ଡିସେମ୍ବର ୧୨ରେ କପିଲଙ୍କ ବିବାହ

କମେଡି କିଙ୍ଗ କପିଲ ଶର୍ମା ତାଙ୍କ ଗର୍ଲଫ୍ରେଣ୍ଡ ଗିନି ଚତରଥଙ୍କୁ ଡିସେମ୍ବରରେ ୧୨ରେ ଜଳନ୍ଧରରେ ବିବାହ ହେବ ବୋଲି କପିଲ ସ୍ପଷ୍ଟ କରିଛନ୍ତି । ଜଳନ୍ଧର ହେଉଛି କପିଲଙ୍କ ଗର୍ଲଫ୍ରେଣ୍ଡ ଗିନିଙ୍କ ଜନ୍ମ ସହର । କପିଲ କହିଛନ୍ତି ଯେ ଉଭୟ

ବିବାହ ତାରିଖ ଘୋଷଣା କଲେ ଦୀପିକା-ରଣବୀର

ବଲିଉଡ଼ର ଚର୍ଚ୍ଚିତ ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ ସେମାନଙ୍କ ବିବାହ ତାରିଖ ଘୋଷଣା କରିଛନ୍ତି । ଚଳିତ ବର୍ଷ ନଭେମ୍ବର ୧୪ ଓ ୧୫ ତାରିଖକୁ ଏହି ବବାହ ତାରିଖ ଧାର୍ଯ୍ୟ ହୋଇଛି । ରବିବାର ସୋଶାଲ

ହ୍ୱିଲଚେୟାରରେ କମେଡି କ୍ୱିନ୍ ଭାରତୀ ସିଂହ

ପ୍ରଖ୍ୟାତ କମେଡିଆନ ଭାରତୀ ସିଂହଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି I ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଭାରତୀ ହ୍ଵିଲଚେୟାରରେ ବସି ସୁଟିଂ ସେଟକୁ ଆସୁଥିବାର ନଜର ଆସୁଛନ୍ତି । ଭାରତୀଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ

ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକଙ୍କ ପରଲୋକ

ପ୍ରଯୋଜକ-ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକ ଆଉ ନାହାନ୍ତି। ନୂଆଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଆଜି ସକାଳ ୮ଟା ସମୟରେ ତାଙ୍କର ପରଲୋକ ଘଟିଛି। ଅମୀୟ ପଟ୍ଟନାୟକଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ବହୁ ଓଡ଼ିଅା ଚଳଚ୍ଚିତ୍ର ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା। ୮୦ଦଶକରେ ଓଡ଼ିଅା ଚଳଚ୍ଚିତ୍ର ନିର୍ମାଣ

ଚିତ୍ରଶିଳ୍ପୀ ଯତୀନ ଦାସଙ୍କ ନାଁରେ ଆଉ ଏକ ‘#ମି ଠୁ’ ଅଭିଯୋଗ

ଚିତ୍ରଶିଳ୍ପୀ ଯଦୀନ ଦାସଙ୍କ ନାଁରେ ଆଉ ଏକ ‘#ମି ଠୁ’ ଅଭିଯୋଗ ଆଣିଛନ୍ତି ଜଣେ ମହିଳା ସାମ୍ବାଦିକା।  ସାମ୍ବାଦିକା ଅନୁଶ୍ରୀ ମଜୁମଦାର ଏହି ଅଭିଯୋଗ ଆଣିଛନ୍ତି। ଅନୁଶ୍ରୀଙ୍କ ଅଭିଯୋଗ ଅନୁସାରେ ଚିତ୍ରଶିଳ୍ପୀ ଯତୀନ ଦାସ କାମ ବାହାନାରେ ବାରମ୍ବାର ଫୋନ କରୁଥିଲେ।

ଓଲିଉଡ୍‌ ଅଭିନେତ୍ରୀ ଏଲି ପାଢ଼ୀ ଆଣିଲେ #ମି ଠୁ ଅଭିଯୋଗ

#ମି ଠୁ ଅଭିଯାନ ଏବେ ଭାରତର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି #ମି ଠୁ ଅଭିଯାନ ଦ୍ୱାରା ଅନେକ ଲୋକଙ୍କ ବାସ୍ତବ ମୁଖା ଖୋଲିବାରେ ଲାଗିଛି। ବଲିଉଡ୍‌ରେ ପ୍ରଥମେ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଅଭିନେତା ନାନା ପାଟକରଙ୍କ ନାମରେ ନିର୍ଯାତନା ଅଭିଯୋଗ

ପ୍ରେମଆନନ୍ଦ ପାଇବେ ଓଡିଶା ଏକ୍ସିଲେନ୍ସି ଆଓ୍ୱାର୍ଡ

ସଂଗୀତ ନିର୍ଦ୍ଦେଶନାରେ ଉଲ୍ଲେଖନୀୟ ଅବଦାନ ପାଇଁ  ଓଡିଶାର ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ପାଇବେ ଓଡିଶା ଏକ୍ସିଲେନ୍ସି ପୁରସ୍କାର । ଓଡ଼ିଆ ମିଡ଼ିଆ ଦ୍ୱାରା ଆସନ୍ତା 15 ତାରିଖରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଏହି ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ

ଗାୟିକା ଅନ୍ନପୂର୍ଣ୍ଣା ଦେବୀଙ୍କ ପରଲୋକ

ଭାରତର ପ୍ରସିଦ୍ଧ ହିନ୍ଦୁସ୍ତାନୀ ସଙ୍ଗୀତକାର ତଥା ପଦ୍ମଭୂଷଣ ଅନ୍ନପୂର୍ଣ୍ଣା ଦେବୀ(୯୧)ଙ୍କର ମୁମ୍ବାଇର ଏକ ହସ୍ପିଟାଲରେ ପରଲୋକ ଘଟିଛି । ସେ ରାତି ୩ଟା ୫୧ରେ ନିଶ୍ୱାସ ତ୍ୟାଗ କରିଥିଲେ । ପଦ୍ମଭୂଷଣ ଅନ୍ନପୂର୍ଣ୍ଣା ଦେବୀଙ୍କ ଜନ୍ମ ୧୯୨୭ ମସିହାରେ ମଧ୍ୟପ୍ରଦେଶର ମୈହର

ଟପ୍‌ଲେସ୍‌ ଫଟୋ ଛାଡ଼ି ଟ୍ରୋଲ ହେଲେ ଅଭିନେତ୍ରୀ ତନିଶା ମୁଖାର୍ଜୀ

ଫିଲ୍ମ ଦୁନିଆରୁ ବାହାରକୁ ଚାଲି ଯାଇଥିବା ଅଭିନେତ୍ରୀ ତନିଶା ମୁଖାର୍ଜୀ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଇନ୍‌ଷ୍ଟାଗ୍ରାମରେ ସେ ପୋଷ୍ଟ କରିଥିବା ଏକ ଫଟୋ ପାଇଁ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଫିଲ୍ମରେ କାମ କରିବା

ପ୍ରେମ ଆନନ୍ଦଙ୍କୁ ସଂଗୀତଶ୍ରୀ ସମ୍ମାନ

ଦିବ୍ୟଜ୍ୟୋତି ଫାଉଣ୍ଡେସନ ତରଫରୁ ଜୟଦେବ ଭବନରେ ଆୟୋଜିତ ହୋଇଯାଇଛି ସଂଗୀତ କାର୍ଯ୍ୟକ୍ରମ କେହେନା ହେ କ୍ୟା ।  ଏଥିରେ ଓଡିଶାର ବିଭିନ୍ନ କଣ୍ଠଶିଳ୍ପୀ ମାନେ ଅଂଶଗ୍ରହଣ କରିଥିଲେ । ଉଭୟ ହୀନ୍ଦୀ ଓ ଓଡିଆ ସଂଗୀତ  ଦର୍ଶକଙ୍କୁ ବେଶ ବିମୋହିତ କରିଥିଲା

ବିଗ୍ ବସ 12ରେ କ’ଣ ଘଟିଲା, ରୋମିଲ କହିଲେ ମୋର ତଲାକ୍ ହୋଇଯିବ

  ବିଗ ବସ ସିଜିନ 12ର କିଛି ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ପୁଣି ହଟ ଲୁକରେ । ଏହି ଶୋରେ ଲଢାଇ ଝଗଡା ପରେ ମସ୍ତି ମଧ୍ୟ ହେଉଥିବା ଦେଖିବାକୁ ମିଳିଛି । ଏହି ଘଟଣା ଘଟିଛି ସୁଇମିଂଗ