latest

Category: ଦେଶ- ବିଦେଶ

Total 2150 Posts

ସାଧାରଣତନ୍ତ୍ର ଦିବସରେ ଘଟାଇଥାନ୍ତେ ବଡ ଧରଣର ଅଘଟଣ

ସାଧାରଣତନ୍ତ୍ର ଦିବସର ଦିନକ ପୂର୍ବରୁ ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। ବାନ୍ଦିପୋରାର ହାଜିନ ଅଞ୍ଚଳରେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଏବାର ସହଯୋଗୀ ଭାବେ କାମ କରୁଥିବା 7 ଓଭର ଗ୍ରାଉଣ୍ଡ ୱାର୍କର(ଓଜିଡବ୍ଲୁ)ଙ୍କୁ ସେନା ଗିରଫ କରିଛି। ସେମାନଙ୍କଠାରୁ 2 ଟି

ଏଥର ଓଡିଶାରୁ କେହି ପାଇବେନି ରାଷ୍ଟ୍ରପତି ପୁଲିସ ପଦକ

ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ପୁଲିସ ମେଡାଲ ଘୋଷଣା ହୋଇଛି। ତିନୋଟି ବର୍ଗରେ ଓଡିଶାରୁ ମୋଟ୍ 29 ଜଣ ପୁଲିସ ମେଡାଲ ପାଇବେ। ସାହସିକତା ପାଇଁ 16 ଜଣ ପୁଲିସ କର୍ମଚାରୀ ମେଡାଲ ପାଇବେ। ବିଶିଷ୍ଟ ସେବା ପାଇଁ 2 ଜଣ

10 ଦେଶକୁ ବ୍ୟାପିଲାଣି ‘କରୋନା’ ଭାଇରସ, ଚାଇନାରେ 41 ମୃତ

ଭୟଙ୍କର ଭାବପେ ବ୍ୟାପିଚାଲିଛି  ‘କରୋନା’ ଭାଇରସ। ବିଶ୍ଵର 10ରୁ ଅଧିକ ଦେଶକୁ ବ୍ୟାପି ସାରିଲାଣି। ଆଗକୁ ଆହୁରି ଅଧିକ ଦେଶକୁ ଏହା ବ୍ୟାପିବା ଆଶଙ୍କା ପ୍ରକାଶ ପାଇଛି। କେତେକ ଦେଶରେ ସନ୍ଦିଗ୍ଧ ଆକ୍ରାନ୍ତଙ୍କ ବିଷୟରେ ମଧ୍ୟ ସୂଚନା ମିଳିଛି। ଏଥିରେ ଭାରତରେ

ତୁର୍କୀରେ ଭୂକମ୍ପ, 18 ମୃତ

ପୂର୍ବ ତୁର୍କୀରେ ହୋଇଥିବା ବଡ଼ ଧରଣର ଭୂକମ୍ପରେ ହୋଇଛି। ଏଥିରେ  18ଜଣଙ୍କ ମୃତ୍ୟୁ ହୋଇଥିବା ସହ 100 ରୁ ଅଧିକ ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.8 ରହିଥିଲା। ଶୁକ୍ରବାର ରାତିରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ମୃତ୍ୟୁ

ବର୍ତ୍ତମାନ ସିଏଏ ଉପରେ ରୋକ୍ ଲାଗିବନି- ସୁପ୍ରିମକୋର୍ଟ

ସିଏଏ କୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ବିରୋଧ ପ୍ରଦର୍ଶନ ପରେ ମାମଲା ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଆଜି ଏହି ମାମଲାରେ  ସୁପ୍ରିମକୋର୍ଟରୁ କେନ୍ଦ୍ର ସରକାରଙ୍କୁ ବର୍ତ୍ତମାନ ପାଇଁ ଆଶ୍ୱସ୍ତି ମିଳିଛି । ସିଏଏ ଉପରେ ତୁରନ୍ତ ରୋକ୍ ଲଗାଇବା ପାଇଁ

ସିଏଏ ସାମ୍ବିଧାନିକ କି ନୁହେଁ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଚାଲିଛି ।  ସୁପ୍ରିମକୋର୍ଟରେ ସିଏଏ (ନାଗରିକତା ସଂଶୋଧନ ଆଇନ)ର ସମର୍ଥନ ଓ ବିରୋଧରେ 144ରୁ ଅଧିକ ଅଭିଯୋଗ ହୋଇଛି । ଏହି ସବୁ ଆବେଦନ ଉପରେ ଆଜି ଶୁଣାଣି

ଜୁନ ୧ରୁ ଏକ ଦେଶ ଏକ ରାଶନକାର୍ଡ

ଚଳିତବର୍ଷ ଜୁନ ୧ରୁ ‘ଏକ ଦେଶ ଏକ ରାଶନକାର୍ଡ’ ନିୟମ ଲାଗୁ ହେବ । ଏନେଇ କେନ୍ଦ୍ର ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରୀ ରାମବିଳାସ ପାସୱାନ ସୋମବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହି ଯୋଜନା ଅନୁସାରେ ରାଶନକାର୍ଡକୁ

ବିଜେପିର ଏକାଦଶ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେଲେ ଜେପି ନଡ୍ଡା

ବରିଷ୍ଠନେତା ଜେପି ନଡ୍ଡା କେନ୍ଦ୍ର ବିଜେପିର ଏକାଦଶ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ପାର୍ଟିର ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ରାଧାମୋହନ ସିଂହ ଜେପି ନଡ୍ଡାଙ୍କୁ ଅଧ୍ୟକ୍ଷ ଭାବେ ଘୋଷଣା କରିଛନ୍ତି।  କେନ୍ଦ୍ର ବିଜେପି ଅଧ୍ୟକ୍ଷ ପାଇଁ ସୋମବାର ନାମାଙ୍କନ ଦାଖଲ କରାଯାଇଥିଲା।

ଶିକ୍ଷକ ଓ ଅଭିଭାବକ ପିଲାଙ୍କ ଉପରେ ଚାପ କରିବା ଉଚିତ୍ ନୁହେଁ- ମୋଦୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷା ପେ ଚର୍ଚ୍ଚା କରୁଛନ୍ତି। ଆଗକୁ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ଆସୁଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ଅଭିଭାବକଙ୍କ ଚିନ୍ତା ମୁକ୍ତ କରିବାକୁ ପରୀକ୍ଷା ପେ ଚର୍ଚ୍ଚା କରୁଛନ୍ତି।  ଦିଲ୍ଲୀର ତାଲକଟୋରା

ଷ୍ଟାଡିୟମ ଗ୍ୟାଲେରି ଭୁଷୁଡି ୫୦ ଆହତ

କେରଳର ପାଲାକାଡରେ ଷ୍ଟାଡିୟମ ଗ୍ୟାଲେରି ଭୁଷୁଡି ପଡିବାରୁ ୫୦ ଜଣ ଦର୍ଶକ ଆହତ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ଷ୍ଟାଡିୟମରେ ଚାଲିଥିବା ଫୁଟବଲ ମ୍ୟାଚ୍‌ ଦେଖୁଥିବା ବେଳେ ହଠାତ୍‌ ଷ୍ଟାଡିୟମର ଗ୍ୟାଲେରି ଭୁଷୁଡି ପଡିଥିଲା।

କାଲିଠୁ ବନ୍ଦ ରହିବ ମହାରାଷ୍ଟ୍ରର ଶିରିଡି ଶାଇ ମନ୍ଦିର

ଆସନ୍ତାକାଲି ଠାରୁ ବନ୍ଦ ରହିବ ମହାରାଷ୍ଟ୍ରର ଶିରିଡି ସାଇ ବାବାଙ୍କ ମନ୍ଦିର । ମନ୍ଦିରକୁ ଅନର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିଷ୍ପତି ନେଇଛି  ସାଇବାବା  ଟ୍ରଷ୍ଟ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ସାଇବାବାଙ୍କ ଉପରେ ଦେଇଥିବା ବିବାଦୀୟ