Category: News

Total 9401 Posts

କଟକରୁ ୧୨ କରୋନା ଆକ୍ରାନ୍ତ ଚିହ୍ନଟ

ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଥିବା ବେଳେ ଗୁରୁବାର ଦିନ କଟକ ଜିଲ୍ଲାରେ ୧୨ଟି ନୂଆ କରୋନା ପଜିଟିଭ୍ କେସ୍ ଚିହ୍ନଟ ହୋଇଛି । ଏହାଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୨୦କୁ ବୃଦ୍ଧି ପାଇଛି । କଟକ ଜିଲ୍ଲା ପ୍ରଶାସନର

କରୋନାରୁ ଆରୋଗ୍ୟ ତାଲିକାରେ ଓଡିଶାର ସ୍ଥାନ ୧୧

ମହାମାରୀ କରୋନାରୁ ଆରୋଗ୍ୟ କ୍ଷେତ୍ରରେ ଟପ୍ ୧୫ ରାଜ୍ୟ ତାଲିକା ପ୍ରକାଶ ପାଇଛି । କରୋନା ସଂକ୍ରମଣରୁ ଆରୋଗ୍ୟ କ୍ଷେତ୍ରରେ ଓଡିଶା ୧୧ ତମ ସ୍ଥାନରେ ରହିଛି । ପ୍ରଥମରେ ଚଣ୍ଡିଗଡରେ ଆରୋଗ୍ୟ ହାର ୮୨.୩ ପ୍ରତିଶତ ରହିଥିବା ବେଳେ ମେଘାଳୟରେ

ଇନକମ୍ ଟାକ୍ସ ରିହାତି ପାଇଁ ନିବେଶ ଦାଖଲର ସମୟସୀମା ଅବଧି ବଢ଼ିଲା

ଇନକମ୍ ଟାକ୍ସ ରିହାତି ପାଇଁ ନିବେଶ ଦାଖଲର ସମୟ ସୀମା ବୃଦ୍ଧି ହୋଇଛି । ୨୦୧୯-୨୦ ନିବେଶ ଦାଖଲ ପାଇଁ ଜୁଲାଇ ୩୧ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରାଯାଇଛି । ଏନେଇ ଟ୍ୱିଟ ଯୋଗେଁ ଇନକମ ଟ୍ୟାକ୍ସ ଇଣ୍ଡିଆ ପକ୍ଷରୁ ସୂଚନା

ରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଏଲଏସି ଗସ୍ତ ବାତିଲ

ଭାରତ-ଚୀନ ସୀମା ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ବିବାଦକୁ ନେଇ ଘନ ଘନ ବୌଠକ ମଧ୍ୟ ଚାଲିଛି । ସବୁ ଭିତରେ ସୀମା ସ୍ଥିତି ସମୀକ୍ଷା କରିବାକୁ ଆସନ୍ତା କାଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏଲଏସି ଗସ୍ତ କରିଥାନ୍ତେ

ଅଙ୍ଗନବାଡି କେନ୍ଦ୍ରରେ ଶିଶୁମାନେ ଖାଇବେ ରାଗିଲଡୁ; ସପ୍ତାହରେ ମିଳିବ ୨ ଟି

କେନ୍ଦୁଝର ଜିଲ୍ଲାରେ ଆଜିଠାରୁ ଅଙ୍ଗନବାଡି କେନ୍ଦ୍ରରେ ଶିଶୁମାନେ ଖାଇବେ ମାଣ୍ଡିଆ ଲଡୁ (ରାଗିଲଡୁ) । ରାଗି ଲଡୁ ହେଉଛି ମାଣ୍ଡିଆରେ ତିଆରି ହୋଇଥିବା ଏକ ଲଡୁ । ୩ ରୁ ୬ ବର୍ଷ ବୟସ୍କ ଶିଶୁ ମାନଙ୍କୁ ସପ୍ତାହରେ ଅତିରିକ୍ତ ଭାବରେ

ରାଜଧାନୀର ରୁଚିକା ନର୍ସିଂହୋମ ସିଲ୍

ରାଜଧାନୀର ରୁଚିକା ନର୍ସିଂହୋମରେ ତାଲା । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରୁଚିକା ନର୍ସିଂହୋମରେ ତାଲା ପଡିଛି । ବରମୁଣ୍ଡା ଜିବି କୋଲନୀରେ ଥିବା ଏହି ନର୍ସିଂହୋମରେ ଆଜି ବିଏମସି ଓ ବିଡିଏର ଟିମ୍ ଚଢାଉ କରିଥିଲେ । ନର୍ସିଂହୋମ୍ କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ

ଶିବରାଜଙ୍କ କ୍ୟାବିନେଟରେ ୯ଜଣ ସିନ୍ଧଆଙ୍କ ସମର୍ଥକ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଛନ୍ତି । ୨୮ ଜଣ ମନ୍ତ୍ରୀ ରାଜ ଭବନରେ ଶପଥ ଗ୍ରହଣ କରିଛନ୍ତି । ସେଥିମଧ୍ୟରୁ ୨୦ ଜଣ କ୍ୟାବିନେଟ ଏବଂ ୮ ଜଣ ରାଷ୍ଟ୍ର ମନ୍ତ୍ରୀ । ଶିବରାଜଙ୍କ କ୍ୟାବିନେଟରେ

ଟିକଟକ୍ କେସ୍ ଲଢ଼ିବାକୁ ମିଳୁନାହାଁନ୍ତି ଓକିଲ: ରୋହତଗୀଙ୍କ ପରେ ସିଂଘଭୀଙ୍କ ପଛଘୁଞ୍ଚା

ଟିକଟକ୍ ସମେତ ୫୯ ଚାଇନା ଆପକୁ ମୋଦି ସରକାର ବ୍ୟାନ୍ କରି ଚୀନ୍‌ ଉପରେ ଡିଜିଟାଲ୍‌ ଷ୍ଟ୍ରାଇକ୍‌ କରିଛନ୍ତି । ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱ ଏହି ଚାଇନିଜ୍‌ ଆପ୍ ହାନୀକାରକ ହୋଇଥିବାରୁ ପ୍ରତିବନ୍ଧକ ଲାଗିଛି । ଭାରତ ସରକାରଙ୍କ ଏହି

ତୁତିକୋରିନ ହାଜତ ମୃତ୍ୟୁ ଘଟଣା: ୪ ପୋଲିସ୍ କର୍ମଚାରୀ ଗିରଫ

ପୋଲିସ୍ ହେପାଜତରେ ବାପ ଓ ପୁଅଙ୍କ ମୃତ୍ୟୁ ହୋଇଥିଲା । ଏନେଇ ତାମିଲନାନୁ ପୋଲିସ୍ ଦ୍ୱାରା ୪ ପୋଲିସ୍ ଙ୍କୁ ଗିରଫ କରାଯାଇଛି । ବାପା ପୁଅଙ୍କୁ ଗତ ମାସରେ ଲକ୍‌ଡ଼ାଉନ ନିୟମ ନ ମାନବାରୁ ତୁତିକୋରିନ ପୋଲିସ୍ ଦ୍ୱାରା ଗିରଫ

କରୋନା ତାଣ୍ଡବ: ୫ ଲକ୍ଷ ଟପିଲା ବିଶ୍ୱବ୍ୟାପୀ ମୃତକଙ୍କ ସଂଖ୍ୟା

ଭାରତରେ ମହାମାରୀ କରୋନା ଭାଇରସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ବିଶ୍ୱବ୍ୟାପୀ ଆଜି ସୁଦ୍ଧା ପ୍ରାୟ ୧୦,୬୯୪,୨୮୮ରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ଜନ ହପକିନ୍ସ ୟୁନିଭର୍ସିଟିର ରିପୋର୍ଟ ଅନୁଯାୟୀ କରୋନା ଭାଇରସଜନିତ ମୃତ୍ୟୁ ସଂଖ୍ୟା ୫

ଫ୍ରାନ୍ସର ଘୋଷଣା: ଭାରତକୁ ଯୋଗାଇବ ସୈନ୍ୟ ସହାୟତା

ଏକ ପ୍ରମୁଖ ଘଟଣାକ୍ରମରେ ଫ୍ରାନ୍ସ ଭାରତକୁ ସୈନ୍ୟ ସହାୟତା ଯୋଗାଇ ଦେବ ବୋଲି ଘୋଷଣା କରିଛି । ଗୋଟିଏ ପଟେ ଚୀନ୍‍ ପୂର୍ବ ଲଦ୍ଦାଖରେ ସୈନ୍ୟ ଠୁଳ କରି ଭାରତକୁ ନାଲି ଆଖି ଦେଖାଉଥିବା ବେଳେ ଅନ୍ୟପଟରେ ପାକ୍‌ ଅଧିକୃତ କାଶ୍ମୀର(ପିଓକେ)ରେ