Category: କେନ୍ଦ୍ରାପଡ଼ା

Total 14 Posts

ମଇଁଷି ଲାଞ୍ଜ ଧରି ନଦୀ ପାର୍‌ ବେଳେ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ସାତଭାୟା ପ୍ରବେଶ ପଥରେ ରହିଛି ବାଉଁଶଗଡ଼ି ନଈ। ନଈଟି କମ୍‌ ଓସାରର ସିନା ପାଣି ଭିତରେ କୁମ୍ଭୀର ହାଉଯାଉ। ସେହି ନଈରେ ଆଜି ଜଣେ ମଇଁଷିଆଳଙ୍କୁ କୁମ୍ଭୀର ଟାଣି ନେଇଛି। ସେ ମଇଁଷି ଲାଞ୍ଜ ଧରି ନଦୀ

କ୍ବାରେଣ୍ଟାଇନ୍ ସେଣ୍ଟରରେ ଥିବା ଯୁବକଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଅଞ୍ଚଳର ଜଣେ ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ମାର୍ଶାଘାଇ ଥାନା କୁସୁନପୁର ଗ୍ରାମର ଚିତ୍ତରଞ୍ଜନ ନାୟକ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ଚିତ୍ତରଞ୍ଜନ ଗୁଜୁରାଟରେ ରହୁଥିବା ବେଳେ ନିକଟରେ ଓଡିଶା

କେନ୍ଦ୍ରାପଡାରେ କାର୍ଯ୍ୟକ୍ଷମ ହେଲା କୋଭିଡ-୧୯ ହସ୍ପିଟାଲ

ମହାମାରୀ କରୋନାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ସମସ୍ତ ଜିଲାରେ କୋଭିଡ-୧୯ ହସ୍ପିଟାଲର ବ୍ୟବସ୍ଥା କରୁଛନ୍ତି ।  ଏହି କ୍ରମରେ  କେନ୍ଦ୍ରାପଡାର ଛତାସ୍ଥିତ ପଲିଟେକନିକ ତାଲିମ କେନ୍ଦ୍ରକୁ ଜିଲାପ୍ରଶାସନ ପକ୍ଷରୁ କୋଭିଡ ହସ୍ପିଟାଲରେ ପରିବର୍ତ୍ତନ କରାଯାଇଛି । ଭୁବନେଶ୍ଵରର

ଗତକାଲି ଚିହ୍ନଟ ୪ ପଜିଟିଭରୁ ଜଣେ କେନ୍ଦ୍ରାପଡ଼ାର

ଗତକାଲି ରାଜ୍ୟରେ ଆଉ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡ଼ାର ବୋଲି ଜଣାପଡ଼ିଛି। ଏହା ସହିତ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ପହଞ୍ଚିଛି। ଜିଲ୍ଲାର ଦ୍ୱିତୀୟ କରୋନା ଆକ୍ରାନ୍ତ ଜଣେ ମହିଳା।

କୋରୋନା ପାଇଁ କେନ୍ଦ୍ରାପଡା ପ୍ରଶାସନର ତତ୍ପରତା

କୋରୋନା ମୁକାବିଲା ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଯୁଦ୍ଧକାଳୀନ ଭିତିରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏଥିପାଇଁ ୨ କୋଟି ଟଙ୍କା ପ୍ରଦାନ କରାଯାଇଥିବାର ସୂଚନା ମିଳିଛି । କେନ୍ଦ୍ରାପଡ଼ା ଅଗ୍ନିଶମ ବିଭାଗ

ଦୁଇଶହ ମିଟର ଧସିଗଲା ହରିଦାଶପୁର- ପାରାଦୀପ ରେଳରାସ୍ତା

କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଗୋସେଇଁବନ୍ଧଠାରେ ହରିଦାସପୁର-ପାରାଦୀପ ନିର୍ମାଣାଧୀନ ରେଳରାସ୍ତା  ଦୁଇପଟକୁ ଦୁଇଶହ ମିଟର ଧସିଯାଇଛି। ଫଳରେ 3 ପରିବାର ପ୍ରଭାବିତ ହୋଇଛନ୍ତି। ସେମାନଙ୍କର ଘର ଉପରକୁ ମାଟି ମାଡି ଆସିଛି। ଏଥିସହ ସେମାନଙ୍କର ପକ୍କା ଘରଗୁଡ଼ିକରେ ଫାଟ ସୃଷ୍ଟି ହୋଇଛି।

କେନ୍ଦ୍ରାପଡାରେ ମହିଳାଙ୍କୁ ଉଲଗ୍ନ କରି ମାଡ !

କ୍ରୋଧ କୁ ନିୟନ୍ତ୍ରଣ କରିନପାରିଲେ ମଣିଷ ଯେ ପଶୁ ପାଲଟିଯାଏ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରପଡା ଜିଲ୍ଲାରେ ।  ଏଭଳି  ଘଟଣା ଘଟିଛି ରାଜକନିକା ଡାଲିକାଇନ୍ଦା ଗ୍ରାମରେ। ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି

ଆଜିଠାରୁ ଭିତରକନିକାରେ ଆରମ୍ଭ ହେଲା କୁମ୍ଭୀର ଗଣନା

ଭିତର କନିକାରେ ଆରମ୍ଭ ହେଲା କୁମ୍ଭୀର ଗଣନା । ୨୩ଟି ଟିମ୍‌ ଗଣନା ପାଇଁ ସାମିଲ ହୋଇଥିବା ବେଳେ ପ୍ରତି ଟିମ୍‌ରେ ୩ରୁ ୪ ଜଣ ସଦସ୍ୟ ଅଛନ୍ତି । କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କରଙ୍କ ନେତୃତ୍ୱରେ ଆଜିଠୁ ଆରମ୍ଭ

କେନ୍ଦ୍ରାପଡ଼ାରେ ଫାଇଭ୍ ଟି ସଚିବ

କେନ୍ଦ୍ରାପଡ଼ାରେ ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ । ଆଜି ସେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୁଲି ଦେଖିଥିବା ଜଣାଯାଇଛି। ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ ଡାକ୍ତରଖାନାର ଚକ୍ଷୁ ଚିକିତ୍ସା ବିଭାଗ ବୁଲିବା ସହ ଡାକ୍ତରଖାନାରେ କିଭଳି ସେବା

ବିନା ଟିକଟରେ ସ୍କୁଲ ପିଲା ବୁଲିପାରିବେ ଭିତରକନିକା

 ଏଣିକି ଛାତ୍ରଛାତ୍ରୀମାନେ ନିଶୁଳ୍କରେ ଭିତରକନିକା ବୁଲି ପାରିବେ। ତିନୋଟି ଜାତୀୟ ଛୁଟି ଦିବସ ଗାନ୍ଧି ଜୟନ୍ତୀ, ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ଭିତରକନିକା ପରିଦର୍ଶନ ପାଇଁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡିବନି କୌଣସି ଫି। ଛାତ୍ରଛାତ୍ରୀଙ୍କୁ ମାଗଣା

ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ହୃଷିକେଶ ମଲ୍ଲିକ ଆହତ

 କେନ୍ଦ୍ରାପଡା ପୋଲିସ ଆଜି ଦୁର୍ଦ୍ଦାନ୍ତ ଅପରାଧୀ ହୃଷିକେଶ ମଲ୍ଲିକଙ୍କୁ ଏନକାଉଣ୍ଟର କରିଛି। ଏନକାଉଣ୍ଟରରେ ହୃଷିକେଶ ଆହତ ହୋଇଛି। କେନ୍ଦ୍ରାପଡା  ଦିନକୁ ଦିନ ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟିଥିଲା। ଦିନକୁଦିନ ଅପରାଧ ବଢିବାରେ ଲାଗିଥିଲା। କେତେବେଳେ ବ୍ୟବସାୟୀଙ୍କୁ ଗୁଳିମାଡ ପୁଣି କେତେବେଳେ ଲୁଟ୍ ଆଦି