latest

Category: ମୋ ଓଡ଼ିଶା

Total 1849 Posts

ଆଜି ଓଡିଆଙ୍କ ପାରମ୍ପରିକ_ପର୍ବ “ପ୍ରଥମାଷ୍ଟମୀ”

View: 42 ଆଜି ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି । ଏହି ତିଥି ଦିନ ପାଳନ କରାଯାଏ ଓଡିଶାର ପାରମ୍ପରିକ ପର୍ବ ପ୍ରଥମାଷ୍ଟମୀ ବା ପଢୁଆଁଷ୍ଟମୀ । ଏହାକୁ ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବୋଲି ମଧ୍ଯ କୁହାଯାଏ

ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମ ଫଳକ ଲେଖିବାକୁ ଗୁରୁତ୍ୱ

View: 69 ଓଡ଼ିଶା ସରକାର ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମ ଫଳକ ଲେଖିବାକୁ ଗୁରୁତ୍ୱ ଦେଉଛନ୍ତି। ଏନେଇ ମଙ୍ଗଳବାର ଇଏସ୍‌ଆଇ କାର୍ଯ୍ୟାଳୟଠାରେ ୱେବ୍‌ ପୋର୍ଟାଲ ‘ଓଡ଼ିଆ ଫଳକ’ ଲୋକାର୍ପିତ ହୋଇଯାଇଛି। ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଏହାକୁ ଉନ୍ମୋଚନ

ବାଚସ୍ପତିଙ୍କୁ ତାରାଙ୍କ ଫ୍ଲାଇଂ କିସ୍

View: 46 ଗୃହ ଭିତରେ ବାଚସ୍ପତି ପ୍ରବେଶ କଲା ମାତ୍ରେ ତାରା ପ୍ରସାଦ ବାହିନୀପତି ତାଙ୍କ ଉଦ୍ଦେଶ୍ୟରେ କିଛି ନା କିଛି ହାଲ୍କା ମନ୍ତବ୍ୟ ଦିଅନ୍ତି। କେଉଁ ଦିନ ତାଙ୍କ ପୋଷାକକୁ ପ୍ରଶଂସା କରନ୍ତି ତ କେଉଁଦିନ ହସକୁ। ପୁଣି କେଉଁ

ଚେକିଂ ବେଳେ ଧକ୍କାଦେଲା ବାଇକ୍, ଏସଆଇ ମୃତ

View: 111 ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଗାଡି ଚେକିଂ ବେଳେ ଏକ ଅଘଟଣ ଘଟିଯାଇଛି। ଚେକିଂ ବେଳେ ଏକ ବାଇକ୍ ଧକ୍କା ଦେବାରୁ ଏସଆଇଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତ୍ରରେ ବାରିପଦା ୟୁନିଭର୍ସିଟି ରୋଡରେ ଗାଡି ଚେକିଂ

କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢଉ

View: 107  ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ସମ୍ବଲପୁରର ଏକ ଯୁକ୍ତ 2 ଜୁନିଅର କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସର ଚଢଉ ହୋଇଛି ।  ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା ମହୁଲିପାଲି କେଶାବାହାଲ ଯୁକ୍ତ 2 ଜୁନିଅର କଲେଜ

କାଳିଆ ଯୋଜନାକୁ ନେଇ ମିଛ କହିଛନ୍ତି କୃଷିମନ୍ତ୍ରୀ- କଂଗ୍ରେସ

View: 382 କାଳିଆ ଯୋଜନାକୁ ନେଇ ବିଧାନସଭାରେ କୃଷି ମନ୍ତ୍ରୀ ଅରୁଣ ସାହୁ ଭୁଲ ତଥ୍ୟ ଦେଇଛନ୍ତି ବୋଲି କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି । ଭୁଲ ତଥ୍ୟ ନେଇ ଗୃହର ଅବମାନନା କରିଛନ୍ତି ମନ୍ତ୍ରୀ

ଆଜି ମହାପ୍ରଭୁଙ୍କ ପଇତାଲାଗି

View: 150  ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେଉଛି। ଏହି ଗୁପ୍ତନୀତି ପାଇଁ ଆସନ୍ତାକାଲି ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଆସନ୍ତାକାଲି ଦ୍ବିତୀୟ ଭୋଗମଣ୍ଡପ ପରେ ଏହି

ଡିସେମ୍ବର ୧ରୁ ଆନ୍ତର୍ଜାତିକ କୋଣାର୍କ ଉତ୍ସବ

View: 79 କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରତିବର୍ଷ ଭଳି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଡିସେମ୍ବର ୧ରୁ ଆରମ୍ଭ ହେବ ଆନ୍ତର୍ଜାତିକ କୋଣାର୍କ ଉତ୍ସବ। ୫ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ। ଏହି ଅବସରରେ ଚନ୍ଦ୍ରଭାଗା ବେଳାଭୂମିରେ ମଧ୍ୟ ଅନୁଷ୍ଠିତ

ଆସନ୍ତାକାଲିଠାରୁ ସଂସଦର ଶୀତକାଳୀନ ଅଧିବେଶନ

View: 274 ସଂସଦର ଶୀତକାଳୀନ ଅଧିବେଶନ ସୋମବାର ଠାରୁ ଆରମ୍ଭ ହେବ। ଆଗାମୀ ଡିସେମ୍ବର ୩୧ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନର ପୂର୍ବରୁ ବିଜୁ ଜନତା ଦଳ ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ପ୍ରସ୍ତୁତ ହୋଇଛି। ଦେଶର ୧୭ଟି ଆଇକନିକ ପର୍ଯ୍ୟଟନସ୍ଥଳୀ

‘ମୋ ବସ୍‌’କୁ ଲକ୍ଷ୍ନୌରେ ମିଳିଲା ପୁରସ୍କାର

View: 274 ଶ୍ରେଷ୍ଠ ସହରାଞ୍ଚଳ ବସ୍‌ ସେବା ପାଇଁ ରବିବାର ‘ମୋ ବସ୍‌’କୁ ପୁରସ୍କାର ମିଳିଛି। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ତରଫରୁ ଆୟୋଜିତ ୧୨ତମ ଅର୍ବାନ ମୋବିଲିଟି ଇଣ୍ଡିଆ କନଫରେନ୍ସ କମ ଏକସ୍‌ପୋ-୨୦୧୯ କାର୍ଯ୍ୟକ୍ରମରେ ଏହି

ଆଜିଠାରୁ ୧୦୪କୁ ଫୋନ୍‌ କଲେ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା

View: 171 ଆଜିଠାରୁ ୧୦୪କୁ ଫୋନ୍‌ କଲେ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା। ନିକଟତମ ହସ୍ପିଟାଲ, ଔଷଧାଳୟ, ରକ୍ତ ଭଣ୍ଡାର, ସ୍ୱତନ୍ତ୍ର ନିଦାନ ଓ ନିକଟରେ କେଉଁଠି ଡାଏଲେସିିସ୍‌ ସେବା ମିଳୁଛି ସେ ସମ୍ପର୍କରେ ସୂଚନା ମିଳି ପାରିବ। ଏହାଛଡା ଡାକ୍ତରଙ୍କୁ ସିଧାସଳଖ