ରେଳବାଇର ଭର୍ତ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

ଇଣ୍ଡିଆନ୍‌ ରେଲେଓ୍ଵଜ୍‌ ରିକ୍ୱାରମେଣ୍ଟ ୨୦୧୮ ଇଷ୍ଟର୍ଣ୍ଣ ରଳବାଇ ଇଚ୍ଛୁକ ଓ ଯୋଗ୍ୟ ଆବେଦନକାରୀଙ୍କ ପାଇଁ ୨ହଜାର ୯୦୭ ACT Apprentices ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଆବେଦନକାରୀ ଏହି ପଦବୀ ପାଇଁ  ନଭେମ୍ବର ୧୪ ତାରିଖ ସୁଦ୍ଧା ଆବେଦନ କରି

୨୧୯ ଅବକାରୀ କନଷ୍ଟେବଳ ପଦବୀ ପାଇଁ ବିଜ୍ଞପ୍ତି ଜାରି

ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସଏସସି) ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ବାହାରିଛି । ଅବକାରୀ ବା ଏକ୍ସାଇଜ କନଷ୍ଟେବଳ ପଦରେ ରହିବା ପାଇଁ ପ୍ରାର୍ଥୀମାନେ ଆବେଦନ କରିପାରିବେ । ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା ରହିଛି ଦଶମ । ଛଛୁକ ଥିବା

ଆଜିଠୁ ଆୟୁଷ୍ମାନ ଭାରତର ଶୁଭାରମ୍ଭ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିବେ । ଝାଡଖଣ୍ଡର ରଞ୍ଚିରୁ  ଏହାର ଶୁଭାରମ୍ଭ ହେବ । ତେବେ ବିଧିବଦ୍ଧ ଭାବେ ଏହା ଆସନ୍ତା 25 ତାରିଖରୁ ଆରମ୍ଭ ହେବ ।

ଖୁସି ଖବର, ଏବର୍ଷ ରହିଛି 9.51ଲକ୍ଷ ନିଯୁକ୍ତି ସୁଯୋଗ

ଦେଶରେ ବର୍ତ୍ତମାନ ଚକିରି ଏକ ବଡ ସମସ୍ୟା ହୋଇ ଛିଡା ହୋଇଛି । ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କୁ ଚାକିରି ବା ନିଯୁକ୍ତି ସୁଯୋଗ ମିଳୁନାହିଁ ।  ସେଥିପାଇଁ ବେଳେବେଳେ ଉଚ୍ଚଶିକ୍ଷିତ ଯୁବକ ଯୁବତୀମାନେ ଖରାପ ରାସ୍ତା ଆପଣାଉଛନ୍ତି । ଏଭଳି

ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିସ୍‌ ପାଇଁ ସାରା ଦେଶରେ ଖୋଲିଲା 3400 ସେଣ୍ଟର, ଓଡ଼ିଶାର 108ଟି ଟିପିସିରେ 8672ଟି କମ୍ପ୍ୟୁଟର ସୁବିଧା ରହିଛି

ଜେଇଇ ମେନ୍‌, ୟୁଜିସି ନେଟ୍‌ ପରି ଉଚ୍ଚଶିକ୍ଷା ପାଠ୍ୟକ୍ରମ ପ୍ରତି ଆଗ୍ରହ ଦେଖାଉଥିବା ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିସ୍‌ ପାଇଁ ସାରା ଦେଶରେ  3400ଟେଷ୍ଟ ପ୍ରାକ୍ଟିସ୍‌ ସେଣ୍ଟର(ଟିପିସି)  ଖୋଲିଛି ।  ଦେଶର 622ଟି ଜିଲ୍ଲାରେ ଟିପିସିଗୁଡ଼ିକ ଖୋଲାଯାଇଛି । ଯେଉଁଠାରେ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା

ଗେଟ ୨୦୧୯ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ଗେଟ ୨୦୧୯ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଛୁକ ଓ ଆଶାୟୀ ପ୍ରାର୍ଥୀ ଏହାର ଅଫିସିଆଲ ୱେସାଇଟ ଯାଇ ଆପ୍ଲିକେସନ ଫର୍ମ ପୂରଣ କରିପାରିବେ । ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିବାର ଶେଷ ତାରିଖ ନଭେମ୍ବର ୧୬ ।

୨୦୨୦ରୁ ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା

୨୦୨୦-୨୧ରୁ ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା । ଏନେଇ ଆଜି ମାଧ୍ୟମିକ ଶିକ୍ଷା ବୋର୍ଡ ଅଧ୍ୟକ୍ଷା ଜାହାନ ଆରା ବେଗମ ସୂଚନା ଦେଇଛନ୍ତି । ସେ କହିଛନ୍ତି ଓ ଏମ୍ଆର ସିଟ ଓ ମଲ୍ଟିପୁଲ ସଂକ୍ଷିପ୍ତ ପ୍ରଶ୍ନୋତ୍ତର ଢାଞ୍ଚଉଠିଯିବ । ଏଣିକି

ଆସନ୍ତା ବର୍ଷରୁ  ପ୍ରବେଶିକା ପରୀକ୍ଷାର୍ଥିଙ୍କୁ ସରକାର ଦେବେ ମାଗଣା କୋଚିଂ

2019ମସିହାରୁ ଦେଶର ସମସ୍ତ ଜେଇଇ ଏବଂ ନିଟ୍ ଏଣ୍ଟ୍ରାନ୍ସ ଦେଉଥିବା ଛାତ୍ରଛାତ୍ରୀଙ୍କୁ  କେନ୍ଦ୍ରସରକାର ମାଗଣା କୋଚିଂ ଦେବେ ।  ଏହି ପ୍ରବେଶିକା ପରୀକ୍ଷା କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟୋଜିତ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ତାର 2679ଟି ଟେଷ୍ଟ ପ୍ରାକ୍ଟିସ

ରାଗିଂ ପଡିବ ମହଙ୍ଗା , କଲେଜରୁ ହେବେ ବହିଷ୍କାର

  ଦେଶରେ ରାଗିଂ ଘଟଣା ବଢ଼ିଚାଲିଥିବା ବେଳେ ଓଡିଶାରେ  ରାଗିଂକୁ ନେଇ ଉଚ୍ଚଶିକ୍ଷାମନ୍ତ୍ରୀ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି  ଏଣିକି କଲେଜରେ ଆଖି ମାରିଲେ ବି ହେବ କାର୍ଯ୍ୟାନୁଷ୍ଠାନ । ସମସ୍ତ ଶିକ୍ଷାନୁଷ୍ଠାନକୁ

‘ମୋ ସ୍କୁଲ’ ଯୋଜନା – ପ୍ରଥମ ପର୍ଯ୍ୟାୟରେ 6 ଜିଲ୍ଲାର 262 ସ୍କୁଲ୍

ଭୁବନେଶ୍ୱର- ଗତ  ଶିଶୁ ଦିବସରେ ରାଜ୍ୟରେ ଶିକ୍ଷା ଓ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସ୍କୁଲ୍’ ଯୋଜନାର ଶୁଭାରମ୍ଭ କରିଥିଲେ। ଏଥିପାଇଁ ୧୦୦ କୋଟି ଟଙ୍କାର କର୍ପସ ପାଣ୍ଠି ବ୍ୟବସ୍ଥା କାରାଯାଇଥିଲା । ଏଥିରେ ପୁରାତନ ଛାତ୍ର

ମାଟ୍ରିକ ପରୀକ୍ଷାରୁ ଓଏମ୍ଆଇ ଉଠିବା ପ୍ରସଙ୍ଗ: ବିଶେଷଜ୍ଞ କମିଟି ପରାମର୍ଶକୁ ଚାପିଦେଲେ

ଚଳିତ ବର୍ଷ ଓଏମ୍ଆର ପ୍ରଶ୍ନ ରହିବ ନା ଏହା ବଦଳରେ ବିକଳ୍ପ ସଂକ୍ଷିପ୍ତ ପ୍ରଶ୍ନ ଆସିବ ତାହା ଚୂଡ଼ାନ୍ତ ହୋଇନାହିଁ । ଆଜି ବୋର୍ଡ ଶିକ୍ଷା କମିଟି ବୈଠକରେେ ସଭ୍ୟମାନେ ଏନେଇ ପ୍ରଶ୍ନ ଉଠାଇଛନ୍ତି । ଆଜି ମାଧ୍ୟମିକ ଶିକ୍ଷା ପରିଷଦର