Sasi

5065 Posts

ଅନନ୍ତ ନାରାୟଣ ଜେନାଙ୍କୁ କରୋନା

ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କରୋନାରେ ଆକ୍ରାନ୍ତ ହୋଇଛନ୍ତି । କରୋନା ପଜିଟିଭ ନେଇ ଟୁଇଟ୍ ଯୋଗେ ଶ୍ରୀ ଜେନା ସୂଚନା ଦେଇଛନ୍ତି । ପ୍ରଥମେ ତାଙ୍କ ଦେହରେ କରୋନା ଲକ୍ଷଣ ଦେଖାଦେଇଥିଲା । ଏହା ପରେ ସେ

ରାଜ୍ୟରେ କରୋନାରେ ଆଖି ବୁଜିଲେ ୮ ଆକ୍ରାନ୍ତ

ରାଜ୍ୟରେ କରୋନା ମହାମାରୀ ଯୋଗୁ ଆଉ ୮ ଜଣଙ୍କ ଜୀବନ ଯାଇଛି। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୮୦ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।କରୋନା ଯୋଗୁ ଆଖି

କଟକ- ଭୁବନେଶ୍ବରରେ ଗଣେଶ ପୂଜା ହେବ କି ନାହିଁ ସେ ନେଇ ପ୍ରଶାସନ ନିଷ୍ପତ୍ତି ନେବ: ଉଚ୍ଚ ନ୍ୟାୟାଳୟ

କଟକ- ଭୁବନେଶ୍ବର ଦ୍ବୈତ ନଗରୀରେ ଗଣେଶ ପୂଜା ହେବ କି ନାହିଁ ସେ ନେଇ ପ୍ରଶାସନ ନିଷ୍ପତ୍ତି ନେବ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟ କହିଛନ୍ତି। ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଉଚ୍ଚ ନ୍ୟାୟାଳୟ ଆଜି ଏହି ନିର୍ଦେଶନାମା ଜାରି

ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ରେ ଓଡିଶାକୁ ‘ଦ୍ରୁତତମ ଗତିଶୀଳ ରାଜ୍ୟ’ ରାଜ୍ୟ ମାନ୍ୟତା, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଜି ନୂଆଦିଲ୍ଲୀରେ ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର -୨୦୨୦ର ଫଳାଫଳ ପ୍ରକାଶ ପାଇଛି।  ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହାରଦୀପ ସିଂ ପୁରୀ ଦେଶବ୍ୟାପି କରାଯାଇଥିବା ସ୍ବଚ୍ଛତା ସର୍ବେକ୍ଷଣର ଫଳାଫଳ ଘୋଷଣା କରିଛନ୍ତି | ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ରେ ଓଡିଶାକୁ ‘ଦ୍ରୁତତମ

ସୁଧୁରୁଛି ପ୍ରଣବଙ୍କ ସ୍ୱାସ୍ଥ୍ୟାବସ୍ଥା

ଦୀର୍ଘ ଦିନ ଧରି ଗୁରୁତର ଅବସ୍ଥାରେ ଭେଣ୍ଟିଲେଟର୍‌ରେ ରହିବା ପରେ ଏବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ପରିଲଖିତ ହୋଇଛି। ଦିଲ୍ଳୀର ଆର୍ମି ରିସର୍ଚ ଆଣ୍ଡ୍‌ ରେଫେରାଲ ହସ୍ପିଟାଲ୍‌ ପକ୍ଷରୁ ପ୍ରଣବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସୁଛି

ଡାକ୍ତରଖାନାରେ ଭର୍ତ୍ତି ହେଲେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍

ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୨୮ ଲକ୍ଷ ଅତିକ୍ରମ କରିଛି। ଅନେକ ଜଣାଶୁଣା ବ୍ୟକ୍ତି  ମଧ୍ୟ ଏହି ଭୂତାଣୁ କବଳରେ ଆସି ସାରିଛନ୍ତି | ପୂର୍ବରୁ ମୋଦୀ ସରକାରଙ୍କ ୫ଜଣ କେନ୍ଦ୍ରମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏବେ ଆଉ ଜଣେ

ପକୋଡିର ମଜା

ସାମଗ୍ରୀ: ଚାଉଳ ୨ କପ୍‌, ଲୁଣ – ସ୍ୱାଦାନୁସାରେ (ଅଧା ଛୋଟ ଚାମଚ), କଞ୍ଚା ଲଙ୍କା – ୨ଟି, ଅଦା – ଅଧା ଇଞ୍ଚ, ଆମଚୁର ପାଉଡର – ୧/୪ ଛୋଟ ଚାମଚ, ଧନିଆ ପତ୍ର – ଅଳ୍ପ, ବେସନ –

ଆପଣଙ୍କ ଧଳା ଦାଢ଼ିକୁ ଚୁଟକିରେ କରନ୍ତୁ କଳା, ଜାଣନ୍ତୁ ଘରୋଇ ଉପାୟ

ଆଜିକାଲି ଯୁବପିଢ଼ିଙ୍କ ଠାରେ କମ୍‌ ବୟସରେ କେଶ ଧଳା ହୋଇଯିବା ସମସ୍ୟା ଦେଖିବାକୁ ମିଳିଛି। କିନ୍ତୁ ଏହି ସମସ୍ୟା ସେତେବେଳେ ବଢ଼ିଯାଏ ଯେତେବେଳେ ଦାଢ଼ି ଧଳା ହୋଇଯାଏ। ଏହା ପଛର କାରଣ ହେଉଛି ଭୁଲ ଲାଇଫଷ୍ଟାଇଲ, ପୋଷକ ତତ୍ତ୍ୱର ଅଭାବ, ମେଲାନିନ୍‌

ଜେଇଇ ମେନ୍ ପରୀକ୍ଷାର୍ଥୀଙ୍କୁ ଦେବାକୁ ହେବ କରୋନା ସମ୍ବନ୍ଧୀୟ ଘୋଷଣାପତ୍ର

ଜେଇଇ (ମେନ୍) ପ୍ରବେଶିକା ପରୀକ୍ଷାର ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା ପୂର୍ବରୁ କରୋନା ସମ୍ବନ୍ଧୀୟ ଘୋଷଣାପତ୍ର ଦାଖଲ କରିବାକୁ ପଡ଼ିବ। ସୋମବାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଟ୍ ଏବଂ ଜେଇଇ (ମେନ୍) ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ କରାଯାଇ ପାରିବ

ଭୁବନେଶ୍ୱରରେ ୩ଟି ହୋଟେଲରେ ରହିଛି ପେଡ୍ ଆଇସୋଲେସନ ବ୍ୟବସ୍ଥା

କରୋନା ଆକ୍ରାନ୍ତଙ୍କ ପାଇଁ ଭୁବନେଶ୍ୱରରେ ପେଡ୍ ଆଇସୋଲେସନର ବ୍ୟବସ୍ଥା ହୋଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏହି ପେଡ୍ ଆଇସୋଲେସନ ବ୍ୟବସ୍ଥା କରାଯାଇଛି। ସର୍ତ୍ତମୂଳକ ଭାବେ କରୋନା ଆକ୍ରାନ୍ତ ନିଜସ୍ୱ ଖର୍ଚ୍ଚରେ ପେଡ୍ ଆଇସୋଲେସନରେ ରହିପାରିବେ। ଏଥିପାଇଁ ପ୍ରଥମ ଦଫାରେ

ସାଟେଲାଇଟ୍‌ ଓ ଦିଗବାରେଣୀ ନଷ୍ଟ ହୋଇପାରେ ବୋଲି ସତର୍କ ସୂଚନା ଜାରିକଲା ନାସା

ପୃଥିବୀ ପୃଷ୍ଠକୁ ଆବୃତ କରି ସୂର୍ଯ୍ୟ ରଶ୍ମି ବିକିରଣରୁ ନିରାପଦ ରଖିଥିବା ଚୁମ୍ବକୀୟ କ୍ଷେତ୍ରରେ ଥିବା ଭଉଁରିଟି ପ୍ରସାରିତ ହେଉଥିବାରୁ ବୈଜ୍ଞାନିକମାନେ ଚିନ୍ତାବ୍ୟକ୍ତ କରିଛନ୍ତି। ଏକ ରିପୋର୍ଟରେ ନାସା କହିଛି, କୃତ୍ରିମ ଉପଗ୍ରହ, ମହାକାଶ ଅଭିଯାନ ଏବଂ ଦିଗବାରେଣୀ ଉପରେ ଚୁମ୍ବକୀୟ