latest

Category: ଢେଙ୍କାନାଳ

Total 1 Posts

ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ: ପାଞ୍ଚଜଣ ଆହତ

ଗୁରୁବାର ବିଳମ୍ବିତ ରାତ୍ରୀରେ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ସରାଙ୍ଗସ୍ଥିତ ଆଇଜିଆଇଟି କଲେଜରେ ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ସଂର୍ଘଷ ଘଟିବାରୁ ପାଞ୍ଚଜଣ ଆହତ ହୋଇଛନ୍ତି।ଚିକିତ୍ସା ନିମନ୍ତେ ସେମାନଙ୍କୁ ତାଳଚେର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଗତ ସନ୍ଧ୍ୟାରେ ବିଟେକ୍‌ ଦ୍ୱିତୀୟ ବାର୍ଷିକ ଏବଂ ତୃତୀୟ ବାର୍ଷିକର