ବିଗ୍ ବସ 12ରେ କ’ଣ ଘଟିଲା, ରୋମିଲ କହିଲେ ମୋର ତଲାକ୍ ହୋଇଯିବ

 

ବିଗ ବସ ସିଜିନ 12ର କିଛି ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ପୁଣି ହଟ ଲୁକରେ । ଏହି ଶୋରେ ଲଢାଇ ଝଗଡା ପରେ ମସ୍ତି ମଧ୍ୟ ହେଉଥିବା ଦେଖିବାକୁ ମିଳିଛି । ଏହି ଘଟଣା ଘଟିଛି ସୁଇମିଂଗ ପୁଲରେ । ପ୍ରତିଯାଗୀ  ରୋମିଲ ଚୌଧୁରୀ ପୂର୍ବରୁ ସୁଇମିଂଗ ପୁଲରେ ଗାଧୋଉଥିଲେ ।

ଏତିକିବେଳେ ଜସମିଲ ସୁଇମିଂଗପୁଲକୁ ଏଣ୍ଟି କରିବାକୁ ରୋମିଲ ଚୌଧୁରୀ ଲାଜରେ ସେଠୁ ଚାଲିଯାଇଥିଲେ । ଏବଂ କହିବାକୁ ଲାଗିଲେ ମୋର ତଲାକ ହୋଇଯିବ ।

 

Leave a Reply

Your email address will not be published. Required fields are marked *