latest

Category: କଟକ

Total 16 Posts

ଏସସିବି ଚାରିକଡୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

କଟକ ଏସିବି ମେଡିକାଲର ସମ୍ପ୍ରସାରଣ ପାଇଁ ଆଜିଠୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବଡ଼ ମେଡିକାଲ ପାଖ ଯୋବ୍ରା ମାଛ ମାର୍କେଟ ଅଞ୍ଚଳରେ ଉଚ୍ଛେଦ କରାଯାଉଛି। ଯୋବ୍ରା ବ୍ୟାରେଜଠାରୁ ମାଲଗୋଦାମ ଥାନା ଓ ଫରେଷ୍ଟ ଅଫିସ ଲେନର ଉଭୟ

କଟକ ଷ୍ଟେସନରେ ଅଘଟଣ, ବିଦ୍ୟୁତ୍ ତାର ଲାଗି ଜଳିଗଲେ ଯୁବକ

କଟକ ରେଳ ଷ୍ଟେସନ ୭ନମ୍ବର ପ୍ଲାଟଫର୍ମରେ ବିଦ୍ୟୁତ ତାର ଲାଗି ଜଣେ ଯୁବକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।  ଷ୍ଟେସନର ୭ନମ୍ବର ପ୍ଲାଟଫର୍ମରେ କୋଇଲା ବୋଝେଇ ଟ୍ରେନ ଛିଡ଼ା ହୋଇଥିଲା । ଛିଡ଼ା ହୋଇଥିବା କୋଇଲା ବୋଝେଇ ଟ୍ରେନ ଉପରେ ଯୁବକଜଣକ

ଆଜି ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍‌ ଲଢ଼େଇ

ଆଜି ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ନିର୍ଣ୍ଣାୟକ ଲଢ଼େଇ ହେବ। ଏହି ମ୍ୟାଚ୍‌ ଜିତି ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ଉଭୟ ଟିମ୍‌ ରହିଛନ୍ତି। ତେବେ ବାରବାଟୀ ମୁକାବିଲା ନେଇ ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସମସ୍ତ ଯାନବାହନକୁ ଦର୍ଶକମାନେ ବାଲିଯାତ୍ରା ଉପର

ଦେଢ କୁଇଣ୍ଟାଲ ଓଜନର ଏକ ବିରଳ ଶାଙ୍କୁଚ ମାଛ

କଟକ ଜିଲ୍ଲା ନିଆଳିରୁ ଦେଢ କୁଇଣ୍ଟାଲ ଓଜନର ଏକ ବିରଳ ଶାଙ୍କୁଚ ମାଛ ଧରାଯାଇଛି।  ମତ୍ସ୍ୟଜୀବୀଙ୍କ ଜାଲରେ ପ୍ରଥମ ଥର ପାଇଁ ପଡ଼ିଛି ଦୁଇ କୁଇଣ୍ଟାର ଓଜନର ଶାଙ୍କୁଚ ।  ନିଆ ବିଳାସୁଣୀ କନ୍ଦଳ ନଦୀର ବାଲିକୁଦ ଘାଟରେ କିଛି ମତ୍ସ୍ୟଜୀବୀ

ଆଜିଠୁ ବୋର୍ଡ କର୍ମଚାରୀଙ୍କ ଆନ୍ଦୋଳନ

ହାଇସ୍କୁଲ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ସାମ୍ବିଧାନିକ ଦାୟିତ୍ବ। ଏହି ଦାୟିତ୍ବକୁ ବୋର୍ଡ ହାତରୁ କାଢ଼ି ନେଇ ଟିବିପିଏମ୍‌କୁ ଦିଆଯିବାକୁ କିଛି ପ୍ରାଶାସନିକ ଅଧିକାରୀ ଚକ୍ରାନ୍ତ କରିଛନ୍ତି। ଏପରି କରାଗ‌ଲେ ବୋର୍ଡର ଆର୍ଥିକ ସ୍ଥିତି ଦୁର୍ବଳ

ଆଜିଠୁ ବାଲିଯାତ୍ରା

ଉତ୍କଳର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ସ୍ମୃତି, ଐତିହ୍ୟ ଓ ପରମ୍ପରାର ପ୍ରତୀକ କଟକ ବାଲିଯାତ୍ରା। ଚଳିତମାସ ୧୨ତାରିଖ ମଙ୍ଗଳବାରଠାରୁ ୧୯ତାରିଖ ପର୍ଯ୍ୟନ୍ତ ମହାନଦୀର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଆରମ୍ଭ ହେବାକୁ ଯାଉଛି ଏହି ପ୍ରସିଦ୍ଧ ଉତ୍ସବ। ବାଲିଯାତ୍ରା ପାଇଁ ୮ ଦିନ

ଶିଶୁ ମୃତ୍ୟୁକୁ ନେଇ ଏସସିବି କାଜୁଆଲିଟି ମୁଖ୍ୟ ଫାଟକରେ ଉତ୍ତେଜନା

ଆଠ ବର୍ଷର ଶିଶୁ ମୃତ୍ୟୁକୁ ନେଇ କଟକ ଏସସିବି ମେଡିକାଲରେ ଉତ୍ତେଜନା ଦେଖା ଦେଇଥିବା ଜଣାଯାଇଛି। ଅସୁସ୍ଥ ଶିଶୁକୁ ଚିକିତ୍ସା ନ କରି ଡାକ୍ତର ଫେରାଇ ଦେଇଥିବା ଅଭିଯୋଗ ଆଣି କାଜୁଆଲିଟି ମୁଖ୍ୟ ଫାଟକରେ ତାଲା ପକାଇଥିଲେ ଶିଶୁର ସମ୍ପର୍କୀୟ। ମିଳିଥିବା

ଆଜି ବଡଓଷା

 ଆଜି ବଡଓଷା । ଆଜି କାର୍ତ୍ତିକ ମାସର ତ୍ରୟୋଦଶ ତିଥି । ଓଡିଶାର ସମସ୍ତ ଶୈବପୀଠରେ ଆଜି ଏହି ଓଷା ପାଳନ କରାଯାଏ । ଏହି ଦିନରେ ମହାଦେବଙ୍କ ନିକଟରେ ସ୍ୱତନ୍ତ୍ର ଭୋଗ ଲାଗି ହୁଏ । ଏହାକୁ ଗଜ ଭୋଗ

କଟକ ବଡ଼ ଡାକ୍ତରଖାନା ଗସ୍ତକରି ସ୍ୱାସ୍ଥ୍ୟସେବା ତଦାରଖ କଲେ ୫-ଟି ସଚିବ

ବୁଧବାର ଭୋର୍‌ ପାଞ୍ଚଟାରେ ୫ଟି ସଚିବ ଭି. କେ. ପାଣ୍ଡିଆନ୍‌, ସ୍ୱାସ୍ଥ୍ୟ ସଚିବ ପ୍ରମୋଦ କୁମାର ମିହିର୍ଦା, ଏନ୍‌ଆର୍‌ଏଚ୍‌ର ନିର୍ଦେଶିକା ଶାଳିନୀ ପଣ୍ଡିତ କଟକ ସହରସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ରେ ପହଞ୍ଚି ଏଠାକାର ସ୍ୱାସ୍ଥ୍ୟସେବା ତଦାରଖ କରିଛନ୍ତି।ଏଠାରେ

ନିଖୋଜ ଥିଲେ ଶିକ୍ଷକ, ମିଳିଲା ମୃତଦେହ

କିଛିଦିନ ତଳେ ନିଖୋଜଥିବା ପ୍ରଧାନଶିକ୍ଷକଙ୍କ ମୃତଦେହ ଉଦ୍ଧାର ହୋଇଛି । କଟକ ଜିଲ୍ଲା ଖମାରଙ୍ଗ ମହାନଦୀ ମଠତୁଠ ନିକଟରେ ଥିବା  ତଣ୍ଡିବଣରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।  ମୃତ ବ୍ୟକ୍ତିଜଣଙ୍କ ସିଂହନାଥପୁର ହାଇସ୍କୁଲର ପ୍ରଧାନଶିକ୍ଷକ ନିମାଇଁ ଚରଣ ମହାପାତ୍ର ବୋଲି

ନଭେମ୍ବର ୧୨ରୁ କଟକ ବାଲିଯାତ୍ରା ଆରମ୍ଭ

ନଭେମ୍ବର ୧୨ ତାରିଖରୁ କଟକର ବାଲିଯାତ୍ରା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ମହାନଦୀର ଗଡ଼ଗଡ଼ିଆ ଘାଟ କୂଳରେ ଆୟୋଜିତ ହୋଇ ଆସୁଥିବା ଦେଶର ଏହି ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟିକ ମେଳା ବାଲିଯାତ୍ରା ଏଥର ଆଠ ଦିନଧରି ଚାଲିବ ବୋଲି ଜଣାଯାଇଛି।ଏହା