latest

Category: ଖୋର୍ଦ୍ଧା

Total 10 Posts

ଶାଳିଆ ନଦୀର ଝିଞ୍ଜିରି ଶଙ୍ଖରୁ ୩ ମୂର୍ତ୍ତି ଉଦ୍ଧାର

View: 931 ପ୍ରକାଶ ଯେ, ରବିବାର ସକାଳେ ସବୁଦିନ ଭଳି ଗବପଦର ଗ୍ରାମର ଧୀବର ଜଗବନ୍ଧୁ ଜାଲି ମାଛ ମାରିବା ନିମନ୍ତେ ଜାଲ ନେଇ ଉକ୍ତ ଶଙ୍ଖଠାରେ ଖନ୍ଦା ବସାଇଥିଲେ। ପୂର୍ବାହ୍ନ ୧୦ଘଟିକା ସମୟରେ ସେ ଜାଲ ଉଠାଇବା ବେଳେ ତାଙ୍କ

୬୫ ତମ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳିତ

View: 1,487 ନନ୍ଦନକାନନରେ ୬୫ ତମ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି ।ନନ୍ଦନକାନନର ଉପ ନିର୍ଦ୍ଦେଶକ ଜୟନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ଶଶି ପଲ ଯୋଗ ଦେଇଥିଲେ| ସେଞ୍ଚୁରିଆନ ଇୟୁନିଭରସିଟିର ପ୍ରାଣୀବିଜ୍ଞାନ ବିଭାଗର ମୁଖ୍ୟ ଡ଼ ଶିବ

ଲାଞ୍ଚନେଇ ଧରାପଡିଲେ ଏସ୍ଆଇ

View: 1,557 ଲାଞ୍ଚ ନେଇ ଧରାପଡିଲେ ଏସଆଇ।   10 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବାଲିଅନ୍ତା ଥାନା ଅଧୀନ ବାଳକାଟି ଫାଣ୍ଡି ଏସ୍‌ଆଇ ଦେବେନ୍ଦ୍ର ସାହୁ। ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଗତକାଲି ଦେବେନ୍ଦ୍ର ବାଣୀବିହାରସ୍ଥିତ

2021ରେ ମହାକାଶକୁ ମଣିଷ ପଠାଇବ ଭାରତ- କେ ଶିବନ

View: 1,392 2021 ମସିହାରେ ଭାରତ ମହାକଶକୁ ମହାକାଶଚାରୀ ପଠାଇବ ବୋଲି ଓଡିଶା ଗସ୍ତରେ ଆସିଥିବା ଇସ୍ରୋ ଅଧ୍ୟକ୍ଷ କେ. ଶିବନ କହିଛନ୍ତି। 2020 ଡିସେମ୍ବରରେ ପ୍ରଥମ ଅନ୍‌ ମ୍ୟାନଡ୍‌ ମିଶନ ଏବଂ 2021 ଡିସେମ୍ବରରେ ପ୍ରଥମ ମ୍ୟାନ୍‌ଡ ମିଶନ କରି

ଓଡିଶାରେ ଇସ୍ରୋ ଅଧ୍ୟକ୍ଷ, ଆଇଆଇଟି 8ମ ସଂସ୍କରଣରେ ଯୋଗଦେବେ

View: 8,112 ଭୁବନେଶ୍ୱରରେ ପହଞ୍ଚିଛନ୍ତି ଇସ୍ରୋ ଅଧ୍ୟକ୍ଷ କେ ଶିବନ। ଖୋର୍ଦ୍ଧା ଅରୁଗୁଳ ସ୍ଥିତ ଆଇଆଇଟିର 8ମ ସଂସ୍କରଣରେ ଯୋଗଦେବେ। ଏଠାରେ ପହଞ୍ଚି ଚନ୍ଦ୍ରାୟନ-2 ରେ 98 ପ୍ରତିଶତ ସଫଳତା ବିଷୟରେ କହିଛନ୍ତି। ସେ କହିଛନ୍ତି  ଲ୍ୟାଣ୍ଡର ବିକ୍ରମର କେଉଁଠି ତ୍ରୁଟି

ଧାରଣାରୁ ହଟିଲେ ଛାତ୍ରଛାତ୍ରୀ

View: 1,380 ଦୀର୍ଘଦିନ ପରେ ପୁଣି  ଆଜି ଉତ୍କଳ ବିଶ୍ୱବିଦ୍ୟାଳୟରେ ଦେଖାଯାଇଛି ଛାତ୍ର ଅଶାନ୍ତି ।  ୧୦ଦଫା ଦାବି ନେଇ ଆଜି ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କୁଳପତିଙ୍କ ଅଫିସକୁ ଧଶେଇ ପଶିଥିଲେ । ଏହି ସମୟରେ ସୃଷ୍ଟି ହୋଇଥିଲା

ନବରାତ୍ରୀ ଅଫର : ଅନଲାଇନ ବୁକିଂ ଉପରେ ୨୦% ରିହାତି

View: 1,432 ଆସନ୍ତା ଦଶହରା ପାର୍ବଣ ଉପଲକ୍ଷେ ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ( ଓଏସଆରଟିସି) ପକ୍ଷରୁ ଏକ ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଛି । ନବରାତ୍ରୀ ସମୟରେ ଅନଲାଇନରେ ଟିକେଟ ବୁକିଂ କଲେ

ଗୋଟିଏ ଦିନରେ ୧୪୧ ମଦ୍ୟପ ଗାଡ଼ି ଚାଳକ ଧରାପଡ଼ିଲେ

View: 1,379 ଓଡ଼ିଶା ପୁଲିସ ମଦ ପିଇ ଗାଡ଼ି ଚଲାଉଥିବା ଚାଳକଙ୍କୁ ଧରିବା ପାଇଁ ଏକ ବିଶେଷ ଅଭିଯାନ ଆରମ୍ଭ କରିଛି। ରାଜ୍ୟରେ ଦୁର୍ଘଟଣାରୁ ହେଉଥିବା ମୃତ୍ୟୁ ମଧ୍ୟରୁ ମଦ ପିଇ ଗାଡ଼ି ଚଳାଇବା ଅନ୍ୟତମ। ମୋଟରଯାନ ଅଧି ନିୟମ-୨୦୧୯ ଅନୁସାରେ

୫ ସାଂସଦ ସମେତ ୨୬ ନେତାଙ୍କୁ କ୍ୱାର୍ଟର ଛାଡ଼ିବାକୁ ନୋଟିସ୍

View: 1,389 ବେଆଇନ ଭାବେ ସରକାରୀ କ୍ୱାର୍ଟର ମାଡ଼ି ବସିଥିବା ୫ ଜଣ ସାଂସଦଙ୍କ ସମେତ ମୋଟ ୨୬ ଜଣ ନେତାଙ୍କୁ ବିଧାନସଭା ପକ୍ଷରୁ ପୁଣିଥରେ ନୋଟିସ୍ ଜାରି ହୋଇଛି। ୩ ମାସ ମଧ୍ୟରେ ଦ୍ୱିତୀୟ ଥର ନିମନ୍ତେ ବିଧାନସଭା ପକ୍ଷରୁ

ଭୁବନେଶ୍ୱର ଟ୍ରାଫିକରେ ନାହିଁ ଏଲ୍ଇଡ଼ି କାଉଣ୍ଟ ଡ଼ାଉନ୍ ଟାଇମର

View: 1,403 ଭୁବନେଶ୍ୱର ମହାନଗରକୁ ମିଳିଛି ବିଶ୍ୱ ମାନ୍ୟତା । ସ୍ମାର୍ଟ ସିଟି ଭାବେ ଚର୍ଚ୍ଚିତ ଏହି ସହରର ଟ୍ରାଫିକ୍ ପୋଷ୍ଟ ଗୁଡ଼ିକରେ ଏଲ୍ଇଡ଼ି କାଉଣ୍ଟ୍ ଡ଼ାଉନ୍ ଟାଇମର ଭଳି ସାମାନ୍ୟତମ ବ୍ୟବସ୍ଥା ହୋଇନଥିବାରୁ ରାଜଧାନୀ ବାୟୁମଣ୍ଡଳ ଭୟଙ୍କର ଭାବେ ପ୍ରଦୂଷିତ