latest

୨ ହଜାର କିଲୋମିଟର ଅତିକ୍ରମ କରି ଓଡ଼ିଶା ପହିଁଚିଲେ ନକୁଳ

Spread the News

ସୋର, (ରଞ୍ଜିତ ମହାକୁଡ଼):  ମହାମାରୀ କରୋନା ପାଇଁ ରାଜ୍ୟସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରବାସୀ ଓଡିଆମାନେ ନିଜ ନିଜ ଘରକୁ ଆସିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲାI କିନ୍ତୁ ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ଗୋପୀନାଥପୁର ପଂଚାୟତ ଅଧିନ ବାଉଁସପାଳ ଗ୍ରାମର ଭ୍ରମବର ସାମଲ ଙ୍କ ପୁଅ ନକୁଳ ସାମଲ କିଛି ଉପାୟ ନପାଇ ଏକ ମଟରସାଇକେଲ ଯୋଗେ ଗତ ମେ୧୩ ତାରିଖ ସନ୍ଧ୍ୟା ୬ଟା ଗୁଜୁରାଟ ସୁରତରୁ ବାହାରି ମେ୧୬ ତାରିଖ ରେ ସୋର ରେ ପହଞ୍ଚିଥିଲେ । ପାଞ୍ଚିବା ପରେ ସ୍ଥାନୀୟ ସରପଞ୍ଚ ବିଭୁତି ଭୂଷଣ ଦାସ ତାଙ୍କୁ କ୍ୱାରେନଣ୍ଟଇନରେ ଭର୍ତ୍ତି କରିଥିଲେ। 

ସୂଚନାଯୋଗ୍ୟ,  ନକୁଳ ସାମଲ ଦୀର୍ଘ ୨୦୦୦ କିଲୋମିଟର ଅତିକ୍ରମ କରିଥିବା ସୂଚନା ଦେଇଥିଲେ,।ନକୁଳ ସାମଲ ଏକ କପଡା ଗୋଦାମରେ ଟେକନୀକାଲ ମାଷ୍ଟର ଭାବେ କାର୍ଯ୍ୟରତ କରୁଥିଲେ ।

Tags: