latest

ପର୍ଶୁ ସାର sutdent group ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

Spread the News

ସୋର, (ରଞ୍ଜିତ ମହାକୁଡ଼): ବାଲେଶ୍ୱର ଜିଲ୍ଲା ସୋର ବ୍ଲକ parsusir student group ପକ୍ଷରୁ ଗୋପୀନାଥପୁର ପଂଚାୟତରେ ଥିବା ପାହାଡ଼ ପାଦ ଦେଶର ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କୁ ଏହି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ସେଥିରେ ଅଟା, ଆଳୁ, ସାବୁନ ଏବଂ ବିସ୍କୁଟ ଗୋଟେ ପକେଟ କରାଯାଇ ତାଙ୍କ ପରିବାର କୁ ଦିଆଯାଇଥିଲା ,ସେହି gruop ର ପର୍ଶୁରାମ ବେହେରା ନିଜ ଖର୍ଚରୁ କିଛି ବାହାର କରି ତାଙ୍କ ଛାତ୍ରଛାତ୍ରୀ ମାନଙ୍କ ସହିତ ବାହାରି ପଡ଼ିଥିଲେ ଦେବଗିରି ପାହାଡ଼ ପାଦଦେଶରେ ଦେଶରେ ଥିବା ଲୋକମାନଙ୍କ ପାଖକୁ ସେଠି ଘରକୁ ଘର ବୋଲି ବୋଲି ଦେଖିଲେ ଏଠି ସରକାରଙ୍କ ସାହାର୍ଯ୍ୟ ସାତ ସପନ କିଏ ରୋଗରେ ପଡ଼ି ଛଟପଟ ଆଉ କିଏ ଖାଇବାକୁ ପାଉନଥିବା ଦେଖାଦେଇଥିଲା । କିନ୍ତୁ ସରକାର ଙ୍କର ବଡ ବଡ ବାବୁଙ୍କ ସେଠାରେ ଗୋଡ ପଡିବା ସତସପନ। ସରକାର ତୁରନ୍ତ ସେହି ସ୍ଥାନରେ ପହଞ୍ଚିବାକୁ ଅନୁରୋଧ କରିଛନ୍ତି ପର୍ଶୁସାର ଷ୍ଟୁଡେଣ୍ଟ ଗ୍ରୁପ ସଦସ୍ୟ ମାନେ । ଏହି ବଣ୍ଟନ ବେଳେ ପର୍ଶୁରାମ ବେହେରା,ସାମ୍ବାଦିକ ରଞ୍ଜିତ ମହାକୁଡ଼,ନବକିଶୋର ମଲ୍ଲିକ, ପ୍ରତୀକ ବେହେରା, ସଞ୍ଜିତ ମହାକୁଡ଼,ଦେବାଶିଷ ରାଉତ ଏବଂ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Tags: ,