latest

Category: ସାହିତ୍ୟ

Total 17 Posts

ସାହିତ୍ୟ ଏକାଡେମୀ ପୁରସ୍କାରର ଘୋଷଣା, ଓଡିଶାରୁ ତରୁଣକାନ୍ତି ସାମିଲ

କେନ୍ଦ୍ରସାହିତ୍ୟ ଏକାଡେମୀ ବୁଧବାର ଦିନ 23 ଭାଷାରେ ନିଜର ବାର୍ଷିକ ସାହିତ୍ୟ ଏକାଡେମୀ ପୁରସ୍କାରର ଘୋଷଣା କରିଛି । ସାତଟି କବିତା ସଂଗ୍ରହ, ଚାରି ଉପନ୍ୟାସ, ଛଅ କାହାଣୀ ସଂଗ୍ରହ, ତିନି ନିବନ୍ଧ ସଂଗ୍ରହ, ଆତ୍ମକଥା ଏବଂ ଜୀବନୀକୁ ନେଇ ଏହି

ଶ୍ରୀହରି ସୁଦର୍ଶନ ଚକ୍ର କେଉଁଠୁ ପାଇଲେ 

ଶ୍ରୀହରି ନିଜ ସୁଦର୍ଶନ ଚକ୍ର ସହାୟତାରେ ଭକ୍ତମାନଙ୍କ ରକ୍ଷା କରିଥାନ୍ତି । ତେବେ ଆପଣ ଜାଣିଛନ୍ତି କି ଶ୍ରୀହରି ଏହି ସୁଦର୍ଶନ ଚକ୍ର କେଉଁଠୁ ପାଇଲେ ? ଭଗବାନ ବିଷ୍ଣୁ ଶିବଙ୍କ ଉପାସନା କରନ୍ତି ଏବଂ ଶିବ ଶ୍ରୀହରିଙ୍କ ଉପାସନା କରିଥାନ୍ତି

ଇନ୍ଦ୍ରଙ୍କ ସମ୍ପର୍କରେ ଗୋଟିଏ ଚମତ୍କାର କାହାଣୀ ରହିଛି,ପ୍ରଳୟ ପରେ…

ଇନ୍ଦ୍ରଙ୍କ ସମ୍ପର୍କରେ ଗୋଟିଏ ଚମତ୍କାର କାହାଣୀ ରହିଛି । ପ୍ରଳୟ ପରେ ପୁଣି ଥରେ ନୂଆ ସୃଷ୍ଟି ହେବା ପୂର୍ବରୁ ଗୋଟିଏ ଯୁଗ ଥିଲା । ସେହି ଯୁଗର ନାଆଁ କୃତ ଯୁଗ । ସେତେବେଳେ ପାହାଡମାନଙ୍କର ଚଢେ଼ଇ ପରି ଡେଣା

ମୁଁ ମଧୁ କହୁଛି…

ଶୁଣି ପାରୁଛନ୍ତି, ମୁଁ ମଧୁ କହୁଛି । ମଧୁ କିଏ…?? ମଧୁ ଏକ ଛେଳି l ସେ ମା ହେବାକୁ ଯାଉଥିଲା l ଗର୍ଭବତୀ ଥିବା ସମୟରେ ସେ ଭଗବାନଙ୍କୁ ପ୍ରତିଦିନ ଆଶିର୍ବାଦ ମାଗୁଥିଲା,ହେ ଭଗବାନ ମୋତେ ଝିଅଟିଏ ଦିଅନ୍ତୁ ।

ପିଇବି ନାହିଁ ଲୋ କଳା ପାଣି ପରି ଦିଶେ…

ପିଇବି ନାହିଁ ଲୋ କଳା ପାଣି ପରି ଦିଶେ ସେଇ କଳାପାଣି ପେଟରେ ପଡ଼ିଲେ ଚଉଦ ଭୁବନ ଦିଶେ” ଓଡ଼ିଆ ଗୀତିନାଟ୍ୟ ଜଗତର ମୁକୁଟ ବିହିନ ସମ୍ରାଟ,ଗଣ ସାହିତ୍ୟର ଅନନ୍ୟ କାଳଜୟୀ ସ୍ରଷ୍ଟା ମାହାଙ୍ଗା ମାଟିର ଅନ୍ୟତମ ବରପୁତ୍ର ଗଣକବି ବୈଷ୍ଣବ

“ଓଁ ପରମାତ୍ମନେ ନମଃ”

ଆମେ ଦେଖୁଛେ ପ୍ରତିଦିନ ସୂର୍ଯ୍ୟ ଉଦୟ ହେଉଛନ୍ତି ଓ ଅସ୍ତ ଯାଉଛନ୍ତି। ପ୍ରତିଦିନ ସକାଳ ହେଉଚି ପୁଣି ସନ୍ଧ୍ୟା ହେଉଛି। ସୂର୍ଯ୍ୟଙ୍କର ଉଦୟ ଓ ଅସ୍ତ ସହିତ ତାଳ ଦେଇ ମଣିଷର ଆୟୁଷ ମଧ୍ୟ ସରିସରି ଯାଉଛି।ବିଚାର କଲେ ବିସ୍ମୟ ଲାଗେ

ନଈ କୂଳର ସେ ଗାଁ କଥା ମନେ ପଡୁଛି

ପ୍ରକୃତିର ଏହି ବିରାଟ ଅଂଶରେ ଗଢି  ଉଠିଛି ବିରାଟ  ଜୀବଜଗତ । ଏଠି ସମସ୍ତଙ୍କୁ ବଞ୍ଚିବାର ଅଧିକାର ଅଛି  । ଏଇଠି ଆରମ୍ଭ ହୋଇ ଏଇଠି ବିଲୀନ ହୋଇଯାଏ ଅନେକ କାହାଣୀ  ।  ପ୍ରେମ, ଭଲ ପାଇବା, ରାଗ, ଋଷ ସବୁ

ଗଙ୍ଗାନଦୀ ଉତ୍ପତ୍ତି ବିଷୟରେ ମହର୍ଷି ବିଶ୍ବାମିତ୍ର ରାମଚନ୍ଦ୍ରଙ୍କୁ କ’ଣ କହିଲେ

ମହର୍ଷି ବିଶ୍ବାମିତ୍ର, ଶ୍ରୀରାମ, ଲକ୍ଷ୍ମଣ ଓ ସାଙ୍ଗରେ ଥିବା ଅନ୍ଯ ଋଷିମାନେ ଶୋଣନଦୀ ପାର ହୋଇ ମିଥିଳା ଅଭିମୁଖେ ଯାଉ ଯାଉ ବାଟରେ ଗଙ୍ଗାନଦୀ ପଡିଲା । ଗଙ୍ଗାନଦୀ ତୀରର ପ୍ରାକୃତିକ ପରିବେଶରେ ମୋହିତ ହୋଇ ସମସ୍ତେ ସେଠାରେ ମନମୋଦରେ ବସିଲେ

ଅଶ୍ୱତଥ ଗଛକୁ ପୂଜା କଲେ ହେବ ଧନ ବର୍ଷl

ହିନ୍ଦୁ ଶାସ୍ତ୍ର ଅନୁସାରେ ଅଶ୍ୱତଥ ଗଛକୁ ପୂଜା କଲେ ସମସ୍ତ ମନୋକାମନା ପୁରଣ ହୋଇଥାଏ। ଏଣୁ ଏହି ବୃକ୍ଷକୁ ପୂଜା ବି କରାଯାଏ। ତେବେ ବୈଜ୍ଞାକନିକ ମାନ୍ୟତା ଅନୁସାରେ ଅନ୍ୟ କୌଣସି ବୃକ୍ଷ ଅପେକ୍ଷା ଜୀବଜଗତ ଲାଗି କେବଳ ଅଶ୍ୱତଥ ଗଛ ହିଁ

ଠାକୁରଙ୍କୁ ଡ଼ରି ସୋମବାର ; ମଦ, ମାଂସ ଖାଇ ଗଡ଼ିବୁ ବୁଧବାର

ଆମେ ଠାକୁରଙ୍କୁ ଡ଼ରି ସୋମବାର, ଗୁରୁବାର ଆଇଁଷ ଖାଇବୁନି। କିନ୍ତୁ ଏହିଦିନ ଲାଞ୍ଚ ନେବୁ, ଅନ୍ୟକୁ ଠକିବୁ। ମିଛ କହିବୁ। ପାଟି ଖୋଲିଲେ ଅଭାଷା ଓଗାଳିବୁ। ବୁଧବାର, ଶୁକ୍ରବାର, ରବିବାର ଏ ଦୁନିଆରୁ ଠାକୁର କୁଆଡ଼େ ପଳାନ୍ତି ବୋଲି ମଦ, ମାଂସ

ଟିକେ ବଞ୍ଚିବାକୁ ଦିଅ… !

କିଏ ସେ । ଯାହା କଥା ସବୁବେଳେ ମନେ ପଡ଼ୁଛି । ମନେ ପଡ଼ୁଛି ଯେତେବେଳ ତାହା ରୂପ ସାମ୍ନାକୁ ଆସୁନାହିଁ । ଆସୁଥିଲେ ବି ଆଖିକୁ ଝାପସା ଦିଶୁଛି । ଏପରି କାହିକିଁ ହେଉଛି । ସେ କଣ ପରୀ