latest

Date: May 21, 2020

Total 40 Posts

ମୁଖ୍ୟମନ୍ତ୍ରୀଙ୍କୁ ପିସିସି ସଭାପତିଙ୍କ ଚିଠି : ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବାକୁ ଦୈନିକ ୩୦ ଟ୍ରେନ ଲୋଡା; ନିରଞ୍ଜନ

ଭୁବନେଶ୍ୱର,୨୧ା୫: ଓଡ଼ିଶାର ବହୁ ପ୍ରବାସୀ ଶ୍ରମିକ ବିଭିନ୍ନ ରାଜ୍ୟରେ ସେମାନେ କାର୍ଯ୍ୟ କରୁଥିବା ସହରଗୁଡିକରେ ଅଟକି ରହିଛନ୍ତି ଏବଂ ସେମାନଙ୍କ ନିକଟରେ ଜୀବନ ନିର୍ବାହ କରିବା କିମ୍ବା ଘରକୁ ଫେରିବାର କୌଣସି ସାଧନ ନାହିଁ । ଚଳିତ ବର୍ଷ ମାର୍ଚ୍ଚ ୨୪ରୁ

ପୁରୀର ଜଣାଶୁଣା ଶିଳ୍ପପତି ବିଜୟ ଦାସଙ୍କ ଦେହାନ୍ତ

ପୁରୀର ବିଶିଷ୍ଟ ଶିଳ୍ପପତି ବିଜୟ ଦାସଙ୍କର ହୃଦ୍‌ଘାତରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା ବୋଳି ଜଣାପଡ଼ିଛି । ସ୍ୱର୍ଗତ ଦାସ ପୁରୀର ଅନ୍ୟତମ ପ୍ରସିଦ୍ଧ ହୋଟେଲ୍‌ ବିଜୟ ଇଣ୍ଟରନ୍ୟାସନାଲ୍‌ର ମାଲିକ । ସେ

ରେଣୁକା ଗଳିରୁ କଟକଣା ଉଠାଇଲା ପୁରୀ ଜିଲ୍ଲା ପ୍ରଶାସନ

ଗତ ୧୦ ତାରିଖରେ ପୁରୀ ପୌରାଞ୍ଚଳ ଅନ୍ତର୍ଗତ ସମୁଦ୍ରକୂଳ ନିକଟରେ ଥିବା ରେଣୁକା ଗଳିରୁ ପଶ୍ଚିମବଙ୍ଗ ଫେରନ୍ତା ମାଆ ଓ ପୁଅଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ମେ’ ୧୧ ତାରିଖରେ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ

ଆସନ୍ତାକାଲି ଓଡ଼ିଶା ଆସିବେ ମୋଦି; ଆକାଶମାର୍ଗରୁ ପରିଦର୍ଶନ କରିବେ ଅମ୍ଫାନ ପ୍ରଭାବିତ ଅଞ୍ଚଳ

ଆସନ୍ତାକାଲି କ୍ଷୟକ୍ଷତିର ଆକଳନ କରିବାକୁ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପ୍ରଧାନମନ୍ତ୍ରୀ ଓଡିଶା ଓ ପଶ୍ଚିମବଙ୍ଗର ବାତ୍ୟା ପ୍ରଭାବିତ ଅଂଚଳର ଆକାଶମାର୍ଗରୁ ପରିଦର୍ଶନ କରିବେ । ଅମ୍ଫାନ ଓଡିଶାରେ

ଚୀନ୍‌ ସହିତ ସୀମା ଉତ୍ତେଜନାକୁ ନେଇ ଭାରତକୁ ସମର୍ଥନ ଦେଲା ଆମେରିକା

ସାରା ବିଶ୍ୱ ବର୍ତ୍ତମାନ କରୋନା ମୁକାବିଲାରେ ବ୍ୟସ୍ତ ଥିବା ବେଳେ କମ୍ୟୁନିଷ୍ଟ ଦେଶ ଚୀନ୍‌ ନିଜର ଚିରାଚରିତ ସ୍ୱଭାବ ଜରିଆରେ ପୁଣି ଭାରତର ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରିବାର ଅପେଚଷ୍ଟା ଜାରି ରଖିଛି । ଚୀନ୍‌ ନିଜର ସାମ୍ରାଜ୍ୟବାଦୀ ତଥା

ପତ୍ନୀ ହାଜେଲ୍‌ଙ୍କ ହେୟାର ଷ୍ଟାଇଲର ନକଲ କଲେ ଯୁବରାଜ ସିଂ

ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ଭାରତୀୟ କ୍ରିକେଟ୍‌ରେ ଏକ ପରିଚିତ ନାମ । ନିଜର ଅସଂଖ୍ୟ ପ୍ରଶସଂକମାନଙ୍କ ପାଖରେ ସେ ଯୁବି ନାମରେ ବେଶ୍‌ ଜଣାଶୁଣା । କ୍ରିକେଟ୍‌ ଫିଲ୍ଡରେ ଆକ୍ରାତ୍ମକ ସ୍ୱଭାବ ତାଙ୍କୁ ଅନ୍ୟ କ୍ରିକେଟରମାନଙ୍କ ଠାରୁ ଅଲଗା କରୁଥିଲା

ଜୁନରେ ୧୦ ହଜାର ଟପିଯିବ କରୋନା ପଜିଟିଭ ସଂଖ୍ୟା

ଜୁନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଯିବ । ଏମିତି ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବୈଷୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା । ତେବେ ସଂଖ୍ୟା ବଢିବା ନେଇ ୨ଟି କାରଣ ପାଇଁ

ଆକାଶମାର୍ଗରୁ ବାତ୍ୟାଂଚଳ ପରଖିଲେ ମୁଖ୍ୟମନ୍ତ୍ରୀ

ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶ ମାର୍ଗରୁ ବୁଲି ଦେଖିଛନ୍ତି। କ୍ଷତିଗ୍ରସ୍ତ ଫସଲ ଓ ଘରର ଆକଳନ ୩ରୁ ୭ଦିନ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା

ମା ବିରଜାଙ୍କ ପୀଠରେ ୧୪୪ ଧାରା ଲାଗୁ

ଆସନ୍ତାକାଲି ପାଳନ ହେବାକୁ ଥିବା ସାବିତ୍ରୀ ବ୍ରତକୁ ନଜରରେ ରଖି ଯାଜପୁରର ମା ବିରଜାଙ୍କ ମନ୍ଦିର ପରିସରରେ ୧୪୪ ଧାରା ଲାଗୁ କରାଯାଇଛି | ଆସନ୍ତାକାଲି ସାଵିତ୍ରୀ ବ୍ରତ ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ

ଆସନ୍ତାକାଲି ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ !

ଆସନ୍ତାକାଲି ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପାଇଁ ଆସନ୍ତାକାଲି ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ। ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଓଡ଼ିଶାର ୪ ଜିଲ୍ଲା ବାଲେଶ୍ୱର, ଭଦ୍ରକ,କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ବାତ୍ୟା ପ୍ରଭାବିତ ଅଞ୍ଚଳ

ଲକଡାଉନରେ ବିବାହ; ୨ ଦିନ ପରେ କନ୍ୟା କରୋନା ପଜିଟିଭ

ଦେଶରେ କରୋନା ଭୂତାଣୁ ଯୋଗୁ ଲକ୍‌ଡାଉନ ଲାଗୁ କରାଯାଇଛି। ଏହି ସମୟରେ ମଧ୍ୟରେ ସାମାଜିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗୁ କରାଯାଇଥିବାବେଳେ ବିବାହ ଓ ଅନ୍ୟାନ୍ୟ ଉତ୍ସବ ପାଇଁ କିଛି ନିୟମ ଧାର୍ଯ୍ୟ କରାଯାଇଛି। ଏହାକୁ ଆଧାର କରି