@76 ଅମିତାଭ ବଚ୍ଚନ…

ଆଜି 76 ବର୍ଷରେ ପଦାର୍ପଣ କରୁଛନ୍ତି ବିଗ ବି ଅମିତାଭ ବଚ୍ଚନ ।  ହିନ୍ଦୀ ସିନେମା ଜଗତର ସେହେନ୍ସା ଓ ବିଗ୍ ବି ନାମରେ  ପରିଚିତ ।   ହିନ୍ଦୀ ସିନେମା ଜଗତର ସବୁଠୁ ବଡ ଓ ପ୍ରଭାବଶାଳୀ ଅଭିନେତା ରୂପେ ବିବେଚନା କରାଯାଏ । ବଲିଉଡର ଏହି ସେହେନ୍ସା 76 ବର୍ଷରେ ପାଦ ରଖିଛନ୍ତି ।  ଆଉ କିଛି ଅଭିନେତା ତାଙ୍କୁ ନିଜର ଆଦର୍ଶ ବୋଲି ବିବେଚନା କରୁଛନ୍ତି ।  ଆସନ୍ତୁ ନଜର ପକାଇବା ତାଙ୍କ ଅଭିନତି କିଛି ଫିଲ୍ମ ଓ  ଚର୍ଚ୍ଚିତ ଡାଇଲଗ ଉପରେ ।

ଡନ୍‌ (1978) –  ‘ଡନ୍‌ କା ଇନ୍ତେଜାର୍‌ ତୋ ଗ୍ୟାରାହ୍‌ ମୁଲ୍‌କୋଁ କି ପୁଲିସ୍‌ କର୍‌ ରହି ହୈ । ଏହି ଡାଇଲଗଟି ତାଙ୍କର ସବୁଠୁ ଲୋକପ୍ରିୟ ହୋଇଥିଲା । 

କାଲିଆ ( 1981) – ‘ହମ୍‌ ଜହାଁ ଖଡ଼େ ହୋ ଯାତେ ହୈ ଲାଇନ୍‌ ଓ୍ଵହିଁ ସେ ସୁରୁ ହୋତି ହୈ।’

ସିଲ୍‌ସିଲା (1981) – ‘ମୈ ଔର୍‌ ମେରି ତନ୍‌ହାୟି, ଅକ୍ସର୍‌ ୟେ ବାତେଁ କର୍‌ତେ ହୈ… ହମ୍‌ ହୋତି ତୋ କୈସା ହୋତା… ତୁମ୍‌ ୟେ କେହ୍‌ତି, ତୁମ୍‌ ଓ୍ଵ କେହ୍‌ତି, ତୁମ୍‌ ଇସ୍‌ ବାତ୍‌ ପେ ହୈରାନ୍‌ ହୋତି, ତୁମ୍‌ ଉସ୍‌ ବାତ୍‌ ପେ କିତ୍‌ନି ହସ୍‌ତି… ତୁମ୍‌ ହୋତି ତୋ ଐସା ହୋତା, ତୁମ୍‌ ହୋତି ତୋ ଓ୍ଵଇସା ହୋତା… ମୈ ଔର୍‌ ମେରି ତହ୍ନାଇ, ଅକ୍ସର୍‌ ୟେ ବାତେଁ କର୍‌ତେ ହୈ।’

ଶରାବି (1984) – ‘ଆଜ୍‌ ଇତ୍‌ନି ଭି ମୈସିର୍‌ ନେହିଁ ମାଇଖାନେ ମୈ… ଜିତ୍‌ନି ହମ୍‌ ଛୋଡ୍‌ ଦିୟା କର୍‌ତେ ଥେ ପୈମାନେ ମୈ।’

ଅଗ୍ନିପଥ (1990) – ‘ବିଜୟ ଦୀନନାଥ ଚୌହାନ୍‌… ପୂରା ନାମ୍‌।’

ସୋଲେ (1975) –  ‘ତୁହ୍ମାରା ନାମ୍‌ କ୍ୟା ହୈ ବାସନ୍ତୀ?’

ଶାହେନ୍‌ଶାହ୍‌ (1988) – ରିସ୍ତେ ମେ ତୋ ହମ୍‌ ତୁହ୍ମାରେ ବାପ୍‌ ଲଗ୍‌ତେ ହୈ, ନାମ୍‌ ହୈ ଶାହେନ୍‌ଶାହ୍‌।’

କଭି ଖୁସି କଭି ଗମ୍‌ (2001) – ‘ପୈସା ତୋ ହର୍‌ କୋଇ କମା ଲେତା ହୈ… ଲେକିନ୍‌ ଇଜ୍ଜତ୍‌ କମାନା ସବ୍‌କେ ବସ୍‌ କି ବାତ୍‌ ନହିଁ, କେହ୍‌ ଦିୟା ନା… ବାସ୍‌ କେହ୍‌ ଦିୟା!’

ପିଙ୍କ୍‌ (2016) – ‘ଦିଜ୍‌ ବଏଜ୍‌ ମଷ୍ଟ୍‍ ରିଆଲାଇଜ୍‌… ନୋ କା ମତ୍‌ଲବ୍‌ ନୋ ହୋତା ହୈ। ଉସେ ବୋଲ୍‌ନେ ଓ୍ଵାଲି ଲଡ୍‌କି କୋଇ ପରିଚିତ୍‌ ହୋ, ଫ୍ରେଣ୍ଡ୍‌ ହୋ, କୋଇ ସେକ୍ସ୍‍ ଓ୍ଵାର୍କର୍‌ ହୋ ୟା ଆପ୍‌କି ଅପ୍‌ନି ବିଓ୍ଵି ହି  ନା ହୋ, ନୋ ମିନ୍‌ସ୍‌ ନୋ ଆଣ୍ଡ୍‌ ହୋଏନ୍‌ ସମ୍‌ଓ୍ଵାନ୍‌ ସେଜ୍‌ ସୋ, ୟୁ ଷ୍ଟପ୍‌।’

102 ନଟ୍‌ ଆଉଟ୍‌ (2018) – ଔଲାଦ୍‌ ନାଲାୟକ୍‌ ନିକ୍‌ଲେ ତୋ ଉସ୍‌ସେ ଭୁଲ୍‌ ଜାନା ଚାହିୟେ… ସିର୍ଫ ଉସ୍‌କା ବଚ୍‌ପନ୍‌ ୟାଦ୍‌ ରଖ୍‌ନା ଚାହିୟେ।’

 

Leave a Reply

Your email address will not be published. Required fields are marked *