ଆଜି ବାହାରିବ ଅବଢା , ଜିଦରୁ ଓହରିଲା ସୁଆର-ମହାସୁଆର ନିଯୋଗ

ଆଜିଠାରୁ ଭକ୍ତଙ୍କୁ ମିଳିବ ମହାପ୍ରସାଦ । ଗତଚାରି ଦିନ ଧରି ଲାଗିରହିଥିବା ବିବାଦ ଅନ୍ତ ଘଟିଛି । ଜିଦରେ ଅଟଳ ରହିଥିବା ସୁଆର ମହାସୁଆର ନିଯୋଗ ଶାନ୍ତ ପଡିଛନ୍ତି । ମହାପ୍ରଭୁଙ୍କଠାରେ କେବଳ କୋଠଭୋଗ ଲାଗି ହେଉଥିବା ବେଳେ ସାଧାରଣ ଭକ୍ତଙ୍କ

ଆଜି ବାହାରିପାରେ ଅବଢା, ସେବାୟତଙ୍କୁ ଅନୁରୋଧ କଲେ ଶ୍ରୀମନ୍ଦିର ପ୍ରଶାସକ

ଦୁଇଦିନ ବିବାଦପରେ ଆଜି ଅବଢା ବାହାରି ପାରେ । ଆଜି ସକାଳୁ ଶ୍ରୀମନ୍ଦିରରେ ନୀତି ଶୃଙ୍ଖଳିତ ଭାବେ ଚାଲିଛି । ଏନେଇ ସମସ୍ତ ସେବାୟତଙ୍କ ସହଯୋଗ ରହିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା କହିଛନ୍ତି । ମହାପ୍ରାସାଦ ପ୍ରସ୍ତୁତ ପାଇଁ

ଆଜି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ଚାପଖେଳିବେ ଠାକୁର

ଆଜି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ନରେନ୍ଦ୍ର ପୁଷ୍କରଣୀରେ ଚାପ ଖେଳିବେ ମହାପ୍ରଭୁ । ପ୍ରଭୁଙ୍କୁ ପ୍ରଚଣ୍ଡ ଖରାରୁ ଉପଶମ ଦେବା ଲାଗି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବା ଲାଗି ବନ୍ଦୋବସ୍ତ କରାଯାଇଛି । ଡଙ୍ଗାରେ ପ୍ରଭୁ ଜଳକ୍ରୀଡା କରିବେ ।

ଏବେ କାଳିଆ ଭରସା ! କୋଇଲି ବୈକୁଣ୍ଠରେ ପୋତାଗଲା ଅମୁଣିଆ ପ୍ରସାଦ

ଭୁବନେଶ୍ୱର – ମହାପ୍ରଭୁଙ୍କ ନୀତି ବିଭ୍ରାଟ ନେଇ ଚାଲିଥିବା ବିବାଦ ଥମିବାର ନାଁ ଧରୁନାହିଁ । ଆଜି କୋଇଲି ବୈକୁଣ୍ଠରେ ଶ୍ରୀମନ୍ଦିର ରୋଷ ଘରୁ ବାହାରିଥିବା ଅମୁଣିଆ ପୋତା ଯାଇଛି । ଶ୍ରୀମନ୍ଦିର ନୀତି ଅନୁସାରେ ଠାକୁରଙ୍କ ପାଖରେ ଏହା ଲାଗି

ଫଟୋଗ୍ରାଫରଙ୍କ ମାଡରେ ପର୍ଯ୍ୟଟକ ଆହତ

ପୁରୀ ବେଳାଭୂମିରେ ଫଟୋଗ୍ରାଫରଙ୍କ ସଂଘବଦ୍ଧ ଆକ୍ରମଣରେ  ଜଣେ ପର୍ଯ୍ୟଟକ ଆହତ ହୋଇଥିବା ପୁରୀ ବିଚ ଥାନାରେ ଅଭିଯୋଗ ହୋଇଛି । ଆହତ  ପର୍ଯ୍ୟଟକଙ୍କୁ ପୁରୀ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ନାମ ବଳରାମ ମହାଳିକ ଓ ତାଙ୍କ ଘର

ମନ୍ଦିରମାଳିନୀ ରୁ Smart city

ସାଧାରଣତଃ ୭0 ବର୍ଷ ବୟସରେ ଜଣେ ବ୍ୟକ୍ତି ବୃଦ୍ଧ ହୋଇଯାନ୍ତି, ହେଲେ ଆମ ରାଜଧାନୀ ୭0 ବର୍ଷ ବୟସରେ ଦିନକୁ ଦିନ ଯବାନ ହେବାରେ ଲାଗିଛି | ମନ୍ଦିରମାଳିନୀ ରୁ ସ୍ମାର୍ଟ ସିଟି ସହରରେ ପରିଣତ ହୋଇଛି ଆମ ରାଜଧାନୀ |

ଓଡିଆ ଅଭିନେତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ୍ !

ଓଡିଶାରେ ଅଶ୍ଲୀଳ ଭିଡିଓ ଭାଇରାଲ୍ ହେବା ନେଇ ଘଟଣା ଥମିବାରେ ନାଁ ଧରୁ ନାହିଁ । ଗାଁ ଠାରୁ ଆରମ୍ବ କରି ସହର ପର୍ଯ୍ୟନ୍ତ ଯୁବତୀମାନଙ୍କ ଭିଡିଓ ଗୋଟିଏ ପରେ ଗୋଟିଏ ଭାଇରାଲ୍ ହେବାରେ  ଲାଗିଛି । ଏଥିରେ ଜଣେ ଓଡିଆ

ପେଟ୍ରୋଲପମ୍ପ ଆଗରେ ବିଜେଡିର ଧାରଣା

ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି ରାଜ୍ୟସାରା ପେଟ୍ରୋଲପମ୍ପ ଆଗରେ ବିଜେଡି ଧାରଣା ଦେଇଛି । ବିଜେଡି ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟର ସବୁ ପେଟ୍ରୋଲପମ୍ପ ଆଗରେ ଧାରଣା ଦିଆଯାଇଛି । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର

ଯୁବକଙ୍କୁ ହତ୍ୟା, ଆଇଆଇସିଙ୍କୁ ମାଡ

କଟକ ଜିଲ୍ଲା ଗୋବିନ୍ଦପୁର ଅଞ୍ଚଳରେ ଜଣେ ଯବକ କାନ୍ଦୁରା ଭୋଇଙ୍କୁ ହତ୍ୟା ନେଇ ଉତ୍ତେଜନା ଦେଖାଦେିଛି । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ତେବେ ତଦନ୍ତ ପାଇଁ ଯାଇଥିବା  ଆଇଆଇସିଙ୍କୁ ଉତ୍ତ୍ୟକ୍ତ ଲୋକେ ଠେଲାପେଲା କରିଛନ୍ତି

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୁରୀ ଗଜପତି

ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁରୀ ଗଜପତି ମହାରାଜ ସାକ୍ଷାତ କରିଛନ୍ତି । ଗୋଟିଏ ପଟେ ଶ୍ରୀମନ୍ଦିରର ରତ୍ନ ଭଣ୍ଡାରକୁ ନେଇ ଅନେକ ତର୍କବିତର୍କ ଚାଲିଥିବା ବେଳେ ଏହି ସମୟରେ ଉଭୟଙ୍କ ସାକ୍ଷାତକୁ ନେଇ ଅନେକ ଚର୍ଚ୍ଚା ଦେଖା ଦେଇଛି

ଭୁବନେଶ୍ୱରର ନୂଆ ଡିସିପି- ଦାଇତ୍ତ୍ୱ ନେଲେ ଅନୁପ ସାହୁ

କମିଶନରେଟ୍ ପୁଲିସର ଭୁବନେଶ୍ୱରର ନୂଆ ଡିସିପି ଭାବରେ ଆଜି ଅନୁପ ସାହୁ ଦାଇତ୍ତ୍ୱ ନେଇଛନ୍ତି । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସତ୍ୟବ୍ରତ ଭୋଇଙ୍କ ଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ସାଇବର ଅପରାଧ ଓ ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା