latest

Category: ବଲାଙ୍ଗୀର

Total 5 Posts

ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ

ବଲାଙ୍ଗିର ଦେଓଗାଁ ବ୍ଳକ ଖଇରଗୁଡାଠାରେ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା ଆରମ୍ଭ ହୋଇଛି। କଟକଣା ସତ୍ତ୍ୱେ ପଶୁ ବଳିରେ ରକ୍ତରଞ୍ଜିତ ହୋଇଛି ବଡ଼ଖଳା ଓ ସାନଖଳା। ଦେଓଗାଁ ଖଇରଗୁରାର ବଡ଼ଖଳା ଓ କୁମୁରିଆର ସାନଖଳାରେ ବଳି ପଡ଼ିଛି। ପ୍ରଥମେ ପାଟ ବୋଦାକୁ ପୂଜାର୍ଚ୍ଚନା

ଖରାପ ପାଗଯୋଗୁଁ ଉପରାଷ୍ଟ୍ରପତିଙ୍କ ବଲାଙ୍ଗୀର ଗସ୍ତ ବାତିଲ

ଖରାପ ପାଗ ଯୋଗୁଁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି ।  ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ଆଜି ବଲାଙ୍ଗୀର ସହର ଉପକଣ୍ଠରେ ଥିବା ବରକାନୀରେ ଥିବା ଏଲପିଜି ବଟଲିଂ ପ୍ଲାଣ୍ଟ ଉଦଘାଟନ କରି ରାଜ୍ୟ ଉଦ୍ଦେଶ୍ୟରେ ସମର୍ପଣ

ଆଜି ବଲାଙ୍ଗୀର ଗସ୍ତରେ ଆସିବେ ଉପରାଷ୍ଟ୍ରପତି

ଶୁକ୍ରବାର ବଲାଙ୍ଗୀର ଗସ୍ତରେ ଆସିବେ ମହାମହିମ ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁ। ଉପରାଷ୍ଟ୍ରପତି ପ୍ରଥମେ ବଲାଙ୍ଗୀର ଉପକଣ୍ଠ ବରକାନୀ ଗାଁରେ ନିର୍ମାଣ ହୋଇଥିବା ଏଲ୍‌ପିଜି ବଟଲିଂ ପ୍ଲାଣ୍ଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ। ତାପରେ ପଶ୍ଚିମ ଓଡ଼ିଶାର ସର୍ବପୁରାତନ ରାଜେନ୍ଦ୍ର କଲେଜ

ବିଚ୍ ରାସ୍ତାରେ ଉଲଗ୍ନ ହୋଇ ବୁଲିଲେ ଯୁବତୀ

ବଲାଙ୍ଗୀର ସହରରେ ଜଣେ କମ ବୟସର ବିବାହିତ ଯୁବତୀ ଉଲଗ୍ନ ଅବସ୍ଥାରେ ରାସ୍ତାରେ ବୁଲୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଯୁବତୀଙ୍କ ମାନସିକ ସ୍ଥିତି ଠିକ ନଥିବା ଯୋଗୁଁ ଯୁବତୀ  ଜଣକ ଏଭଳି ଭାବରେ ଉଲଗ୍ନ ବୁଲୁଥିବା ସଂଦେହ

ରାସ୍ତା କଡରେ ଜଳିଗଲା ଟ୍ରକ୍

ବଲାଙ୍ଗିର ଜିଲ୍ଲା ସୁଦପଡ଼ା କଲ୍ୟାଣ ମଣ୍ଡପ ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ରେ  ନିଆଁ ଲାଗି ଯାଇଛି।  ଟ୍ରକ୍‌ଟି ହୁତୁହୁତୁ ହୋଇ ଜଳୁଥିବା ଦେଖି ସ୍ଥାନୀୟଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରି ଲିଭାଇବାରେ ବିଫଳ ହୋଇଥିଲେ। ପରେ ଅଗ୍ନିଶମ ବିଭାଗକୁ