ମୁମ୍ବାଇ ଜେଲରେ ମାଲ୍ୟାଙ୍କ ରହଣି ପାଇଁ ପ୍ରସ୍ତୁତି

ମୁମ୍ବାଇର  ଆର୍ଥର୍‌ ରୋଡ୍‌ ଜେଲ୍‌ରେ ବିଜୟ ମାଲ୍ୟାଙ୍କ ରହଣି ନିମନ୍ତେ ଯୋଜନା  ପ୍ରସ୍ତୁତି ଆରମ୍ଭ ହୋଇଛି । ସୋମାବାର  ଯଦି ଲଣ୍ଡନ୍‌ କୋର୍ଟ ତାଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିବାକୁ ଆଦେଶ ଦିଅନ୍ତି ତାଙ୍କୁ ଏଠାରେ ରଖାଯିବ ବୋଲି ଜେଲ୍‌ କର୍ତ୍ତୃପକ୍ଷମାନେ କହୁଛନ୍ତି।

ରାମ ମନ୍ଦିର ନିର୍ମାଣ ଦାବିରେ ଦିଲ୍ଲୀରେ ସାଧୁସନ୍ଥଙ୍କ ଧର୍ମସଭା

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାବିରେ ହଜାର ହଜାର ସାଧୁସନ୍ଥ ଓ ରାମ ଭକ୍ତ, ମନ୍ଦିର ନିର୍ମାଣ ଦାବିରେ ଆଜି ସାରା ଦେଶରେ ରଣହୁଙ୍କାର ଦେଇଛନ୍ତି । ଓଡିଶାରେ ମଧ୍ୟ ବିଶ୍ୱହିନ୍ଦୁ ପରିଷଦ କରିଛି ହିନ୍ଦୁ ସମ୍ମିଳନୀ । ମଙ୍ଗଳବାରଠାରୁ ଆରମ୍ଭ

ଭାରତ ଫେରିବେ ବିଜୟ ମାଲ୍ୟା!

ପଳାତକ  ବିଜୟ ମାଲ୍ୟାଙ୍କ ପ୍ରତ୍ୟlର୍ପଣ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଶୁଣାଣିରେ ଯୋଗଦେବାପାଇଁ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଏସ୍‌ ସାଇ ମନୋହରଙ୍କ ନେତୃତ୍ୱରେ ଏକ ଟିମ୍‌ ବ୍ରିଟେନ୍‌ ଗସ୍ତ କରିଛନ୍ତି। ରାକେଶ ଆସ୍ଥାନାଙ୍କ ମାମଲାର ଶୁଣାଣି ସରିନଥିବାରୁ ତାଙ୍କ ସ୍ଥାନରେ ମନୋହରଙ୍କୁ ଯିବାକୁ ପଡ଼ିଛି।

ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ନାମ ବଦଳାଇ ହେବ ପ୍ରୟାଗରାଜ ଷ୍ଟେଟ୍‌ ୟୁନିଭର୍ସିଟି

ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ନାମ ବଦଳି ହେବ  ପ୍ରୟାଗରାଜ ଷ୍ଟେଟ୍‌ ୟୁନିଭର୍ସିଟି । ଏନେଇ  ରାଜ୍ୟ ସରକାରଙ୍କ ନିକଟକୁ ଏକ ପ୍ରସ୍ତାବ ପଠାଯାଇଛି ।  ଅନୁମୋଦନ ନିମନ୍ତେ ରାଜ୍ୟ ସରକାରଙ୍କ ନିକଟକୁ ଆହ୍ଲାବାଦ ବିଶ୍ୱବିଦ୍ୟାଳୟର କୁଳପତି ଏହି ପ୍ରସ୍ତାବ ପଠାଇଛନ୍ତି। ଏହାପରେ ଅନୁମୋଦନ ପାଇଁ

କେନ୍ଦ୍ର ମନ୍ତ୍ରୀଙ୍କୁ ଚାପୁଡା , ଯୁବକଙ୍କୁ ସମର୍ଥକଙ୍କ ନିସ୍ତୁକ ମାଡର ଭିଡିଓ ହେଲା ଭାଇରାଲ

କେନ୍ଦ୍ରମନ୍ତ୍ରୀଙ୍କୁ  ଚାପୁଡା ମାରିବା ମହଙ୍ଗା ପଡିଲା ଯୁବକଙ୍କୁ ।  କେନ୍ଦ୍ରମନ୍ତ୍ରୀ ତଥା ରିପବ୍ଲିକ ଅଫ ଇଣ୍ଡିଆର ସଭାପତି ରାମଦାସ ଅଠାବଲେଙ୍କୁ ଜଣେ  ଯୁବକ ଚାପଡା ମାରିଛନ୍ତି । ମୁମ୍ବାଇ ଥାନେ ନିକଟସ୍ଥ  ଅମ୍ବରନାଥରେ ଏହି ଘଟଣା ଘଟିଛି ।  କେନ୍ଦ୍ରମନ୍ତ୍ରୀ  ଏକ

ବସ ଦୁର୍ଘଟଣା, 11 ମୃତ 19 ଆହତ

ଡ୍ରାଇଭରର ଖାମଖିଆଲ ଯୋଗୁଁ ଅକାଳରେ ସାଧାରଣ ଲୋକଙ୍କର ଜୀବନ ଯାଉଛି ।  ପ୍ରତିଦିନ ଏପରି ଦୁର୍ଘଟଣା ହେଉଥିଲେ ବି କେହି ସଗାଜ ହେଉନାହାନ୍ତି । ଫଳରେ ଅକାରଣେ ଜୀବନ ଯାଉଛି ।  ଜମ୍ମୁ କଶ୍ମୀରର ପୁଞ୍ଚ ଜିଲ୍ଲାରେ  ଆଜି ଏକ ବସ୍‌

ବୁଲନ୍ଦସର ହିଂସା କାଣ୍ଡରେ ସନ୍ଦିଗ୍ଧ ଆର୍ମୀ ଅଟକ

ଉତ୍ତର ପ୍ରଦେଶର ବୁଲନ୍ଦସର ହିଂସାକାଣ୍ଡରେ ଜଣେ ପୁଲିସକୁ ହତ୍ୟା କରିଥିବା ସନ୍ଦେହରେ ସେନାର ଜଣେ ସୈନିକଙ୍କୁ ଜମ୍ମୁ ଓ କଶ୍ମୀରସ୍ଥିତ ତାଙ୍କ ୟୁନିଟ୍‌ ତାଙ୍କୁ ଅଟକ ରଖିଛି । ଆଜି ତାଙ୍କୁ ଉତ୍ତର ପ୍ରଦେଶ ପୁଲିସକୁ ହସ୍ତାନ୍ତର କରାଯିବ। ସୋପୋର ସ୍ଥିତ

ମିକାଙ୍କ ପାଇଁ କାହିଁକି କାନ୍ଦିଲେ ରାକ୍ଷୀ ଦେଖନ୍ତୁ ଏହି ଭିଡିଓ

 ଦୁବାଇରେ ଫସିଛନ୍ତି ବଲିଉଡ ଗାୟକ ମିକା ସିଂହ । ତାଙ୍କୁ ମୁଳାଇବା ପାଇଁ ବାହାରି ପଡିଛନ୍ତି ହଟ ଗାର୍ଲ ରାକ୍ଷୀ ସାଓ୍ବନ୍ତ ।  ବ୍ରାଜିଲର  ମଡେଲ   ଯୌନ ଶୋଷଣର ଅଭିଯୋଗ ଆଣିବା ପରେ ଦୁବାଇ ପୁଲିସ ମିକାଙ୍କୁ ଗିରଫ କରିଛି ।

ରଖେ ହରି ମାରେ କିଏ, ଯୁବକଙ୍କ ଦେହରେ ଆରପାର ହୋଇଥିଲା ଲୁହାରଡ ତା ପରେ …

କଥାରେ ଅଛି ରଖେ ହରି ତ  ମାରେ କିଏ । ସତରେ ଭଗବାନ ଯାହକୁ ରକ୍ଷା କରନ୍ତି ତା କେହି କିଛି କ୍ଷତି କରିପାରନ୍ତି ନାହିଁ । ସେମିତି ଏର ଉଦାହରଣ ଦେଖିବାକୁ ମିଳିଛି ଦିଲ୍ଲୀରେ । ଦିଲ୍ଲୀର ଏକ ନିର୍ମାଣ

ସଡ଼କ ଦୁର୍ଘଟନାରେ ସମଗ୍ର ବିଶ୍ୱରେ ଅଧିକ ପିଲା ଓ ତରୁଣ ମରୁଛନ୍ତି

ସମଗ୍ର ବିଶ୍ୱରେ ପ୍ରତି 23 ସେକେଣ୍ଡ୍‌ରେ ଅନ୍ୟୂନ ଜଣେ ପ୍ରାଣ ହରାଉଛନ୍ତି। ସଡ଼କ ନିରାପତ୍ତା ସମ୍ପର୍କରେ ପ୍ରକାଶିତ ଗ୍ଲୋବାଲ୍‌ ଷ୍ଟାଟସ୍‌ ରିପୋର୍ଟ ଅନୁସାରେ, ଭାରତରେ ସର୍ବାଧିକ ସଡ଼କ ଦୁର୍ଘଟନା ଜନିତ ଜୀବନହାନୀ ଘଟୁଥିବା କଥା ଜଣାପଡ଼ିଛି। ଶୁକ୍ରବାର ଦିନ ପ୍ରକାଶିତ ବିଶ୍ୱ

ୟୁଟ୍ୟୁବରେ ସର୍ବାଧିକ ଆୟ କରୁଥିବା 7 ବର୍ଷର ବାଳକ

ୟୁଟ୍ୟୁବରୁ ସର୍ବାଧିକ ଆୟ କରୁଥିବା ଜଣେ 7 ବର୍ଷର ବାଳକ ସାମିଲ ହୋଇଛନ୍ତି । ଆବଶ୍ୟକତା ଠାରୁ ଅଧିକ  ଟଙ୍କା ରୋଜଗାର କରିବା ସମସ୍ତେ ଚାହାନ୍ତି । ଏହି ଫର୍ମୁଲାରେ ଜଣେ 7 ବର୍ଷର ବାଳକ ସାମିଲ ହୋଇଛନ୍ତି । ତାଙ୍କ