MOOD

2484 Posts

Mo Odisha

The acknowledgment of News Websites in Odisha is developing step by step. There are a few news online interfaces accessible in local, national and global level. At whatever point anything

ଦେଶ ବିଭାଜନର ଏକ କାହାଣୀ, ଭାଇ ହିନ୍ଦୁସ୍ଥାନୀ ଭଉଣୀ ପାକିସ୍ତାନୀ

ଦେଶ ବିଭାଜନର 70 ବର୍ଷ ପରେ ଭାଇ ଉଉଣୀ ଭେଟ ହୋଇଛନ୍ତି । ଉାଭ ହିନ୍ଦୁସ୍ଥାନୀ  ହୋଇଥିବା  ବେଳେ ଦୁଇ ଭଉଣୀ ପାକିନ୍ତାନୀ ।   ତିନି ଭାଇଭଉଣୀ 1947 ମସିହା ଦେଶ ବିଭାଜନରେ ଅଲଗା ହେବାର70 ବର୍ଷ ପରେ ଭେଟ ହୋଇଛନ୍ତି

କଂଗ୍ରେସ ପ୍ରାର୍ଥିଙ୍କ ଆତ୍ମହତ୍ୟା ଉଦ୍ୟମ

ତେଲେଙ୍ଗନାର କାମଚଳା ମୁଖ୍ୟମନ୍ତ୍ରୀ ତଥା ଟି ଆର ଏସ୍‌ ନେତା କେ. ଚନ୍ଦ୍ରଶେଖର ରାଓଙ୍କ ବିରୋଧରେ କଂଗ୍ରେସ ପ୍ରାର୍ଥୀ ପ୍ରତାପ ରେଡି  ଆତ୍ମହତ୍ୟା  ଉଦ୍ୟମ କରି ଥିବା ଜଣାଯାଇଛି। ପ୍ରତାପ ରେଡି ଚଳିତ ବିଧାନସଭା ନିର୍ବାଚନରେ ଗଜେଓ୍ଵଲ୍‌ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ପ୍ରାର୍ଥୀ

ପଥରରେ ଛେଚି ଜଣକୁ ହତ୍ୟା

 ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅଞ୍ଚଳରେ  ଜମି ବାଡି ମାମଲାକୁ କେନ୍ଦ୍ର କରି ଜଣେ ଯୁବକଙ୍କ ତଣ୍ଟି କାଟି ଓ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଥିିବା ନେଇ ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ

ବିପଦରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, କେଜରିଓ୍ୱାଲଙ୍କ ପାଖକୁ ଭେଟିବାକୁ ଆସିଥିବା ବ୍ୟକ୍ତିଙ୍କ ଠାରୁ ଜୀବନ୍ତ ଗୁଳି ଉଦ୍ଧାର

 ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲଙ୍କୁ ପାଦେପାଦେ ବିପଦ । ନିକଟରେ ଜଣେ ବ୍ୟକ୍ତି ତାଙ୍କ ପାଖକୁ ଯାଇ ଲଙ୍କାଗୁଣ୍ଡ ମାଡ କରିଥିବା ବେଳେ ପୁଣି ଜଣେ ବ୍ୟକ୍ତି ତାଙ୍କୁ ଭେଟିବାକୁ ଯାଇଥିବା ବେଳେ ତାଙ୍କ ନିକଟରୁ ଜୀବନ୍ତ ଗୁଳି ଉଦ୍ଧାର ହୋଇଛି । 

ଅତି ପାଖରୁ ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତ୍ତି, କରନ୍ତୁ ଅନଲାଇନ ଟିକେଟ

ଏଣିକି  ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ପାଇଁ ଅନଲାଇନରେ ମିଳିବ ଟିକେଟ ।  ଅନଲାଇନରେ ଟିକେଟ କଲେ ଅତି ପାଖରୁ ମହାପ୍ରଭୂ ଦର୍ଶନ ଦେବେ ।  ଦୂରଦୁରାନ୍ତରୁ ଆସୁଥିବା ଭକ୍ତଙ୍କ ପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।  ଅନଲାଇନରେ 60

ସାଗୁ ବରା

ସାମଗ୍ରୀ: ସାଗୁ ଦାନା, ଚିନା ବାଦାମ, ଆଳୁ, ତେଲ, କଞ୍ଚା ଲଙ୍କା, ଧନିଆ ପତ୍ର, ଲଙ୍କା ଗୁଣ୍ଡ ଓ ଲୁଣ ପ୍ରଣାଳୀ : ପ୍ରଥମେ ସାଗୁ ଦାନାକୁ ୨ଘଣ୍ଟା ଯାଏ ପାଣିରେ ବତୁରରାଇ ଦିଅନ୍ତୁ । ଏହାଭଲଭାବେ ଭିଜି ଫୁଲିଗଲେ, ଏହାକୁ

ବିଜେପିରେ ମିଶିଲେ ଅପରାଜିତା

ବିଜେପିରେ ମିଶିଲେ ପୂର୍ବତନ ପ୍ରଶାସନିକ ଅଧିକାରୀ ଅପରାଜିତା ଷଡଙ୍ଗୀ । ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବାସଭବନରେ ସେ ବିଧିବଦ୍ଧଭାବେ ବିଜେପିରେ ସାମିଲ ହୋଇଛନ୍ତି । ଏହି ସମୟରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଆଜି ବିଜେପିରେ ଯୋଗଦେବେ ଅପରାଜିତା

ପୂର୍ବତନ ପ୍ରଶାସନିକ ଅଧିକାରୀ ଅପରାଜିତା ଷଡଙ୍ଗୀ ଆଜି ନୂଆଦିଲ୍ଲୀରେ ବିଜେପିରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ଯୋଗଦେବେ । ଅପରାଜିତା ଦିଲ୍ଲୀରେ ବିଜେପିରେ ଯୋଗ