Category: ଶିକ୍ଷା ଓ ନିଯୁକ୍ତି

Total 74 Posts

ସରିଲା ସପ୍ଲିମେଣ୍ଟାରୀ ପରୀକ୍ଷା

View: 19 ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଗତ ୮ତାରିଖରୁ ଆରମ୍ଭ ହୋଇଥିବା ଉଭୟ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ଦ୍ବିତୀୟ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆଜି ଶେଷ ହୋଇଛି। ଶେଷ ଦିନରେ ଆଜି ପ୍ରାକ୍ଟିକାଲ୍‌ ପରୀକ୍ଷା ଥିଲା। ଚଳିତ

ଓଟିଇଟି ପରୀକ୍ଷା ବିଜ୍ଞପ୍ତି ପ୍ରକାଶ

View: 29 ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଟିଇଟି ପରୀକ୍ଷା ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଆଶାୟୀ ପରୀକ୍ଷାର୍ଥୀ ଚଳିତ ମାସ ୧୫ରୁ ୨୬ତାରିଖ ପର୍ଯ୍ୟନ୍ତ କେବଳ ଅନଲାଇନରେ ଆବେଦନ କରିପାରିବେ ।   ଆଜି ମାଧ୍ୟମିକ

ସରକାରୀ ଇଞ୍ଜିନିୟରିଂ କଲେଜ ସିଟ୍‌ କମିଛି

View: 18 ସରକାରୀ ଇଞ୍ଜିନିୟରିଂ କଲେଜରେ ବିଭାଗ ବନ୍ଦ ହୋଇନାହିଁ, ବରଂ ରାଜ୍ୟର ଦୁଇଟି ସରକାରୀ ଇଞ୍ଜିନିୟରିଂ କଲେଜର ୨ଟି ଲେଖାଏଁ ବିଭାଗରେ ୩୦ଟି ଲେଖାଏଁ ସିଟ୍‌ ହ୍ରାସ କରାଯାଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ

ସ୍ବତନ୍ତ୍ର ଓଜେଇଇ ପାଇଁ ୧୩ ଯାଏ ଆବେଦନ

View: 27 ବି.ଟେକ୍‌, ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ୍‌, ଏମ୍‌ବିଏ, ଏମ୍‌ସିଏ, ଲାଟେରାଲ ଏଣ୍ଟ୍ରି ଏମ୍‌ସିଏ ପାଠ୍ୟକ୍ରମରେ ନାମଲେଖା ପାଇଁ ଜୁଲାଇ ୨୧ରେ ଅନୁଷ୍ଠିତ ହେବାକୁ ଥିବା ସ୍ବତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଆବେଦନ ସମୟ ସୀମାକୁ ବୃଦ୍ଧି

‘ରୁଷା’ ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି ବିଶ୍ବବିଦ୍ୟାଳୟ

View: 24 ଅର୍ଥ ନାହିଁ; ତେଣୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସର ଉନ୍ନତି ହୋଇପାରୁନି। ଶିକ୍ଷକ ଓ କର୍ମଚାରୀ ପଦବି ଖାଲି ପଡ଼ିଥିବାରୁ ଶିକ୍ଷାଦାନ ଠିକ୍‌ ଭାବେ ହୋଇପାରୁନି। କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟକୁ ଯେଉଁ ପରିମାଣର ଅର୍ଥ ମିଳୁଛି ରାଜ୍ୟ ବିଶ୍ବବିଦ୍ୟାଳୟଗୁଡ଼ିକୁ ସେଭଳି ଅର୍ଥ ମିଳୁନି।

ଅଧ୍ୟାପକଙ୍କୁ ଜଗିବ ବାୟୋମେଟ୍ରିକ ମେସିନ୍

View: 1,169 ଆଉ ଠକି ପାରିବେନି ଅଧ୍ୟାପକ । ଏଣିକି ଅସାଧୁ ଅଧ୍ୟାପକଙ୍କୁ ଜଗିବ ବାୟୋମେଟ୍ରିକ ମେସିନ୍ । ରାଜ୍ୟରେ ଥିବା ଡିଗ୍ରୀ କଲେଜ ଗୁଡିକରେ ଅଧ୍ୟାପକଙ୍କ ଉପସ୍ଥାନ କମୁଥିବାରୁ ବାୟୋମେଟ୍ରିକ ମେସିନ୍ ଲଗାଇବାକୁ ୨୦୧୮ରେ ଯୋଜନା ପ୍ରସ୍ତୁତ କରିଥିଲା ଉଚ୍ଚଶିକ୍ଷା

୯୬୬ଟି ସ୍କୁଲରେ ପଡିବ ତାଲା, କେଉଁ ଜିଲ୍ଲାରେ କେତେ ସ୍କୁଲ ବନ୍ଦ ହେବ ଆସିଲା ତାଲିକା

View: 162 ରାଜ୍ୟ ସିକ୍ଷାମନ୍ତ୍ରୀଙ୍କ ଆକ୍ସନ ମୋଡ। ରାଜ୍ୟରେ ବନ୍ଦ ହେବ ୯୬୬ ଟି ପ୍ରାଥମିକ ସ୍କୁଲ । ଯେଉଁ ସ୍କୁଲରେ ଉପସ୍ଥାନ କମ୍ ସେହି ସ୍କୁଲ ଗୁଡିକୁ ସରକାର ବନ୍ଦ କରିବାକୁ ନିସ୍ପତ୍ତି ନେଇଛନ୍ତି । ସେଠାରେ ପଢୁଥିବା ପିଲାମାନେ

ଓଡିଶାରେ ବଢିଲା 100ଟି ମେଡିକାଲ ସିଟ୍

View: 1,084 ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ଆହୁରି 100ଟି ସିଟ୍ ବୃଦ୍ଧି କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ଓଡିଶାର ବିଭିନ୍ନ ମେଡିକାଲ କଲେଜରେ ଥିବା ସିଟ୍ ବୃଦ୍ଧି କରିବା ପାଇଁ ଦୀର୍ଘଦିନ ହେବ ଦାବି

ଯୁକ୍ତ ତିନି ନାମଲେଖା ଆରମ୍ଭ

View: 1,685 ଆଜିଠୁ ଆରମ୍ଭ ହେଉଛି ଯୁକ୍ତ 3 ରେ ନାମଲେଖା। ଆଜି ଦିନ  11ଟାରୁ ଛାତ୍ରଛାତ୍ରୀମାନେ www.samsodisha.gov.in ୱେବସାଇଟ୍‌ରେ ଆବେଦନ କରି ପାରିବେ। ଜୁଲାଇ 8 ତାରିଖ ରାତି 11ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।  ଜୁଲାଇ 18 ତାରିଖରେ

ସ୍କୁଲ ପିଲାଙ୍କ ପାଇଁ ଖୁସି ଖବର, ଘରଠାରୁ ସ୍କୁଲ 1 କିମି ଦୂର ହେଲେ ମିଳିବ ବାଟଖର୍ଚ୍ଚ,

View: 179 ସ୍କୁଲ ପିଲାଙ୍କ ପାଇଁ  ଖୁସି ଖବର । ଏଣିକି ସରକାରୀ ପ୍ରାଥମିକ ସ୍କୁଲ ପିଲାଙ୍କ ଯାତାୟାତ ଖର୍ଚ୍ଚ ବହନ କରିବେ  ସରକାର । ଏକ କିମିରୁ ସ୍କୁଲର ଦୂରତା ଅଧିକ ହେଲେ ପିଲାଙ୍କୁ ବାଟ ଖର୍ଚ୍ଚ ଦିଆଯିବ । 

ପିଜି ବିଦ୍ୟାର୍ଥୀଙ୍କ ପାଇଁ ମୋଦି ସରକାର ଦେବେ ମାସକୁ 12,500ଟଙ୍କା, କେମିତି ଉଠାଇବେ ଲାଭ, ପଢନ୍ତୁ

View: 46 ଯଦି କୌଣସି ବିଦ୍ୟାର୍ଥୀଙ୍କ ନିକଟରେ ପ୍ରତିଭା ଅଛି, ସେ ପଇସା ପାଇଁ ପଢିପାରୁନାହାନ୍ତି  ତେବେ ତାଙ୍କ ପାଠପଢା ଅଟକିବ ନାହିଁ ।  ଏଥିପାଇଁ ମୋଦି ସରକାର ଦେବେ ମାସକୁ 12,500ଟଙ୍କା ।  ଜ୍ଞାନୀ ବିଦ୍ୟାର୍ଥୀଙ୍କୁ ମୋଦି ସରକାର ଏହି