ମନ କଥା…

ମୋର ଗୋଟିଏ weak point ମୋତେ ବିଚଳିତ କରୁଛି । ବେଳେବେଳେ ମହୋଦଧୀର ତରଙ୍ଗାୟିତ ବିରାଟ ଜଳରାଶି ବି ମୋ ଧ୍ୟାନ ଭାଙ୍ଗିପାରୁନି,  ନା ତା’ର ଗର୍ଜନରେ ମୁଁ ଅନ୍ୟ ମନସ୍କ ହେଉଛି ।  ମୋର ମନଟା ଗୋଟିଏ ଭାବନାରେ ବାନ୍ଧି

ଆଧ୍ୟାତ୍ମିକତା ଭିତରେ ସଂସ୍କାର ଆବଶ୍ୟକତା ରହିଛି – ନିରଞ୍ଜନ ଜେନା

  ଅସହିଷ୍ଣୁତା ଓ ଅହଂକାରରେ ଅନ୍ଧହୋଇ ମଣିଷ ନିଜର ନୈତିକତାକୁ ଭୂଲି ବିପଥ ଗାମୀ ହେଉଛି । କେବଳ ଭାରତରେ ନୁହେଁ ବିଶ୍ୱର ବିଭିନ୍ନ ଦେଶରେ ପ୍ରତି ସେକେଣ୍ଡରେ ଅପରାଧ ବଢୁଛି ।  କଥାକଥାକେ ମଣିଷ ମଣିଷ ମାରୁଛି ।  ହିଂସା

ଈଶ୍ୱରଙ୍କୁ ଗୁହାରୀ …

ଈଶ୍ୱରଙ୍କୁ ପ୍ରାର୍ଥନା  … ସୌରଭ ସାର ଶୀଘ୍ର ଭଲ ହୋଇଯାଆନ୍ତୁ । ସୌରଭ ସାର ଅସୁସ୍ଥ । ଖବରଟା ଶୁଣିଲାପରେ ଅନ୍ୟମାନେ ବିସ୍ମିତ ହେବା ସ୍ୱାଭାବିକ । କାରଣ  ସେ ସବୁବେଳେ ମଉଜ ମଜଲିସରେ ଓ ହସ ଖୁସିରେ ନିଜର ନିଆରା  ଢଙ୍ଗରେ

ଲେଖିକା ପ୍ରତିଜ୍ଞା ଦେବୀଙ୍କ ପରଲୋକ

ଲେଖକ ମନୋଜ ଦାସଙ୍କ ପତ୍ନୀ ତଥା ଲେଖିକା ପ୍ରତିଜ୍ଞା ଦେବୀ(୮୦)ଙ୍କର ପରଲୋକ ହୋଇଯାଇଛି । ଗତକାଲି ସନ୍ଧ୍ୟାରେ ପୁଡୁଚେରୀରେ ଶ୍ରୀ ଅରବିନ୍ଦ ଆଶ୍ରମ ପରିସରରେ ଥିବା ନସିଂହୋମରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସେ ବାର୍ଦ୍ଧକ୍ୟଜନିତ ରୋଗେ ପୀଡ଼ିତ

ବେବିନା…

  ବେବିନା କାନ୍ଦୁଛି । ପ୍ରତିମୂହୁର୍ତ୍ତରେ କାନ୍ଦୁଛି କେଉଁଠି ଗୁମୁରି କାନ୍ଦୁଛି ତ କେଉଁଠି କଇଁକଇଁ   । ପୁରୁଷ ପ୍ରଧାନ୍ୟ  ଭାରତ ବର୍ଷରେ ପ୍ରତିମୂହୁର୍ତ୍ତରେ, ପ୍ରତି ସେକେଣ୍ଡରେ ଜଣେ ନିର୍ଭୟା ଦୁଷ୍କର୍ମର ଶିକାରେ ହେଉଛି । ମୁଁ କହୁଛି ରଘୁ ମଉସା

‘ଅମୃତର ସନ୍ତାନ’ ଗୋପୀନାଥ ମହାନ୍ତିଙ୍କ ଶ୍ରାଦ୍ଧବାର୍ଷିକୀ

ଗୋପୀନାଥ ମହାନ୍ତି ଓଡିଆ ସାହିତ୍ୟର ଜଣେ ଅସାମାନ୍ୟ ସ୍ରଷ୍ଟା । ଆଜି କହେଉଛି ତାଙ୍କୁ ଶ୍ରାଦ୍ଧବାର୍ଷିକୀ । 1991 ମସିହା ଅଗଷ୍ଟ 20 ତାରିଖରେ ତାଙ୍କର କାଲିଫର୍ନିଆରେ ପରଲୋକ ହୋଇଥିଲା । ଏକାଧାରରେ ସେ କବି, ଗାଳ୍ପିକ, ଓୌପନ୍ୟାସିକ, ନାଟ୍ୟକାର ଥିଲେ

ଅଭୁଲା ସ୍ମୃତି

ପିଲାବେଳେ ସ୍କୁଲ ନଯିବାର ବାହାନା ଥିଲା ମାମୁଁଘର । ମୋର ମନେ ଅଛି, ପିଲାମାନଙ୍କୁ ସାର ପଚାରନ୍ତି ଆରେ କାଲି ସ୍କୁଲ ଆସିନଥିଲୁ କାହିଁକି? ପ୍ରାୟ ସବୁପିଲା ଗୋଟିଏ ଉତ୍ତର ଦିଅନ୍ତି ମାମୁଁଘର । ସାର୍ ବୋଉ ମାମୁଁ ଘରକୁ ଯାଇଥିଲା

ସଂଘର୍ସର ଅନ୍ୟନାମ – ‘ରାଧା’

ସବୁ ଝିଅଙ୍କ ଭଳି ସେ ବି ଦିନେ ସ୍ୱପ୍ନ ଦେଖିଥିଲା । ଧୁମଧାମରେ ବାହାଘର ହେଲା । ବହୁତ୍ ଖୁସି ଥିଲା ରାଧା। ପିଲାବେଳର ଭଲ ପାଇବାକୁ ସେ ଶେଷରେ ଜୀବନସାଥୀ କରିଛି । ହେଲେ ବାହାଘରର କିଛି ମାସ ପରେ

ତୁମେ ଦ୍ରୌପଦୀ ତୁମେ ସୀତା…

ତୁମେ କହୁଛ କାଳେ ଲୋକେ କହିବେ, ହେଲେ ଲୋକେ ଆଗରୁ ବି କହୁଥିଲେ । ଯେତେବେଳେ ତୁମେ ନଥିଲ । ଲୋକେ ଏବେ ବି କହୁଛନ୍ତି । ଲୋକେ ଆହୁରି କହିବେ ଯେତେବେଳେ ତୁମେ ନଥିବ ।  ଲୋକେ ତ ଦ୍ରୌପଦୀ

ମଦିରାଳୟରେ ମୁଁ…

ଏହି ମଦିରାଳୟ ଦେଇ ମୁଁ ରୋଜ ଯାଅଆସ କରେ । ମୁଖ୍ୟରାସ୍ତାଠାରୁ କିଛି ଦୂରରେ ମଦିରାଳୟ । ଅନ୍ଧାରରେ ଛିଡ଼ାହୋଇ ଦେଖିଲେ ଝରକା ସନ୍ଧିରୁ ଟିକେ ଟିକେ ଆଲୁଅ ଦିଶେ । ବେଳେ ବେଳେ ଧୁଆଁ ବି । ସେଠାକୁ ଦାସବାବୁ