latest

Category: ଯାଜପୁର

Total 9 Posts

ସରପଞ୍ଚ ଘୋଷଣା କଲେ ସଟ୍‌ଡାଉନ୍‌, ବିଡ଼ିଓ ଲଗାଇଲେ ରୋକ

ଯାଜପୁର : ଏହି ଜିଲ୍ଲା ବଡ଼ଚଣା ବ୍ଲକ ରେ ସରପଞ୍ଚ ଓ ବିଡିଓ ଙ୍କ ମଧ୍ୟରେ ବିବାଦ ଦେଖା ଦେଇଛି। କରୋନା ମୁକାବିଲା ପାଇଁ ସରପଞ୍ଚମାନଙ୍କୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି। ତେବେ ସରପଞ୍ଚଙ୍କ କ୍ଷମତା ପ୍ରୟୋଗକୁନେଇ ବଡ଼ଚଣା ବ୍ଲକ୍‌ରେ ବିବାଦ

ଯାଜପୁରରୁ ପୁଣିଜଣେ ପଜିଟିଭ୍ ଚିହ୍ନଟ

ଓଡ଼ିଶାରେ କାୟା ବିସ୍ତାର କରିଚାଲିଛି କରୋନା।  ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ୧୭୯କୁ ବୃଦ୍ଧି ପାଇଛି । ଆକ୍ରାନ୍ତ ଜଣକ ଯାଜପୁରର ବୋଲି ଜଣାପଡ଼ିଛି ।  ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା

ଯାଜପୁରରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ

ଯାଜପୁର ରୁ  ଶନିବାର  ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଉଭୟ ଆକ୍ରାନ୍ତ ବରୀ ବ୍ଲକର। ଦୁଇଜଣ ଯାକ ପୁରୁଷ ଏବଂ ସେମାନଙ୍କ ବୟସ ଯଥାକ୍ରମେ ୪୮ ଏବଂ ୫୫ ବର୍ଷ। ଶନିବାର ସକାଳେ ଯାଜପୁର ଜିଲାରୁ ୫ ଆକ୍ରାନ୍ତ

ଯାଜପୁର ଜିଲ୍ଲାର ୧୦ରୁ ୬ ବ୍ଲକରୁ ଚିହ୍ନଟ ହୋଇଛନ୍ତି କରୋନା ଆକ୍ରାନ୍ତ

 ଯାଜପୁର ଜିଲ୍ଲାରେ କାୟା ବିସ୍ତାର କରିଛି  କରୋନା।  ୧୦ ବ୍ଲକରୁ ୬ ବ୍ଲକରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଯାଏଁ ୪ଟି ବ୍ଲକକୁ ଛୁଇଁ ପାରି ନାହିଁ କରୋନା। ଯାଜପୁର ଜିଲ୍ଲାର ଧର୍ମଶାଳା, ବଡ଼ଚଣା, ଦାନଗଦି ଓ ସୁକିନ୍ଦା ଆଦି

ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲା ୬୦ ଘଣ୍ଟା ପାଇଁ ସଟ୍ ଡାଉନ

ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ କରୋନା ସଂକ୍ରମଣର ସଙ୍ଗୀନ ସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି । ଏହି ତିନୋଟି ଜିଲ୍ଲାକୁ ୬୦ ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଆଜି ରାତି

ଯାଜପୁର ର ୩ ଡାକ୍ତର ଓ ୧୯ ନର୍ସ କ୍ୱାରେଣ୍ଟିନରେ

ଯାଜପୁରରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଯାଜପୁର ଜିଲ୍ଲାର ୩ଡାକ୍ତର ଓ ୧୯ଜଣ ନର୍ସଙ୍କୁ କ୍ୱାରେଣ୍ଟାଇନ୍‌ଙ୍କୁ ପଠାଇଦିଆଯାଇଛି । ଗତକାଲି ରାତିରୁ ସଂପୃକ୍ତ ଡାକ୍ତରଙ୍କୁ ପାରମେଡିକାଲ୍ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ଏ ନେଇ ଯାଜପୁର ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା

ସଡକ ଦୁର୍ଘଟଣାରେ ଜିନ୍ଦଲ କର୍ମଚାରୀଙ୍କ ମୃତ୍ୟୁ

ଯାଜପୁର ଜିଲ୍ଲାର ମନୋହରପୁର ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜିନ୍ଦଲ କମ୍ପାନୀର ଜଣେ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ଆଜି ସକାଳେ ଯାଜପୁର ଜିଲ୍ଲାର ହାତିବାରି ପଞ୍ଚାୟତ ଅନ୍ତର୍ଗତ କରଡ଼ାପାଳ ଗ୍ରାମର ତନ୍ମୟ କୁମାର ବଳ ନାମକ ଜଣେ ଯୁବକ ଜିନ୍ଦଲ

ସେଲ୍‌ଫି ହେଲା କାଳ

ସେଲ୍‌ଫି ନେବା ହେଲା କାଳ। ଗାଧୋଇବାକୁ ଯାଇ ସେଲ୍‌ଫି ନେଉଥିବା ବେଳେ ବୁଡିଗଲେ ୨ ଭଉଣୀ । ସେମାନଙ୍କ ମଧ୍ୟରୁ ଜଣେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛି । ଏଭଳି ଅଘଟଣ ଘଟିଛି ସଦର ଥାନା  ଖରଶ୍ରୋତା

ଅଣ୍ଡାପାଇଁ ଗ୍ରାହକଙ୍କୁ ପିଟିପିଟି ମାରିଦେଲେ ଦୋକାନୀ

ସାମାନ୍ୟ ଅଣ୍ଡାପାଇଁ ହୋଇଛି ହତ୍ୟାକାଣ୍ଡ। ଏହି ଘଟଣା ଘଟିଛି ଯାଜପୁର ଜିଲ୍ଲାରେ। ଗୁରୁବାର ସକାଳେ ବାଟିଜଙ୍ଗା ରେଳଧାରଣା ପାଖରୁ ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି।  ମୃତ ଯୁବକ ହେଉଛନ୍ତି ଜାରକା ଗ୍ରାମପଞ୍ଚାୟତର ଜାଲସୁଖା ଗ୍ରାମ ଅନ୍ତର୍ଗତ ଟିକରସାହିର ଗୁନା ବେହେରାଙ୍କ