ସମସ୍ତ ସରକାରୀ

କ୍ରିକେଟ୍‌ ଉପରେ ‘କରୋନା’ ମାଡ଼ : ବଲ୍‌ ଚିକ୍କଣ ପାଇଁ ଲାଳ ବ୍ୟବହାରକୁ ‘ନା’

କ୍ରିକେଟ୍‌ ବଲ୍‌କୁ ଚିକ୍କଣ କରିବା ଲାଗି ପାଟିରୁ ଲାଳ ବାହାର କରି ବ୍ୟବହାର କରିବା ଉପରେ କଟକଣା ଲାଗୁ କରାଯିବ । ଏ ନେଇ ଅନିଲ କୁମ୍ବଲେଙ୍କ ନେତୃତ୍ୱାଧୀନ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ)ର କ୍ରିକେଟ କମିଟି ସୋମବାର ସୁପାରିସ୍‌ କରିଥିବା

ଦେଶର ଆବର୍ଜନାମୁକ୍ତ ସହର ତାଲିକା ଜାରି; କେଉଁ ସହର କେତେ ନମ୍ବରରେ ରହିଛି ନଜର ପକାନ୍ତୁ…

କେନ୍ଦ୍ର ସରକାର ମଙ୍ଗଳବାରଦିନ ତାରକା ମାନ୍ୟତାପ୍ରାପ୍ତ ଆବର୍ଜନାମୁକ୍ତ ସହରମାନଙ୍କ ତାଲିକା ଜାରି କରିଛନ୍ତି । କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂ ପୁରୀ ଆଜି ଏହି ତାଲିକାର ଉନ୍ମୋଚନ କରିଛନ୍ତି । ମୋଟ ୧୪୧ଟି ସହର

ସ୍ଥଳଭାଗ ଆଡ଼କୁ ମୁହାଁଉଛି ଅମ୍ଫାନ୍; ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର

ଦ୍ରୁତ ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଅମ୍ଫାନ୍ । ବାତ୍ୟା ପ୍ରଭାବରେ ଆଜିଠୁ କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ବାତ୍ୟାକୁ ଆଖି ଆଗରେ ରଖି ବାଲେଶ୍ୱର ଜିଲ୍ଲାର ସୋର ଏବଂ ବାହାନଗା ବ୍ଲକର ସମୁଦ୍ରକୂଳିଆ ଅଞ୍ଚଳବାସୀଙ୍କୁ

୧୫ କି.ମି ବେଗରେ ଗତି କରୁଛି ଅମ୍ଫାନ; ଉତ୍ତର ଓଡିଶାରେ ହୋଇପାରେ ଅନେକ କ୍ଷୟକ୍ଷତି

ମଝି ସମୁଦ୍ରରୁ ମାଡି ଆସୁଛି ମହାବାତ୍ୟା । ଅମ୍ଫାନ ଏବେ ୧୫ କି.ମି ବେଗରେ ଗତି କରୁଛି । କାଲି ଅପରାହ୍ନରୁ ସନ୍ଧ୍ୟା ଭିତରେ ସୁନ୍ଦରବନ ନିକଟରେ ପାର୍ କରିବ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ସର୍ବାଧିକ ୧୮୫ କି.ମି